ବାଲେଶ୍ୱର,୧୮/୧୧ : ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ମୃତାହତ କେହି ହୋଇନାହାନ୍ତି।ଆଜି ସକାଳେ ବସଟି ଯାତ୍ରୀମାନଙ୍କୁ ନେଇ କୋଲକାତାରୁ ସୋର ଅଭିମୁଖେ ଆସୁଥିଲା। ଏହି ସମୟରେ ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ବସଟି ଭାରସାମ୍ୟ ହରାଇ Continue Reading
ଭୁବନେଶ୍ୱର,୧୮/୧୧ : ଶୀତରେ ଥରୁଛି ଓଡିଶା, ୩ ଦିନରେ ଆହୁରି ୩ ଡିଗ୍ରୀ ଖସିବ ପାରଦ, ୧୦ ସହର ୧୫ଡିଗ୍ରୀ ତଳେ ରାଜ୍ୟରେ ଗତ କିଛିଦିନ ଧରି ପାରଦ ତଳମୁହାଁ ହୋଇଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ହ୍ରାସ ପାଇଛି। ଆସନ୍ତା ୩ଦିନ ମଧ୍ୟରେ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।ପାଣିପାଗ ବିଭାଗ ପକ୍ଷରୁ ଜାରି ରିପୋର୍ଟ […]Continue Reading
ଓଡ଼ିଶା , ୧୭/୧୧ : ଆଜି ପ୍ରଦାନ କରାଗଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୨୦୨୦, ୨୦୨୧ ଓ ୨୦୨୨ ବର୍ଷ ପାଇଁ ପ୍ରଦାନ କରାଗଲା ପୁରସ୍କାର । ଅନନ୍ତ ମହାପାତ୍ର, ଶ୍ରୀନିବାସ ମହାପାତ୍ର, ଜୟୀରାମ ସାମଲଙ୍କୁ ଦିଆଗଲା ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’। ଶ୍ରେଷ୍ଠ ଫିଲ୍ମ ଭାବେ ୨୦୨୦ ପାଇଁ ସହିଦ ରଘୁ ସର୍ଦ୍ଦାର, ୨୦୨୧ ପାଇଁ ପ୍ରତୀକ୍ଷା ଓ ଡାଲ୍ଚିନି ଏବଂ ୨୦୨୨ ବର୍ଷ ପାଇଁ ଦମନ ପୁରସ୍କୃତ ହୋଇଛି।ଆଜିର ପୁରସ୍କାର ବିତରଣ ସମାରୋହରେ ମୁଖ୍ୟଅତିଥି […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୭/୧୧ : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସହ ସମ୍ପାଦିକା ଅନୁପମା ପ୍ରହରାଜ ଙ୍କ ଆବାହନ କ୍ରମେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭା ଶିକ୍ଷୟତ୍ରୀ ଶାନ୍ତିଲତା ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।ରାଜ୍ୟ ଫେଡରେସନ ପରାମର୍ଶ ଦାତା ଗୌରଙ୍ଗଚରଣ ମଲ୍ଲିକ ଓ ଜିଲ୍ଲା ପରାମର୍ଶ ଦାତା ଆଚାର୍ଯ୍ୟ ସୁଚିତ୍ର ସୁନା ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।ସଭାରେ ସର୍ଵ ପ୍ରଥମେ Continue Reading
କୋରାପୁଟ,୧୭/୧୧: ରାଜ୍ୟ ସରକାର ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାଠାରୁ ଆରମ୍ଭ କରି ୟୁନିଫର୍ମ, ବ୍ୟାଗ୍ ଜୋତା ବି ଯୋଗାଇ ଦେଉଛନ୍ତି।ମାତ୍ର ଏହି ଡ୍ରେସ୍ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଡର୍ମ୍ପିଂୟାର୍ଡରେ ଫିଙ୍ଗାଯାଉଛି। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ବୈପାରିଗୁଡ଼ାରେ।ବୈପାରୀଗୁଡ଼ାଠାରୁ ୨ କିମି ଦୂରରେ ଥିବା ଏକ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟରାୟଗଡା,୧୭/୧୧ : ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ କୁସୁମୁଗୁଡି ଠାରୁ ଗେଣ୍ଡାବାଜୁ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯାଜନା ର ରାସ୍ତା ଆଵାସ୍ତଏବେ ଦୟନୀୟ ସ୍ଥିତି ରେ ଗ୍ରାମ ଉନ୍ନଉନ୍ନୟନ ବିଭାଗ ଦ୍ଵାରା ୨୦୧୮ /୧୯ ଆଥିକ ବର୍ଷରେ ନିର୍ମିତ ଏହି ରାସ୍ତା ଗତ ପାଞ୍ଚବର୍ଷରେ ଥରୁଟିଏ ସୁଧା ମରାମତି ହେବା ତ ଦୂରର କଥା ବରଂ ସେହି ନାମରେ ଅର୍ଥ ଚଳୁ ହୋଇଥିବା ଅଭିଯୋଗ ହେଉଛି ।ରାସ୍ତା ନିର୍ମାଣ ପରେ ପାଞ୍ଚବର୍ଷ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟରାୟଗଡା, ୧୭/୧୧ : ଚନ୍ଦ୍ରପୁର, ବିଜୟ ପ୍ରସାଦ ଉଲାକା, ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଡା ଙ୍ଗାସୋରଡ଼ା ସଦର ମୋହକୁମାରେ ଥିବା ଏସ ଏସ ଡ଼ି, ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ଓଡ଼ିଶାର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଅଥିତି ଭାବେ ଯୋଗ ଦେଇ ପଥର ରେ ନିର୍ମିତ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାତ୍ମା ଗାନ୍ଧୀ, ସ୍ୱମୀବିବେକା ନନ୍ଦ, ସୁବାସ ଚନ୍ଦ୍ର ବୋଷ, ଠାକର ବାପା, କୃଷ୍ଣ […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୧୭/୧୧: ଓଡ଼ିଆ ଭାଷାକୁ ହିତକାରି ଓ ଅର୍ଥ କାରି କରିବା ପାଇଁ ନୂତନ ଯୋଜନା ସରକାର ଶୀଘ୍ର ଯୋଗ୍ୟ ବ୍ୟକ୍ତି ଙ୍କ ଦିଗ ଦର୍ଶନ ରେ ପ୍ରସ୍ତୁତ କଲେ ଓଡ଼ିଶା ଏକ ନମ୍ୱର୍ ରାଜ୍ୟ ହୋଇ ପାରିବ ବୋଲି ଗତକାଲି ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ବୁଦ୍ଧିଜୀବୀ ସମ୍ମିଳନୀରେ ମତ ପ୍ରକାଶ ପାଇଛି ।ବିଜେପି ସଭାପତି ମନମୋହନ ସ।ମଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ ଓଡ଼ିଆ ଭାଷା ଓ […]Continue Reading
ଭୁବନେଶ୍ୱର, ୧୭/୧୧ : ନାବାଳକଙ୍କୁ କଳକୀ ଅବତାର କହି ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି ପୂଜା କରାଗଲା। ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ସଙ୍ଗଠନ ତୀବ୍ର ବିରୋଧ କରିଛନ୍ତି। ଏହି ଘଟଣାରେ ନିଜ ଆଡୁ ହସ୍ତକ୍ଷେପ କରି ମାମଲା ରୁଜୁ କରିଛି ଶିଶୁ ଆୟୋଗ।ଏହାସହ ଘଟଣା ସମ୍ପର୍କରେ ଭରତପୁର ଥାନାକୁ ରିପୋର୍ଟ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ “ଜାତୀୟ ପ୍ରେସ ଦିବସ ୨୦୨୪” କାର୍ଯ୍ୟକ୍ରମ ଅବସରରେ “ଗଣମାଧ୍ୟମର ପରିବର୍ତ୍ତନ ଶୀଳ ସ୍ୱରୂପ ” ସମ୍ପର୍କିତ ବିଷୟ ବସ୍ତୁ ଉପରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ସାମ୍ବାଦିକ ଶ୍ରୀ Continue Reading




