Home Posts tagged ODISHA (Page 359)
Odisha News
ଭୁବନେଶ୍ୱର,୨୦/୧୧: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବୁଧବାର +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଅନୁଯାୟୀ, ଫେବୃଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷା ଫେବୃଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ। ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଏବଂ ପତ୍ରବିନିମୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। । ୧୮ ତାରିଖରେ ବିଜ୍ଞାନ ବିଭାଗର ଓଡ଼ିଆ ପରୀକ୍ଷା ହେବା ସହ ୧୯ରେ କଳା ଓ […]Continue Reading
Odisha News
ବାରଙ୍ଗ, ୨୦/୧୧ : କଟକରେ ପୁଣି ଲଜ୍ଜା । ବାରଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ଘଟଣାରେ ଫେରାର ଅଭିଯୁକ୍ତ ଗିରଫ ହୋଇଛି । ତ୍ରିଶୁଳିଆ ଅଞ୍ଚଳରୁ ଅଭିଯୁକ୍ତକୁ ବାରଙ୍ଗ ଥାନା ପୋଲିସ ଗିରଫ କରିଛି । ଅନ୍ୟପଟେ ନାବାଳିକା ପୀଡିତାଙ୍କ ଅଧିକ ଚିକିତ୍ସା ପାଇଁ ଶିଶୁଭବନ ଆଇସିୟୁରୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ବାରଙ୍ଗ ଅଞ୍ଚଳରେ ପୀଡିତାଙ୍କ ବାପା ମାଆ କାମ […]Continue Reading
Odisha News
ବରଗଡ଼, ୨୦/୧୧: ବରଗଡ଼ ଜିଲାରେ ବୁଧବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନ କଲାପାଣି ମଣ୍ଡିରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ପାତ୍ର ପୂଜାର୍ଚ୍ଚନା କରି ଆରମ୍ଭ କଲେ ଧାନ କିଣା ପ୍ରକ୍ରିୟା ।ଶୁଭାରମ୍ଭ କାର୍ଯ୍ୟକ୍ରମରେ ବରଗଡ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ Continue Reading
Odisha News
ଭୁବନେଶ୍ୱର, ୨୦/୧୧: ପୁଣି ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସର ରେଡ। ଭିଜିଲାନ୍ସ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଚଢାଉ ଚାଲିଛି।ସୂଚନାନୁଯାୟୀ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ। ଏକକାଳୀନ ଭାବେ ୧୦ଟିରୁ ଅଧିକା ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ ଚାଲିଛି। ଏହି ସ୍ଥାନ ଗୁଡିକ ମଧ୍ୟରେ ତାଙ୍କର ସୁବର୍ଣ୍ଣପୁର ସ୍ଥିତ ଭଡ଼ା ଘର ଓ ଅଫିସ ସମେତ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୧୯/୧୧ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ରୀଡ଼ା ଓ କଳା ଶିକ୍ଷାକୁ ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳନ କରିବା ନିମନ୍ତେ ଗତ ୨୦୧୩ ମସିହାରେ ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସମସ୍ତ ଅସ୍ଥାୟୀ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହୋଇଛି।ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିକରି ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ Continue Reading
Odisha News
କମ୍ଭୁୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୧୧ : ଆଜି ତା ୧୯-୧୧-୨୦୨୪ ରିଖ ମଙ୍ଗଳବାର ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଉଁଶୁଣୀ ସଂସ୍କାର ମାଧ୍ୟମିକ ବିଦ୍ୟାଳୟ ପରିସରରେ କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଭାରତ ସରକାର MY ଭାରତ, ବୌଦ୍ଧ ତରଫରୁ ଜାତୀୟ ସଂହତି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।MY ଭାରତ ବୌଦ୍ଧ ର ସହକର୍ମୀ ଆଶ୍ମାନ ମହାକୁଡ଼ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମାଧ୍ୟ୍ୟମିକ Continue Reading
Odisha News
କଟକ, ୧୯/୧୧ : କଟକ ଜିଲ୍ଲା ଚୌଦ୍ୱାରର ୮ ନମ୍ବର ଓ୍ୱାର୍ଡ ମୁଣ୍ଡା ସାହିରେ ୬ମାସର ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ଶିଶୁଟିକୁ ତାର ବାପାମା’ ହତ୍ୟା କରିଥିବା ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ।ଅଭିଯୋଗ ଅନୁସାରେ, ଗତକାଲି ରାତି ଶିଶୁଟି ତାର ବାପାମାଆଙ୍କ ପାଖରେ ଶୋଇଥିବାବେଳେ ଆଜି ସକାଳେ ତାର ମୃତ୍ୟୁ ହୋଇଥିଲା। ପରେ ବାପାମା’ ଶିଶୁଟିକୁ ନେଇ ଶ୍ମଶାନରେ ପୋତି ଦେଇଥିଲେ। ତେବେ ଶିଶୁଟିକୁ ତାର ବାପାମା’ ମଦ ନିଶାରେ ହତ୍ୟା Continue Reading
Odisha News
ସୁବର୍ଣ୍ଣପୁର, ୧୯/୧୧ : ବିବାହକୁ ୬ମାସ ପୂରି ନାହିଁ। ଯୌତୁକ ପାଇଁ ଉଜୁଡ଼ି ଗଲା ସୁନାର ସଂସାର। ନବ ବଧୂକୁ ବିଷ ଦେଇ ଶ୍ୱଶୁର ଘର ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଅଞ୍ଜଳି ମହାକୁଡ। ଝିଅକୁ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ବିଷ ଦେଇ ମାରିଦେଇଥିବା ବିନିକା ଥାନାରେ ଅଭିଯୋଗ କରିଛନ୍ତି ମା’।ଅଭିଯୋଗ ଅନୁସାରେ,ଚରଦା ଗାଁର […]Continue Reading
Odisha News
ସମ୍ବଲପୁର, ୧୯/୧୧ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସରକାରଙ୍କୁ ସୁପାରିସ କରିଛି।ଅନ୍ୟପକ୍ଷରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ଅଭିଯୋଗରେ ଚିହ୍ନଟ ୪ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୧୯/୧୧ : ଇନ୍ଦୋର ରୁ ପୁନମ ଭଉଣୀ କଟକ ସିଡିଏ ସେକ୍ଟର ୧୦ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟମ ଦିବସ ରେ ମହା ବିଜୟ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଭଉଣୀ ପୁନମ୍ ତାଙ୍କ ବକ୍ତବ୍ୟରେ ବହୁ ଉପାଦେୟ କଥା ପ୍ରକାଶ କରିଥିଲେ ।ସଂପ୍ରତି ଆତଙ୍କବାଦ, ଭ୍ରଷ୍ଟାଚାର,ପାପାଚାର୍, ବିକାର ଗ୍ରସ୍ତ ଦୁନିଆ ରେ ଆମକୁ ପଙ୍କରେ ପଙ୍କଜ ହୋଇ ରହିବାକୁ ପରାମର୍ଶ ଦେଇଥିଲେ ।ତେଣୁ ଏହି ଜ୍ଞାନ […]Continue Reading