Home Posts tagged ODISHA (Page 347)
Odisha News
ଭୁବନେଶ୍ୱର, ୬/୧୨ : ଧାନ ଚାଷୀଙ୍କୁ ଅମଳ ଚିନ୍ତା। କାରଣ ଆସୁ ବର୍ଷା! ଆଗାମୀ ୮ ଓ ୯ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥିସହ ରାଜ୍ୟର କିଛି ଜିଲ୍ଲାରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ତେଣୁ ପ୍ରବର ଶୀତ ହେବ ବୋଲି ଆକଳନ କରାଯାଉଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର […]Continue Reading
Odisha News
ରାଇରଙ୍ଗପୁର, ୬/୧୨ : ଆଜି ପ୍ରଥମ ଥର ନିଜ ଜନ୍ମମାଟି ରାଇରଙ୍ଗପୁରର ଉପରବେଡା ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁ୍‌ର୍ମୁ । ମୟୂରଭଞ୍ଜକୁ ଚତୁର୍ଥ ଥର ଗସ୍ତ କରିଥିବା ରାଷ୍ଟ୍ରପତି ଉପରବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇଛନ୍ତି ।ସେଠାରେ ନିଜ ଅଭିଭାଷଣରେ ପିଲାଙ୍କୁ ମନ ଦେଇ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ପାଠ କେବଳ ଚାକିରି ପାଇଁ ନୁହେଁ, ଶିକ୍ଷିତ ହେବା ପାଇଁ ଆବଶ୍ୟକ ।ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ସମାଜରେ ବଡ Continue Reading
Odisha News
ପାରାଦ୍ଵୀପ, ୬/୧୧୨ : ବିପିସିଏଲ ଗ୍ୟାସ ପାଇପ ଲାଇନ ସମ୍ପ ମରାମତି ବେଳେ ଗଳିପଡି ଯୁବକ ଗୁରୁତର, ଅଚେତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି। ଯାହାକୁ ନେଇ କୁଜଙ୍ଗ ମେଡିକାଲ ପରିସରରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି । ଘଟଣାକୁ ନେଇ ପ୍ରତ୍ୟେକ୍ଷଦର୍ଶୀ ଶ୍ରମିକ ମାନଙ୍କ କହିବା ଅନୁଯାୟୀ କଟକ ପାରାଦୀପ ରାସ୍ତାର ତାଳଦଣ୍ଡା ନିକଟରେ ବିପିସିଏଲ ର ପାଇପ ଲାଇନ ମରାମତି କାର‌୍ୟ୍ୟ Continue Reading
Odisha News
ସମ୍ବଲପୁର, ୬/୧୨ : ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ACF । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଇଉୠଙ୍କ ସମ୍ବଲପୁର ଓ ବରଗଡ଼ରେ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି।ରମଣ ଯୋଶୀଙ୍କ ସମ୍ବଲପୁର ଅଫିସ୍, କ୍ୱାର୍ଟର୍ସ, ତିନି ମହଲା ଘରେ ଚଢ଼ାଉ କରାଯାଇଛି। ACF ଙ୍କର ସମ୍ବଲପୁରରେ ଥିବା ୪ଟି ଫ୍ଲାଟ, ସମ୍ବଲପୁରରେ ବ୍ୟବସାୟିକ କୋଠା ଓ ବରଗଡ଼ ଘରେ ଯାଞ୍ଚ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୫/୧୨ : ବୌଦ୍ଧ ଜିଲ୍ଲା ମୁଖ୍ୟ କୃଷି ଆଧିକାରୀଙ୍କ ଆତ୍ମା କାର୍ଯ୍ୟାଳୟ ଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଜଳ ବିଭାଜିକା ମିଶନ ତଥା ମୃତିକା ସରଂକ୍ଷଣ ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ଙ୍କ ଅଧକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ, ସଂମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ Continue Reading
Odisha News
ଭୁବନେଶ୍ୱର,୫/୧୨: ଝଟକିଲା ନୂଆ ନ୍ୟାୟିକ କୋଠା। ଚାରି ଦଶନ୍ଧି ପରେ ଚମକିଲା ଭୁବନେଶ୍ୱର ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଲୋକାର୍ପିତ ହୋଇଛି ଭବ୍ୟ କୋଠା।ରାଜ୍ୟପାଳ ରଘୁବର ଦାସ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ ଉପସ୍ଥିତିରେ ଏହି କଂପ୍ଳେକ୍ସର ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି। ପରେ ଅଭିଭାଷଣ ରଖି ସାଧାରଣ ଜନତାଙ୍କୁ ତ୍ୱରିତ ନ୍ୟାୟ ଓ ନ୍ୟାୟିକ ସାକ୍ଷରତା ଉପରେ ଗୁରୁତ୍ୱାରୋପ Continue Reading
Top Stories
• New Vocational Training Center (VTC) launched at Turumunga • To provide free of cost training facilities to locals By Swagatika Mohanty Balasore Nov.5:   In a significant step towards empowering women and youth in rural areas, TP Northern Odisha Distribution Limited (TPNODL) has launched its 5th Vocational Training Center at Turumunga in the Patana block […]Continue Reading
Odisha News
ଭୁବନେଶ୍ବର, ୫/୧୨ : ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।ସେ କହିଛନ୍ତି, ଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜୀବନ। କେବଳ ଏଇ ୭ ମାସ ମଧ୍ୟରେ ଗଲାଣି ୨୦୧ ଜୀବନ। ସେହିପରି ୨୦୨୩-୨୪ ରେ ୨୭୨ ଜଣ ପ୍ରାଣ ହରାଇଥିଲେ। ୨୦୨୨-୨୩ ରେ ମଧ୍ୟ ୩୦୬ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ।ଗତ ୩ ବର୍ଷରେ […]Continue Reading
Odisha News
ସୁଧାଂଶୁ ସିଂଙ୍କ ରିପୋର୍ଟରାୟଗଡ଼, ୫/୧୨ : ରାୟାଗଡ଼ ଜିଲ୍ଲା କାଶୀପୁର ଅଞ୍ଚଳରେ ଥିବା ସିଜିମାଳୀ ବେଦାନ୍ତ ଆଲୁମିନିୟମର ମାଲିକାନା ଦାଇତ୍ୱରେ, ସିଜିମାଳି ବକ୍ସାଇଟ୍ ଖଣି ଖନନ ଅନୁମତି ମିଳିଲେ କାଶୀପୁର ବ୍ଲକ ତଥା ଆଖପାଖ ଅଞ୍ଚଳରେ ସାମାଜର ଵିକାଶ ହେବାସ୍ୱେତେ ଅର୍ଥନତିକ ଵିକାଶରେ ପରିବର୍ତ୍ତନ ଆଣିବ ବୋଲି ବେଶ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ର ବିଷୟ ପାଲଟିଅଛି ।ସ୍ଥାନୀୟ ବାସିନ୍ଦା କହିଲେ ମୁଖ୍ୟତ ସେହି ଅଞ୍ଚଳରେ ବସ ବାସ କରୁଥିବା Continue Reading