ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩୦/୧୧ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନବିଭାଗ ଦ୍ବାରା ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି ।ଗିରଫ ହୋଇଥିବା ଯୁବକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ଏବଂ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୧୧ : ବୁଣାକାରଙ୍କ ପାଇଁ ରାଜ୍ୟ ସରକାରଙ୍କ ବୁଣାକାରଙ୍କ ଉନ୍ନତି କଳ୍ପେ ବୁଣାକାର ତନ୍ତଶାଳା ନିର୍ମାଣ, ତନ୍ତ ଓ ତନ୍ତ ସରଞ୍ଜାମ, ଇନଭେଟର,ଯାକର୍ଡ, ବୁଣା ସରଞ୍ଜାମ, ବୁଣା, ରଙ୍ଗ ତାଲିମ ଆଦି ବିଭିନ୍ନ ଯୋଜନା ମନ ପ୍ରଣୟନ କରୁଛନ୍ତି ।ଏହି ଯୋଜନାରେ ବୁଣାକାର ଙ୍କୁ ସୁଫଳ ମିଳୁଛି କି ନାହିଁ ତାହା ଜାଣିବା ପାଇଁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବୁଣାକାର ଗ୍ରାମ କୁ ପରିଦର୍ଶନ କରିଥିଲେ ।ପ୍ରଥମେ ବୁଣାକାର ବହୁଳ Continue Reading
ପୁରୀ, ୩୦/୧୧ : ପୁରୀରେ ଆସନ୍ତା ଡିସେମ୍ବର ୪ରେ ପୁରୀରେ ନୌସେନା ଦିବସ ପାଳନ କରାଯିବ । ନୌସେନା ଦିବସ ପାଇଁ ନୌବୀରମାନେ ନିଜର ପରାକ୍ରମ ସାରା ଦେଶକୁ ଦେଖାଇବା ପାଇଁ ପ୍ରସ୍ତୁତି ଜୋରସୋର କରୁଛନ୍ତି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।ଆସନ୍ତା ୪ରେ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । ସମୁଦ୍ରରେ କେହି ବି ସ୍ନାନ କରିପାରିବେନାହିଁ । ସୁରକ୍ଷା ପାଇଁ ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ ।Continue Reading
ଭୁବନେଶ୍ୱର,୩୦/୧୧ : ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର। ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ମଧ୍ୟାହ୍ନ ଖର୍ଚ୍ଚ ୭ଟଙ୍କା ୬୪ ପଇସା କରାଗଲା। ପୂର୍ବରୁ ପ୍ରଥମରୁ ପଞ୍ଚମ ପିଲାଙ୍କ ପାଇଁ ଏହି ଖର୍ଚ୍ଚ ୫ ଟଙ୍କା ୯୦ ପଇସା ଥିଲା। ସେହିପରି ଷଷ୍ଠରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ୮ ଟଙ୍କା […]Continue Reading
ଭୁବନେଶ୍ୱର,୩୦/୧୧: ଭୁବନେଶ୍ୱରରେ ଏବେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏହାକୁ ନେଇ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଠଇ ହୋଇଛି। ତେବେ ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ବଳୟରେ ଥିବା ବେଳେ ଯେକୌଣସି ପ୍ରକାର ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ଥିବା ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ।ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକପୂର୍ଣ୍ଣ ଇ-ମେଲ Continue Reading
କେନ୍ଦୁଝର,୩୦/୧୧ : ଧାନ ଜମିରେ ପଡିଛି ହାତୀର କ୍ଷତ ବିକ୍ଷତ ମୃତ ଦେହ। କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ପାଖରେ ଏକ ମାଈହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କେମିତି ହେଲା ହାତୀର ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ ।ଏହି ଅଞ୍ଚଳରେ ୫୦ରୁ ଅଧିକ ହାତୀ କିଛି ଦିନ ହେଲା ବ୍ୟାପକ ଫସଲ ନଷ୍ଟ କରୁଥିଲେ । ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇଥିଲା ।ତେବେ ଆଜି […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୧୧ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଜିଲ୍ଲାପାଳଙ୍କ ସଭାପତିତ୍ବରେ ବୌଦ୍ଧ ମହୋତ୍ସବ ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ଚଳିତ ବର୍ଷ ବୌଦ୍ଧ ମହୋତ୍ସବ ଜାନୁଆରୀ ୨ ରୁ ୬ ପର୍ଯ୍ୟନ୍ତ କଚେରୀ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଗଲା ।ସ୍ଥାନୀୟ କଳାକାର ମାନେ ଅପରାହ୍ନ ୪ ଘଟିକାରୁ ସଂଧ୍ୟା ୭ ପର୍ଯ୍ୟନ୍ତ, ପରେ ପରେ ସଭା ଏବଂ ରାତ୍ର ୮ ଘଟିକା ରୁ ୧୦.୩୦ Continue Reading
By Subrat Sarangi Paradeep, Nov. 29 : ArcelorMittal Nippon Steel India (AM/NS India), as part of its CSR initiative “SAFAL” project, is bringing positive change in the farming practices in three panchayats of Kujang Block under Jagatsinghpur district. In a bid to support the farmers in overcoming challenges related to pesticide spraying and watering, 124 […]Continue Reading
By Subrat Sarangi New Delhi, Nov. 29: The serene hills of Kodingamali came alive on Thursday evening as Parab, South Odisha’s iconic tribal festival, unfolded in its vibrant glory. Held in the Laxmipur block of Koraput district, the annual event dazzled thousands with its harmonious blend of tradition, art, and community spirit. This year’s festival […]Continue Reading
ଭୁବନେଶ୍ୱର, ୨୯/୧୧ : ‘ଯେଉଁ ଲୋକମାନେ କ୍ଷମତାକୁ ନିଜ ଜନ୍ମସିଦ୍ଧ ଅଧିକାର ମାନନ୍ତି, ସେମାନେ ଗତ ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରୁ ଦୂରରେ ଅଛନ୍ତି। ଜନତା ଆଉ କାହାକୁ ଆଶୀର୍ବାଦ କଲେ, ସେମାନେ ସେହି ରାଗ ଜନତାଙ୍କ ଉପରେ ସୁଝାନ୍ତି।ସେମାନେ ଏତେ ରାଗି ଯାଇଛନ୍ତି ଯେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବାରେ ଲଗିପଡ଼ିଛନ୍ତି। ଦେଶକୁ ଭୁଲ ବାଟରେ ନେଇଯିବା ପାଇଁ ଲୋକଙ୍କୁ ବାଟବଣା କରିବା ଆରମ୍ଭ କରି ଦେଇଛନ୍ତି। ସେମାନେ ମିଛ ଓ ଅପପ୍ରଚାରର ଦୋକାନ […]Continue Reading




