Home Posts tagged ODISHA (Page 275)
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୨୯/୩ : ବଲାଙ୍ଗୀର ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କ ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଚେତନତା ତାଲିମ ଅନୁଷ୍ଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁଗେଶ୍ୱର୍ ମହାନ୍ତି ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।କିଶୋର ନ୍ୟାୟ ଆଇନ୍ ୨୦୧୫,ଶିଶୁ ଶ୍ରମିକ ଆଇନ୍ , ଫୋଷ୍ଟୋର କେୟାର,ଆପ୍ଟର କେୟାର,ବାଲ୍ୟ ବିବାହ ଆଇନ୍, ପୋଷ୍ୟ ସନ୍ତାନ ଗ୍ରହଣ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୩: (ଶନିବାର) ସନ୍ଧ୍ୟା ୫ ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ଓସୱାନ ହଲ୍ ଠାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ସମ୍ପର୍କିତ ଆଭାସୀ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ରାଜ୍ୟ ସରକାରଂକ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଆଭାସୀ ମାଧ୍ୟମରେ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ । ଗ୍ରୀଷ୍ମ ପ୍ରବାହରୁ ମଣିଷ ଓ ପଶୁ ପକ୍ଷୀଙ୍କ ସୁରକ୍ଷାକୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୯/୩ : ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଯୁଗ୍ମ ଶ୍ରମ ଆୟୁକ୍ତ, କାର୍ଯ୍ୟାଳୟ ଭୁବନେଶ୍ୱର ରେଞ୍ଜ, ଭୁବନେଶ୍ୱର ଦ୍ଵାରା ପରିଚାଳିତ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସମାରୋହରେ ଖୋର୍ଦ୍ଧା ଜିଲ୍ଲା ଅଧିନରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ସହାୟତା ବଣ୍ଟନ ଶିବିର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୨୯/୩ : ଚନ୍ଦ୍ରପୁର ବ୍ଲକ ତୁରିଗୁଡ଼ା ପଞ୍ଚାୟତର ବାଙ୍ଗରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭାଷା ସାହିତ୍ୟ ସୃଜନଶିଳତାର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକତ୍ରିପତି ଗଙ୍ଗା ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ, ବ୍ଲକ ଗୋଷ୍ଟ ଶିକ୍ଷା ଅଧିକାରୀ ଗଣେଶ ଶବର ସରପଞ୍ଚ ସୁନିତା ମୂଣ୍ଡିକା, ମୁଖ୍ୟ ବକ୍ତା ଭାବେ ଏ ବି ଓ ଉମାକାନ୍ତ ମିଶାଲ ସମ୍ମାନିତ ଅତିଥି ଭାବେ Continue Reading
Top Stories
By Our Correspondent Bhubaneswar, Odisha, Mar 29 : Malabar Gold & Diamonds, the responsible jeweller opened its new 3rdshowroom in Bhubaneswar at Soubhagyanagar, Odisha. This state-of-the-art showroom is designed to offer customers an unmatched shopping experience with an exquisite collection of jewellery, showcasing a wide range of designs and styles for every Continue Reading
Odisha News
ଭୁବନେଶ୍ୱର,୨୯/୩: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ବଡ଼ ବାବୁ। ଭୁବନେଶ୍ୱର ଜଳଯୋଗାଣ ଓ ସ୍ବରେଜ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଏହି ଚଢ଼ାଉ ହୋଇଛି।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ଖୋର୍ଦ୍ଧା, ଭୁବନେଶ୍ବର ଘର ସମେତ କଟକର ସମ୍ପର୍କୀୟଙ୍କ ଘରେ ବର୍ତ୍ତମାନ ଚଢ଼ାଉ ଜାରି ରହିଛି। ଚଢ଼ାଉ ଚାଲିଥିବାରୁ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ। ଚଢ଼ାଉ ପରେ ସବିଶେଷ ତଥ୍ୟ ମିଳିବ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୩ : (ଶୁକ୍ରବାର ) ଦିନ ଦିବା ଘ.୧୧.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲାପାଳ ସୁବତ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ବିତରଣ ନିମନ୍ତେ ଜ଼ିଲ୍ଲା ସ୍ତରୀୟ ) ଦ୍ଵିତୀୟ ପ୍ରସ୍ତୁତି ବୈଠକ ର ସମୀକ୍ଷା କରିଥିଲେ ।ବୈଠକ ରେ ଜିଲାସ୍ତରୀୟ ଷ୍ଟିୟରିଙ୍ଗ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଉପ -ଜିଲ୍ଲାପାଳ ପ୍ରବୀଣ Continue Reading
Odisha News
ପ୍ରସନ୍ନ କୁମାର ରାଉତରାୟଙ୍କ ରିପୋର୍ଟଖୋର୍ଦ୍ଧା,୨୯/୩ : ଖୋର୍ଦ୍ଧା ଉଦ୍ୟାନ କୃଷି କାର୍ଯ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ୩ ଦିନିଆ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ ହୋଇଯାଇଛି ।ପ୍ରଥମ ଦିନରେ ଖୋର୍ଦ୍ଧା ବ୍ଲକର ୭ ଟି ପଞ୍ଚାୟତ ଓ ଖୋର୍ଦ୍ଧା ପୌର ପରିଷଦର ମୋଟ ୧୦୦ ଜଣ ସକ୍ରିୟ ମହିଳା ଓ ପୁରୁଷ ଚାଷୀ ମାନଙ୍କ ମଧ୍ୟରେ ଉଦ୍ୟାନ କୃଷି ଉପରେ ଧାରଣା […]Continue Reading
Odisha News
ଭୁବନେଶ୍ୱର,୨୮/୩ : ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ହେବାବେଳେ ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ଚାଲିବ। ଏହାପରେ ମେ ୧୫ରେ ରେଜଲ୍ଟ ପ୍ରକାଶ ପାଇବ।ସୂଚନାଥାଉ କି, ୭୮ଟି ଅଫଲାଇନ, ୭୦ଟି ଅନଲାଇନ କେନ୍ଦ୍ର ହୋଇଛି। ଖାତା ମୂଲ୍ୟାଙ୍କନ କରିବା ପାଇଁ ୧୬ ହଜାର ଅଧ୍ୟାପକଙ୍କୁ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା , ୨୮/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକର ନକ୍ସଲ ପ୍ରଭାବିତ ଗ୍ରାମ ସିନ୍ଧିପୋଙ୍କଲ, ଡାଙ୍ଗେସିଗୁଡ଼ା, ଝିରିପାଣି ଜୁବାଗୁଡ଼ା ଏବଂ ସୁବର୍ଣ୍ଣଗିରି ଅଞ୍ଚଳର ଦୂରଦୂରାନ୍ତ ସ୍ଥାନରେ ୧୨୭ ବାଟାଲିୟନ ସିଆରପିଏଫ ଦ୍ୱାରା ଏକ ଜନ ସଂପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏଥିରେ ବିଭିନ୍ନ ପ୍ରକାରର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆଭ୍ୟନ୍ତରୀଣ ଅଞ୍ଚଳର Continue Reading