ଭୁବନେଶ୍ୱର, ୯/୧: ରାସନକାର୍ଡ ହିତାଧିକାରୀ ଆବେଦନକାରୀଙ୍କ ପାଇଁ ଏକ ଗୁରୁତ୍ୱ ପୂର୍ଣ୍ଣ ଖବର ଆସିଛି । ରାସକାର୍ଡ ସହିତ ଇ-କେୱାଇସି ଶେଷ ହେବା ପରେ ହିତାଧିକାରୀଙ୍କୁ ନୂତନ ରାସନକାର୍ଡ ପ୍ରଦାନ କରାଯିବ ।ଜାନୁୟାରୀ ୩୧ ତାରିଖ ସୁଦ୍ଧା ଇ-କେୱାଇସି କରିବା ଜରୁରୀ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।ମନ୍ତ୍ରୀଙ୍କ ସୂଚନା ମୁତାବକ, ଇ-କେୱାଇସି ନେଇ ଗୁରୁବାର ଡେଡ୍ ଲାଇନ୍ ଦିଆଯାଇଛି । ଜାନୁୟାରୀ ୩୧ ତାରିଖ Continue Reading




