Home Posts tagged ODISHA (Page 375)
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୯/୧୦ : ବଲାଙ୍ଗୀର ର ଅଗ୍ରଣୀ ସମାଜ ସେବି ସଂଗଠନ”ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ”ତାର ବାର୍ଷିକ ଭେଟଘାଟ କାର୍ଯ୍ୟକ୍ରମ ଏକ ନିଆରା ଢଙ୍ଗରେ ପାଳନ କରିଛି।ଯେଉଁଥିରେ ଏହି ସଂଗଠନ ଭିନ୍ନ କ୍ଷମ ଶିଶୁ ଓ ଅସହାୟଙ୍କୁ ନେଇ ସମର୍ପଣ ଉତ୍ସବ ପାଳନ କରିଛି।ଭିନ୍ନ କ୍ଷମ ଶିଶୁଙ୍କ ମନୋରଞ୍ଜନ ପାଇଁ ଏକ ବିରାଟ ସାଂସ୍କୃତିକ କାର୍ଯ୍ୟକ୍ରମ କୋଶଳ କଳାମଣ୍ଡଳ ପଡିଆ ଠାରେ ଆୟୋଜିତ ହୋଇଯାଇଛି।ଅତିଥି ଭାବରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୧୦ : ଅଦ୍ୟ ତା ୨୯.୧୦.୨୦୨୪ ରିଖ ଦିନ ଜିଲା ବିପର‌୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୌଦ୍ଧଙ୍କ ଦ୍ୱାରା ଓଡ଼ିଶା ପ୍ରାକୃତିକ ବିପର‌୍ୟ୍ୟୟ ପ୍ରଶମନ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ମିନି ମାରାଥନ ଜିଲା ସଂଗ୍ରହାଳୟରୁ ବାହାରି ବାଘଗୁଡା ଛକ,ଗାନ୍ଧୀଛକ,ମୁଖ୍ୟଡାକଘର ଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ।ଜିଲାପାଳ ସୁବ୍ରତ କୁମାର ପଣ୍ଡା Continue Reading
Odisha News
ସୁଧାଶୁଂ ସିଂଙ୍କ ରିପୋର୍ଟରାୟଗଡ, ୨୯/୧୦ : ଆଜି ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟସ୍ଥ ଜନଜାତି ସେବଜଗତ ପରିସରରେ ଦୀପାବଳି ଉତ୍କଳ ଷ୍ଟଲ ଉଦଘାଟିତ ହୋଇଯାଇଛି ।ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରାୟାଗଡା,ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ,ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବସନ୍ତ Continue Reading
Odisha News
ବାଲେଶ୍ୱର, ୨୯/୧୦ : ପୋଲ ତଳକୁ ଖସି ପଡ଼ିଲା ବାଇକ୍‌। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ନଦୀଗାଁ ପଞ୍ଚାୟତ ପିତାକାଳିଆ ନିକଟରେ। ମୃତକଙ୍କ ନାଁ ରବୀନ୍ଦ୍ର ସାହୁ। ଆହତଙ୍କ ନାଁ ରବୀନ୍ଦ୍ର ମଣ୍ଡଳ। ଉଭୟ ନଦୀଗାଁ ପଞ୍ଚାୟତ କାନପୁର ଗାଁର।ଦୁଇ ରବୀନ୍ଦ୍ର ଆଜି ଗୋଟିଏ ବାଇକରେ ତୁଡ଼ିଗଡ଼ିଆ ବଜାରରୁ ସେମାନଙ୍କ ଗାଁ କାନପୁରକୁ ଫେରୁଥିଲେ। ପିତାକାଳିଆ ନିକଟରେ ରାସ୍ତା ଖରାପ […]Continue Reading
Odisha News
ଭୁବନେଶ୍ୱର,୨୯/୧୦: ଭୁବନେଶ୍ୱର ସ୍ଥିତ ଗୋଠପାଟଣାରେ ନିର୍ମାଣ ହେବାକୁ ଥିବା ଭେଷଜ ବିଜ୍ଞାନ ପରୀକ୍ଷା କେନ୍ଦ୍ରର ଉଦଘାଟନୀ ଅବସରରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ପୂର୍ବରୁ ଔଷଧର ମାନ ପରୀକ୍ଷା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ହେଲେ ଏବେ ଔଷଧର ମାନ ପରୀକ୍ଷା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେ ଆହୁରି କହିଛନ୍ତି ଯେ କେବଳ ସେତିକି ନୁହେଁ […]Continue Reading
Odisha News
ଭୁବନେଶ୍ବର, ୨୯/୧୦ : ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ବରରେ ‘ରନ୍ ଫର୍ ୟୁନିଟି’ ମାରାଥନ୍ ଆୟୋଜିତ ହୋଇଛି।କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଉଦଘାଟନ କରିଛନ୍ତି।କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଉଦଘାଟନ କରିଛନ୍ତି।ଏହି ଦୌଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ବ ଓ ବିପର୍ଯ୍ୟୟ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୮/୧୦: ଅକ୍ଟୋବର ୨୮ ତାରିଖ ଠାରୁ ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ମିଲିତରେ ଗଜପତି ଜିଲ୍ଲା ମିଶନ ମିଶନ ଶକ୍ତି ବିଭାଗ ସହଯୋଗରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଶୋଭାଯାତ୍ରା , ସଭା ଓ ଶପଥ ପାଠ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୮/୧୦ : ବୌଦ୍ଧ ବ୍ଲକ ଜମଘାଟି ଗ୍ରାମର କର୍ପୁର ମହାନନ୍ଦିଆ ସ୍ୱାମୀ ଲକ୍ଷ୍ମଣ ମହାନନ୍ଦିଆ ଦୀର୍ଘ ଦିନ ହେଲା ପାରକ୍ଷଲିସିସ ରୋଗରେ ପୀଡିତ ଥିବା ବେଳେ ଉକ୍ତ ପରିବାର ଗରିବ ଶ୍ରେଣୀ ର ହୋଇ ଥିବାରୁ ଦୁଃଖ ମୂଲ କରି ପେଟ ପୋଷୁ ଥିଲେ ।କିନ୍ତୁ ପାଖରେ କୌଣସି ପ୍ରକାର ଆର୍ଥିକ ସମ୍ବଳ ନଥିବାରୁ ସ୍ୱାମୀ ଙ୍କ ଚିକିତ୍ସା ସେବା କରିବା କଷ୍ଟକର ହୋଇପଡୁଥିଲା ବୋଲି ସ୍ତ୍ରୀ କର୍ପୁର ପ୍ରକାଶ କରିଥିଲେ କ୍ଷ ତେଣୁ […]Continue Reading
Odisha News
ସୁୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ବର, ୨୮/୧୦ : ବାତ୍ୟା ‘ଦାନା’ରେ ଗୁରୁତର ପ୍ରଭାବିତ ହୋଇଛି ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଦ୍ୟୁତ ସେବା । ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍(ଟିପିଏନଓଡଏଲ) ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବାବେଳେ ପ୍ରାୟ ୯୮ପ୍ରତିଶତ ଅଞ୍ଚଳକୁ ଏଯାବତ ବିଦ୍ୟୁତ ସଂଯୋଗ ହୋଇ ସାରିଛି।ସ୍ଥିତି ସ୍ଵାଭାବିକ କରିବା ପାଇଁ କର୍ମଚାରୀମାନେ ଆହୋରାତ୍ର କାର୍ଯ୍ୟରତ ଥିଲେ ହେଁ Continue Reading
Odisha News
ଭୁବନେଶ୍ୱର, ୨୮/୧୦ : ଆଉ ତିନି ଦିନ ପରେ ପାଳିତ ହେବ ଆଲୋକର ପର୍ବ ଦୀପାବଳୀ । ଏହା ପୂର୍ବରୁ ଆକ୍ସନ ମୁଡରେ ଆସିଛି କମିଶନରେଟ୍ ପୁଲିସ ।ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଛି । ଲାଇସେନ୍ସ ନ ଥିବା ବାଣ ଗୋଦାମ ଗୁଡ଼ିକ ଉପରେ ଚଢ଼ାଉ ହୋଇଛି । ଏହା ସହିତ ବାଣ ଦୋକାନ ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।ଡିସିପିଙ୍କ ସୂଚନା […]Continue Reading