Home Posts tagged ODISHA (Page 353)
National News
BHUBANESWAR, NOV 29 : The National Human Rights Commission (NHRC) on Friday issued a notice to the Telangana government regarding the death of a 25-year-old woman from Odisha, who had been hired for surrogacy. The woman was found dead under mysterious circumstances after reportedly falling from the ninth floor of a housing complex in the […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ବୌଦ୍ଧ, ୨୯/୧୧ : ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯବାନ ଓ ଅଞ୍ଚଳବାସୀ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ବେଳେ ମିଳିଲା ବିସ୍ଫୋରକ ସାମଗ୍ରୀ। ମାଟି ତଳେ ବିସ୍ଫୋରକ ସାମଗ୍ରୀ ପୋତା ଯାଇଥିଲା। ବିସ୍ଫୋରଣ ପୂର୍ବରୁ ମାଟି ଖୋଳି ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛନ୍ତି ଡିଭିଏଫ୍ ଯବାନ ଓ ବମ୍ ସ୍କ୍ୱାର୍ଡ। ଏନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସ୍‌ପି ନାଗରାଜ ଦେବରକୋଣ୍ଡା।ମନମୁଣ୍ଡା ଥାନା କନାଗୁଡା ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଥିବା Continue Reading
Top Stories
Eco-retreat initiatives encouraged as sustainable tourism practices By Swagatika Mohanty Bhubaneswar, Nov. 29: Inspired by Prime Minister Narendra Modi’s recurrent advice to promote the most incredible and diverse eco-tourism destinations, the Odisha government has decided to position itself to leverage this potential for economic growth, job creation, and improving the Continue Reading
Odisha News
ଭୁବନେଶ୍ୱର, ୨୯/୧୧ : ପୁଣି ଅଲୋଡ଼ା ହୋଇ ପଡ଼ିଛି ଶିଶୁ କନ୍ୟା । ରାଜଧାନୀ ରାଜ ରାସ୍ତାରୁ ଉଦ୍ଧାର ହୋଇଛି ନବଜାତ ଶିଶୁ କନ୍ୟା । ପିଲାଟିକୁ ସହିଦ ନଗର ଥାନା ପୁଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଏକ ନମ୍ବର ଆରଟିଓ ଛକ ନିକଟସ୍ଥ ବସ୍ତିରେ କିଛି ଲୋକ ବାହାରକୁ ଉଠିଥିଲେ । ଏହି ସମୟରେ ଜୋରରେ କୁକୁର ଭୁକୁଥିବାବେଳେ ଏକ ପିଲାର […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୨୯/୧୧ : ସୁରକ୍ଷା ବାହିନୀଙ୍କ ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି। ଚଳିତ ବର୍ଷ ବୌଦ୍ଧ, କନ୍ଧମାଳ ଜିଲାରେ ପୁଲିସ ଗୁଳିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁବାର ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ବିଜା ମାଡଭୀ ଓରଫ ଟିକେସଛତିଶଗଡ଼ ସୁକମା ଜିଲା କିସ୍ତାରାମ ଥାନା ଅନ୍ତର୍ଗତ Continue Reading
Odisha News
ଭୁବନେଶ୍ୱର, ୨୯/୧୧ : ରାଜଧାନୀ ଭୁବନେଶ୍ୱରରେ ଆଜି ଅଧାରୁ ବିଦ୍ୟାଳୟ ଗୁଡ଼ିକ ବନ୍ଦ ହେବ । ଦିନ ଗୋଟାଏ ପରେ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ସସସ୍ତ ସ୍କୁଲ ଛୁଟି ହୋଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।ଏହି ସମୟରେ ଟ୍ରାଫିକ୍ କଟକଣା ରହିବ, ତେଣୁ ଛାତ୍ରଛାତ୍ରୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି […]Continue Reading
Odisha News
ମହେନ୍ଦ କୁମାର ଦର୍ଜିଙ୍କ ରିପୋର୍ଟଦେଓଗାଁ,୨୯/୧୧ : ପଞ୍ଚମ ପର୍ଯ୍ୟାୟ ତ୍ରି- ଦିବସୀୟ ପ୍ରୟୋଗ ତାଲିମ ଶିବିର ଦେଓଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ତା. ୨୮.୧୧.୨୦୨୪ ରୁ ଆରମ୍ଭ ହୋଇଯାଇଛି।ଏହି କର୍ମଶାଳାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଅଜିତ କୁମାର ମିଶ୍ର,ମୁଖ୍ୟ ଅତିଥି ରୂପେ ଯୋଗଦେଇ ତୃତୀୟ ଶ୍ରେଣୀ ମଧ୍ୟରେ ବର୍ଣ୍ଣ ବୋଧ ଶେଷ କରିବା ସହ ଯୋଗ,ବିୟୋଗ,ହରଣ,ଗୁଣନ ସଂଖ୍ୟା ଜ୍ଞାନ ମାପ ସମୟ ର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୧୧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଯୁବ ରେଡ୍ କ୍ରସ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ଯୁବ ରେଡ୍ କ୍ରସ କାର୍ଯ୍ୟଧାରା ସମ୍ବନ୍ଧରେ ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ର ଅଧକ୍ଷ ନିରଞ୍ଜନ ମିଶ୍ର ଯୋଗଦାନ କରି ସ୍ଵେଚ୍ଛାକୃତ ସେବାର ମହନୀୟତା ଉପରେ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵେଚ୍ଛା Continue Reading
Business News Top Stories
By Subrat Sarangi Bhubaneswar,Nov.28 :   Hindalco Industries Limited and Aditya Birla Group company recently inaugurated a Digital Classroom Initiative under   “Project Anveesha”.  It has been implemented in 7 high schools in proximity to its Hirakud plant in Sambalpur district. The project aims to contemporarise the learning environment.  Continue Reading
Odisha News
ଭୁବନେଶ୍ଵର,୨୭/୧୧ : ରାଜ୍ୟ ସରକାର ଆଜି ୯୪୧ ଜଣ ଅଗ୍ନିଯୋଦ୍ଧାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।ଓୟୁଏଟି ପରିସରରେ କୃଷି ଶିକ୍ଷା ସଦନରେ ଗୃହ ବିଭାଗ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି । ଏଥି ସହିତ ଶ୍ରୀ ମାଝୀ ନବନିଯୁକ୍ତ ପ୍ରାର୍ଥୀଙ୍କୁ ସମ୍ବୋଧିତ କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗୋଟିଏ ମାସ ପୂର୍ବରୁ ରାଜ୍ୟ ସରକାର ୧୬,୦୦୯ ଜଣଙ୍କୁ Continue Reading