Home Posts tagged ODISHA (Page 326)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୧୧ : ଭାରତର ଲୌହ ମାନବ ସର୍ଦାର ବଲ୍ଳଭ ଭାଇ ପଟେଲଙ୍କ ପବିତ୍ର ଜନ୍ମତିଥି ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ମେରା ଯୁବା ଭାରତର ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ରାଷ୍ଟ୍ରୀୟ ସଂହତି ଓ ଏକତା ପ୍ରସଙ୍ଗରେ ସମସ୍ତଙ୍କୁ ଅବଗତ କରାଇ Continue Reading
Top Stories
Bhubaneswar, Nov. 1: Two women have died, and six others are in critical condition after allegedly consuming dishes made from mango kernels in Odisha’s Kandhamal district. The incident occurred in Mandipanka village under the Daringbadi block. Despite government-provided rations, many tribal communities in the area continue to include mango kernels and bamboo flowers in Continue Reading
Top Stories
Bhubaneswar, Nov. 1: Diwali celebrations turned tragic in Odisha on Thursday as three people lost their lives and over a dozen others were injured in separate firecracker-related incidents across the state. The mishaps also caused extensive property damage, with losses amounting to lakhs of rupees. In Puri, a youth succumbed to injuries sustained while bursting […]Continue Reading
Odisha News
ଭୁବନେଶ୍ୱର,୧/୧୧: ଏଣିକି ବାର ମାଲିକଙ୍କୁ ପଡ଼ିବ ମହଙ୍ଗା। ବାରରେ ଡାନ୍ସ କରାଇଲେ ରଦ୍ଦ ହେବ ଲାଇସେନ୍ସ । ଗୀତ ଛଡା ବାରରେ ନାଚକୁ ଅବକାରୀ ବିଭାଗ ସମ୍ପୂର୍ଣ୍ଣ ବ୍ୟାନ କରିଛି। ବିଭାଗ ପକ୍ଷରୁ ଆସିଥିବା ଗାଇଡ୍‌ଲାଇନକୁ ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।ଯେଉଁମାନେ ଅମାନିଆ ଯେଉଁମାନେ ଗାଇଡଲାଇନ୍ ଉଲ୍ଲଙ୍ଘନ କରିବେ ସେମାନଙ୍କ ଲାଇସେନ୍ସ ସରକାର ରଦ୍ଦ କରିବେ । ଏପରିକି ଗୀତ କେତେ ଡେସିବିଲ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୧/୧୧ : ଗୁରୁବାର ସକାଳୁ ଏହି ବୃଷବଟି ସଡକ ଦୁର୍ଘଟଣା ରେ ପ୍ରାଣ ହରାଇ ୧୬ ନଂ ଜାତୀୟ ରାଜପଥ ଜାରକା, ଉତ୍ତରସାନ ଗଡା ନିକଟରେ ପଡି ରହିଥିଲା।ଖବରପାଇ ଆମ ଗୋସେବକ ସଂଗଠନ ର ପୀତବାସ ନାୟକ ରାକେଶ ଏବଂ ଅନ୍ୟ ସାଥି ମାନେ ଉକ୍ତ ସ୍ଥାନରେ ପହଂଚି ଜାତୀୟ ରାଜପଥ ବିଭାଗକୁ କୁ ଯୋଗଯୋଗ କରିଥିଲେ, ବିଭାଗୀୟ ପ୍ରତିଶ୍ରୁତି ଦେଇ ଦେଇ ୩ ଘଣ୍ଟା ବିତାଇ ଦେଇଥିଲେ।ପରେ ରାକେଶ ଯୁବ ସମାଜସେବୀ ସବ୍ୟସାଚୀ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୧୧: ଜିଲା ଦୁର୍ନିତି ନିବାରଣ ଶାଖା, ବୌଦ୍ଧ ଏବଂ କଣ୍ଟାମାଳ ବ୍ଳକ ପ୍ରଶାସନ ପକ୍ଷ ରୁ କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଚେତନତା ସଭାରେ କଣ୍ଟାମାଳ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ସସ୍ମିତା ସେନାପତି( ମୁଖ୍ୟ ଅତିଥି) ଭାବରେ ଯୋଗଦେଇ ଦୁର୍ନୀତି କୁ କିଭଳି ରୋକା ଯାଇପାରିବ, ସେ ବିଷୟ ରେ ମତବ୍ୟକ୍ତ କରିବା ସହ Continue Reading
Odisha News
ଓଡ଼ିଶା, ୩୧/୧୦ : ଆଜି ଆଲୋକର ପର୍ବ ଦୀପାବଳି । ଗାଁ ଠାରୁ ସହର ସବୁଆଡ଼େ ଉତ୍ସବର ମାହୋଲ୍ । ଅନ୍ଧାର ଉପରେ ଆଲୋକର ଓ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଦୀପାବଳି । କାର୍ତ୍ତିକ ମାସର କୃଷ୍ଣ ପକ୍ଷ ଅମାବାସ୍ୟାରେ ପ୍ରତିବର୍ଷ ଦୀପାବଳି ପର୍ବ ପାଳନ କରାଯାଏ ।ଦୀପାବଳିର କିଛି ଦିନ ପୂର୍ବରୁ ହିଁ ପ୍ରତ୍ୟକ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ । ଆଜିର ଦିନରେ ଦୀପ ଜାଳିବା ସହ ରଙ୍ଗବେରଙ୍ଗ ଆଲୋକମାଳାରେ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୩୧/୧୦: ୧୯୩୬ ନଭେମ୍ବର ୩୦ ତାରିଖ ଦିନରେ ବିଶ୍ଵ କୁ ସଡଜ୍ଞାନର ଆଲୋକ ବିତରଣ ପାଇଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରିୟ ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଏ ଉପଲକ୍ଷେ ବେପାରୀ ସାହି ଶାଖାରେ ଏକ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ।ପୋଲିସ ଡି ଏସ ପି ଲଳିତା ପଣ୍ଡା ,ବି କେ ସୁଲୋଚନା, ନାଥମଲ୍,ଆନନ୍ଦ ଭାଇ,ନଗେନ୍ଦ୍ର ଭାଇ,ପ୍ରଭାସ ଭାଇ,ବରଦା ଭାଇ ଆଦି ଅତିଥି ଭାବେ ଯୋଗ ଦେଇଥିଲେ । ଆତ୍ମା […]Continue Reading
Odisha News
ଭୁବନେଶ୍ୱର, ୩୦/୧୦ : ଯାତ୍ରାରେ ଦିନକୁ ଦିନ ଅଶ୍ଳୀଳ ନୃତ୍ୟ ବଢିବାରେ ଲାଗିଛି । କଳାକାରମାନେ ଅଶ୍ଳୀଳ ନୃତ୍ୟର ସୀମା ଲଙ୍ଘୁଥିବା ଦେଖିବାକୁ ମିଳିଛି । ଏହାକୁ ରୋକିବା ପାଇଁ ମଧ୍ୟ ବୁଦ୍ଧିଜୀବୀ ମହଲରେ ଦାବି ଉଠିଲାଣି ।ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାତ୍ରାରେ ଏଭଳି ନାଚକୁ ନେଇ ଚର୍ଚ୍ଚା ହେଉଛି। ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ Continue Reading
Odisha News
ବିଶ୍ୱ ଭୁଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩୦/୧୦ : ନୟାଗଡ଼ ସହର ଦେବୋତ୍ତର କଲୋନୀର ୪ର୍ଥ ଲେନର ଶିବପ୍ରସାଦ ସାହୁଙ୍କ ଘରୁ ଦିନ ଦ୍ବିପହରେ କେହି ନଥିବା ବେଳେ ଚୋର ବୁଲେଇଥିଲେ କଳାକନା। ଏହି ଚୋରୀକୁ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।ତାହାକୁ ନେଇ ତତ୍ପରତା ଦେଖାଇଥିଲା ନୟାଗଡ଼ ପୋଲିସ। ଏବଂ ଲେଙ୍କୁଡ଼ିପଡା ଗ୍ରାମର ରଶ୍ମିଲତା ରଥ ନୟାଗଡ଼ ରେଲୱେ ଷ୍ଟେସନରୁ ଆସୁଥିବା ବେଳେ ତାଙ୍କ ବେକରୁ ଗୋଟିଏ ଚେନ ଚୋରୀ କରିଥିଲେ ଦୁର୍ବୁତ୍ତ। ଏହାକୁ […]Continue Reading