.କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୩ : ବିଜୁ ଜନତା ଦଳ ବୌଦ୍ଧ ବିଧାନସଭାର ଏକ ସାଙ୍ଗଠନିକ ବୈଠକ ଆଜି ବାମଣ୍ଡାସ୍ଥ ମେଗା ନର୍ସରୀ ଠାରେ ବୌଦ୍ଧ ବାର ଆସୋସିଏସନ ସଭାପତି ଶ୍ରୀଯୁକ୍ତ ଧିରେନ କୁମାର ଦେହୁରୀଙ୍କ ସଭାପତିତ୍ୱରେ ଏବଂ ଦଳର ବରିଷ୍ଠ ନେତା ପୂର୍ବତନମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ବିସିସିବି ସଭାପତି ଅରୁଣ କୁମାର ପ୍ରଧାନ ଆଡଭୋକେଟ ଅଶୋକ ସାହୁ ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ Continue Reading
By Barada Das Cuttack,Mar30 : The BJP Intellectual Cell arranged a discussion here in the Zoom Platform on the present status of Politics in the country today. It is unfortunate that, Politics in the country is practiced by few intellectuals and educated. The call of the day is, more and more educated intellectuals need to […]Continue Reading
ଭୁବନେଶ୍ୱର, ୩୦/୩ : ସତୁରି ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି। ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ। ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ। ଆଜି କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୩୦/୩ : ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଗର୍ଭାବସ୍ଥାରେ ଗର୍ଭନିରୂପଣ ଆକ୍ଟ ଏବଂ ବେଟି ବଚାଓ ବେଟି ପଢାଓ ଅଭିଯାନକୁ ନେଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ସଚେତନତା ରାଲି ତଥା ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ଜିଲ୍ଲାପାଳଙ୍କ ପୁରୁଣା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି।ସଚେତନତା ରାଲିରେ ସମସ୍ତ ବ୍ଲକର ସିଡିପିଓ,ସୁପରଭାଇଜର, ମମତା ପ୍ରୋଗ୍ରାମ ଏସିଷ୍ଟାଣ୍ଟ,ଡିଏସଡବ୍ଲୁଓ,ପ୍ରୋଗ୍ରାମ ଅଫିସର, Continue Reading
ଭୁବନେଶ୍ବର, ୩୦/୩: କଟକ ଜିଲ୍ଲା ମୁଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ଦୁର୍ଘଟଣାର ଶିକାର ହୋଇଥିବା ଏକ୍ସପ୍ରେସ୍ ଟ୍ରେନ୍ର ଯାତ୍ରୀମାନେ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଦୁର୍ଘଟଣା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ କାମାକ୍ଷା ଅଭିମୁଖେ ବାହାରିଛି।ଟ୍ରେନ୍ଟି ଲାଇନ୍ଚ୍ୟୁତ ହେଲା ପରେ ସ୍ପେଶାଲ୍ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ Continue Reading
ଭୁବନେଶ୍ୱର,୩୦/୩ : ଭୁବନେଶ୍ୱର ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମଧୁସୂଦନ ଛାତ୍ରାବାସରେ ଜଣେ ଛାତ୍ରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣଙ୍କ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ତାପସ ରଞ୍ଜନ ନାୟକ ବୋଲି ଜଣାପଡିଛି ।ସୂଚନା ଅନୁୁସାରେ ତାପସଙ୍କର ଛାତରୁ ଖସି ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ଯାଏ କୈାଣସି ସଠିକ କାରଣ ଜଣାପଡିନାହିଁ । ତେବେ ଏନେଇ ଖବର ପାଇ ସହିଦ ନଗର […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୩ : (ଶନିବାର )ସନ୍ଧ୍ୟା ୭ ଘଟିକା ସମୟରେ ନାଗପୁର ଠାରେ ମୃତ କଣ୍ଟାମାଳ ବ୍ଲକ୍ ଲମ୍ବସରୀ ପଞ୍ଚାୟତ ମାରଡୋଲ ଗ୍ରାମର ଦାଦନ ଶ୍ରମିକଙ୍କ ମୃତଦେହ ପ୍ରଶାସନର ସହଯୋଗରେ ଘରେ ପହଞ୍ଚିଛି ।ମିଳିଥିବା ସୂଚନା ଅନୁଯାୟୀ ମାରଡୋଲ ଗ୍ରାମର ପ୍ରଶାନ୍ତ କୁମ୍ଭାର ୫ ମାସ ତଳେ ସୋନପୁର ଜିଲ୍ଲା ବାଗଦୋଲି ଗ୍ରାମର ମିଟୁ ସୁନାଙ୍କ ସହ ଦଲାଲଙ୍କ ଜରିଆରେ ନିଜର ୪ ବର୍ଷର ଝିଅକୁ ଧରି ଇଟାଭାଟିରେ କାମ କରିବାକୁ ସୁଦୂର ତେଲେଙ୍ଗାନାକୁ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୩୦/୩ : ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ସଭାଗୃହ ରେ ବଲାଙ୍ଗିର ବୈଧ ମାପ ବିଜ୍ଞାନ ବିଭାଗ ସହଯୋଗ ରେ ଅଖିଳ ଭାରତିୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ଦ୍ବାରା ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ ହୋଇ ଯାଇଛି।ଗ୍ରାହକ ପଞ୍ଚାୟତ ର ଜିଲ୍ଲା ଶାଖା ସଭାପତି ଗୋପବନ୍ଧୁ ଶତପଥୀ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ହୋଇଥିଲା।ଜିଲ୍ଲା ଖାଉଟି ବିଷୟକ ଅଧିକାରୀ ତଥା ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟା ନନ୍ଦ Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୩୦/୩ : ଦିନଦୟାଲ ଉପାଧ୍ୟାୟ, ଅଟଳ ବାଜପେୟୀ, ବିଶ୍ଵନାଥ ଦାସ,ମଧୁସୂଦନ ଦାସ, ହରେକୃଷ୍ଣ ମହତାବ,ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୌମ୍ୟ ପଟ୍ଟନାୟକ ଓ ଡାକ୍ତର ଦେବେନ୍ଦ୍ର ପ୍ରଧାନ ପରି ଉଚ୍ଚସିଖିତ ବୁଦ୍ଧିଜୀବିମାନେ ବହୁସଂଖ୍ୟାରେ ରାଜନୀତି ରେ ଯୋଗଦେଇ ରାଜ୍ୟ ଓ ଦେଶର ସମାଜ ର ବିକାଶ ପାଇଁ ଉନ୍ନତ ଚିନ୍ତାଧାରା ନେଇ କାର୍ଯ୍ୟ କରନ୍ତୁ ବୋଲି ମତ ପ୍ରକାଶ ପାଇଛି ।ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଟ କଟକ ଶାଖା ଆନୁକୁଲ୍ୟରେ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୩୦/୩ : ଖୋର୍ଦ୍ଧା ଜେମାଦେଈ ଠାରେ ୧୯୪୮ ମସିହାରେ ଜନ୍ମଲାଭ କରିଥିବା ଡ଼ଃ ରାଜକିଶୋର ପରମଗୁରୁ ଖୋର୍ଦ୍ଧା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ରାଜ୍ୟର ବରିଷ୍ଠ ଧାତବ ବସ୍ତୁ ପ୍ରଯୁକ୍ତ ବୈଜ୍ଞାନିକ ଭାବେ ସେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।କର୍ମ ନିପୁଣତା ଓ ବୃତ୍ତିଗତ ପ୍ରତିବଦ୍ଧତା ହେତୁ ସେ “ହାଇଡ୍ରୋ ଆଣ୍ଡ୍ ମେଟାଲର୍ଜି\” ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବା Continue Reading




