କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩/୪ : (ଗୁରୁବାର) ଦିନ ଦିବା ଘ.୧୨.୧୫ ମିନଟ ସମୟରେ ହରଭଙ୍ଗା ବ୍ଲକ ଚାରିଛକ ଠାରେ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ସିଟି ଓ ଜିଏସଟି କମିଶନର ଶ୍ରୀମତୀ ଜାମିନୀ ଷଡ଼ଙ୍ଗୀ ଚାରିଛକ ଠାରେ ଥିବା ଦୁଗ୍ଧ ଶୀତଳିକରଣ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ।ଉକ୍ତ ଅବସରରେ ସେଠାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ମାଈ ବାଛୁରୀ ଯୋଜନାର ଶୁଭାରମ୍ଭ କରିଥିଲେ ଓ ତା ସହିତ ବାଛୁରୀ ଦାନା ବିତରଣ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୩/୪ : ଓଡିଶାର ଶିଳ୍ପାୟନ ଅଭିଯାନକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୫୭୭୦ କୋଟି ଟଙ୍କାର ନିବେଶ ସହିତ ୧୪ ଟି ରୂପାନ୍ତରକାରୀ ଶିଳ୍ପ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ସାରା ରାଜ୍ୟରେ ୩୭୦୩୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ‘ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୩/୪: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅଧିନ ବାରଗାଡ଼ିଆ ଦଳିତ ବସ୍ତିର ବିସ୍ଥାପନ ନେଇ ଦେଖା ଦେଇଥିବା ସମସ୍ୟା ସହିତ କଳିଙ୍ଗନଗରର ଅନ୍ୟାନ୍ୟ ସମସ୍ୟା ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ପୂର୍ବତନ ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।ଆଜି ଏହି ଆଲୋଚନା ସମୟରେ ଇଂ ଘଡାଇ ଟାଟାର ଦୁଇଟି କମ୍ପାନୀ ମଧ୍ୟ ସ୍ଥଳରେ ଥିବା ଏହି ଦଳିତ Continue Reading
ଉଦଳା,୩/୪: ଛୋଟ ପିଲା ବୟସରେ ଭୟଙ୍କର ବ୍ୟବହାର। ର଼୍ୟାଗିଂ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ଦେହକୁ ବ୍ଲେଡରେ କାଟିଲେ। ପରେ କ୍ଷତରେ ଲୁଣ ମାରି ବନ୍ଦ କଠୋରୀରେ ଦେଲେ ନିର୍ଯ୍ୟାତନା। ଖୁଣ୍ଟା ଥାନା ବାସିପିଠା ଏସଏସଡି ହାଇସ୍କୁଲରୁ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଏହି ଘଟଣା ଅନେକଙ୍କୁ ଚକିତ କରିଥିବା ବେଳେ ଏହାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି।ସୂଚନାନୁଯାୟୀ, ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୩/୪: ଅବ୍ୟବସ୍ଥା ଘେରରେ ସରକାରୀ ଆଶ୍ରମ ବିଦ୍ୟାଳୟ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରୀଙ୍କ ପାଇଁ ବିଦ୍ୟାଳୟରେ ନା ଅଛି ଆବଶ୍ୟକ ଅନୁଯାୟୀ ଶୌଚାଳୟ ନ ଅଛି ପାଣିର ସୁ ବ୍ୟବସ୍ଥା । ସେପଟେ ନାହଁ ସୁରକ୍ଷିତ ଶ୍ରେଣୀ ଗୃହ, ପୁଣି ବିପଦ ସଂକୁଳ ଛାତ୍ରୀ ନିବାସରେ ରହୁଛନ୍ତି ଛାତ୍ରୀ ।ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ କନ୍ଧମାଳ-ରାୟଗଡ଼ା ଜିଲ୍ଲା Continue Reading
NEW DELHI/BHUBANESWAR, APR 3 : Biju Janata Dal (BJD) has made a significant shift in its stance on the Waqf (Amendment) Bill, 2025. After initially opposing the bill ahead of its introduction in the Lok Sabha, the party has now decided not to issue a party whip for its MPs in the Rajya Sabha, allowing […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୩/୪ : ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷା ବର୍ଷରୁ ଲାଗୁ କରାଯାଇ ଥିବା ନୂତନ ଶିକ୍ଷାନୀତି ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସଵ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ ହୋଇଯାଇଛି।ଶିଶୁ ଵାଟିକାରେ କୁନି କୁନି ପିଲାମାନେ ନାମ ଲେଖାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ଵାକ୍ଷରିତ Continue Reading
By Biswa Bhusan Mahapatra Nayagarh, Apr 3 : Utkal Diwas celebrated today by Nayagarh District Branch of Utkal Sammilani. From the beginning of the program, young singers Amrita Rath, Sneha Priyadarshini, Ipsita Priyadarshani sang Vande Utkal Janani. Nayagarh MLA Dr. in this program organized under the chairmanship of Utkal Sammilani District Branch President Basiran Bibi. Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୩/୪ : ଗଜପତି ଜିଲ୍ଲା ବି: ସିତାପୂର୍ ର ଆଲୁରୀ ନଗର ସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ କେମ୍ପସ ପରିସରରେ ଆଜି ଭାରତର ପ୍ରମୁଖ ଆନ୍ତଃବିଶ୍ୱବିଦ୍ୟାଳୟ ସଂଗଠନ ଅନ୍ତର୍ଗତ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ରାଷ୍ଟ୍ରୀୟ ମହିଳା ଛାତ୍ର ସଂସଦ ୨୦୨୪-୨୫ “ସଶକ୍ତ ସ୍ୱର ସୁଦୃଢ଼ ଭବିଷ୍ୟତ ବିକଶିତ ଭାରତ ” ନୂଆଦିଲ୍ଲୀ ସ୍ଥିତ ଆସୋସିଏସନ୍ ଅଫ୍ ଇଣ୍ଡିଆନ ୟୁନିଭରସିଟିର ତତ୍ତ୍ଵାବଧାନରେ Continue Reading
ଭୁବନେଶ୍ୱର ୩/୪: ଶେଷ ହେଲା ସପ୍ତଦଶ ବିଧାନସଭା ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ ଘୋଷଣା କଲେ ବାଚସ୍ପତି । ଆଗକୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ଲାଗି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ଯାହାକୁ ସମର୍ଥନ କରିଥିଲେ ଏକାଧିକ ବିଧାୟକ। ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢୀ।ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) Continue Reading




