Home Posts tagged ODISHA (Page 269)
Odisha News
ଭୁବନେଶ୍ୱର,୫/୪: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା।କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏ କାର୍ଡ ମିଳିବ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୫/୪ : ଓଡିଶାର ସର୍ବବୃହତ ଉପଖଣ୍ଡ ରୂପେ ପରିଚିତ ବାଲିଗୁଡା ଉପଖଣ୍ଡ ଗତ ୨ ଦଶନ୍ଧି ଧରି ଉଭୟ ରାଜନୈତିକ ଓ ଉନ୍ନୟନ କ୍ଷେତ୍ରରେ ଚର୍ଚ୍ଚାର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି।ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ଭୌଗୋଳିକ କଳେବର ଅନୁଯାୟୀ ବ୍ୟବସାୟିକ ପ୍ରତିଷ୍ଠାନ ସଂଖ୍ୟା ବି ଆଶାତୀତ ଭାବେ ବୃଦ୍ଧି ପାଇଛି ।ଏନଏସି ସହ ବିଭିନ୍ନ ଗ୍ରାମାଞ୍ଚଳରୁ ଦୈନନ୍ଦିନ ଶହ ଶହ ଲୋକଙ୍କ ସହରକୁ ଆତଯାତ ଲାଗି ରହିଛି Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୫/୪: ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀକୁ ଦୃଷ୍ଟିରେ ରଖି ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଗତ କିଛିବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେବା ସହ ଏହି ଦିଗରେ ପ୍ରୟାସକୁ ଦ୍ଵିଗୁଣିତ କରିଛି। ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଉତ୍ତର ଓଡ଼ିଶାର ଶୀର୍ଷ ଚାହିଦା ପ୍ରାୟ ୧୫୦୦ ମେଗାୱାଟ୍ ହେବା ନେଇ ଟିପିଏନଓଡିଏଲ ଆକଳନ କରିଛି।ଯାହାକି ବିଗତ ବର୍ଷର ଚାହିଦା ୧୩୯୩ ମେଗାୱାଟ ଠାରୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୪ : (ଶୁକ୍ରବାର) ଦିନ ଦିବା ୧୧ ଘଟିକା ସମୟରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ବୌଦ୍ଧଗଡ଼ ଏନ. ଏ. ସି.ପରିଚାଳିତ ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି ସିଟି ଓ ଜିଏସଟି କମିଶନର ଶ୍ରୀମତୀ ଜାମିନୀ ଷଡ଼ଙ୍ଗୀ ।ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ଶ୍ରୀମତୀ ଷଡ଼ଙ୍ଗୀ ଆହାର କେନ୍ଦ୍ରରେ ପହଂଚି ଖାଦ୍ୟ ପ୍ରସ୍ତୁତି,ସ୍ୱଚ୍ଛତା, ଖାଦ୍ୟ ବିତରଣ ଓ ଖାଦ୍ୟର ମାନ ସମୀକ୍ଷା କରିଥିଲେ ।ଆହାର କେନ୍ଦ୍ର Continue Reading
Top Stories
By Akshaya Rout Jajpur, Apr 5 : Dharmasala MLA Himanshu Sekhar Sahoo ,BJP leaders and workers accorded a warm welcome to Union Minister Dharmendra Pradhan at Jaraka In Jajpur District on Friday.  In Jaraka the workers welcomed bothleaders by showering flowers at various places. They also raised slogans ‘Bharat Mata Ki Jai, Modi Zindabad and […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୫/୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଦ ଣ୍ଡ ମିଳନ ସମାରୋହ ଏପ୍ରିଲ ୬ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ।ଏଥିରେ ରୁତୁଙ୍ଗିଆ, ବଲସକୁମ୍ପା, ମେଲସିକିଆ, ରେବିଙ୍ଗିଆ, ରାଇକିଆ, ବାଲିଗୁଡା, ପୋଖରୀବନ୍ଧ, ଲେତିଙ୍ଗିଆ, ଡ଼ାକା,ବାଟାଗୁଡ଼ା, ସିଟୁପଡ଼ି, କତେରୀଭଟ୍ଟା, ଓ ଗ୍ରୀନବାଡ଼ି ଗ୍ରାମର ଦଣ୍ଡଥଳ ଯୋଗ ଦେବା ପାଇଁ ସମ୍ମତି Continue Reading
Odisha News
ଭୁବନେଶ୍ୱର, ୫/୪ : ଆଜି ପବିତ୍ର ଅଶୋକାଷ୍ଟମୀ । ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ରୁକୁଣା ରଥରେ ବିଜେ ହେବେ ଏକାମ୍ର ଅଧିପତି ରାଜଧିରାଜ ଲିଙ୍ଗରାଜ ମହାପ୍ରଭୁ କ୍ଷ ଅଶୋକାଷ୍ଟମୀ ପର୍ବ ସମଗ୍ର ଓଡ଼ିଶାରେ ଚୈତ୍ରମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ।ଏହି ପର୍ବଟି ଦେବୀ ପାର୍ବତୀ ଓ ପ୍ରଭୁ ଲିଙ୍ଗରାଜଙ୍କୁ ସମର୍ପିତ ଅଟେ । ଏହିଦିନ ଚୈତ୍ର ନବରାତ୍ରି ମହାଷ୍ଟମୀ ଦିନ ହୋଇଥାଏ । ଏହି ଦିନ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ Continue Reading
Odisha News
ଭୁବନେଶ୍ୱର, ୪/୪: ଯାତ୍ରା ଦୁନିଆର ହାସ୍ୟ ଅଭିନେତା ନରେନ୍ଦ୍ର ପଣ୍ଡା ଓରଫ୍ ନରି ପଣ୍ଡାଙ୍କୁ ବୟକଟ୍ କରାଯାଇଛି । ଯାତ୍ରା ମାଲିକଙ୍କୁ ଅଶାଳୀନ ଭାଷାରେ ମନ୍ତବ୍ୟ ଦେବାକୁ ନେଇ ମାଲିକ ସଂଘ ଆଗାମୀ ଏକ ବର୍ଷ ଅର୍ଥାତ ୨୦୨୫-୨୬ ବର୍ଷ ପାଇଁ ବୟକଟ୍ କରାଯାଇଛି ।ପରବର୍ତ୍ତୀ ଆଲୋଚନାରେ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟାନ୍ କରାଯିବ ବୋଲି ଯାତ୍ରା ମାଲିକ ସଂଘର ସଭାପତି ଭାରତ ଭୂଷଣ ଦେଓ ଏହି ସୂଚନା ଦେଇଛନ୍ତି । ଆଜି ଭୁବନେଶ୍ୱର ଖଣ୍ଡଗିରି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୩/୪ : ଓପିଟିସିଏଲ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟଯୋଗୁ ରାଜ୍ୟ ବିକାଶର ଅଗ୍ରଣୀ ଭୂମିକା ନିର୍ବାହ କରୁଥିବା ବିଭିନ୍ନ ଶକ୍ତି ପ୍ରକଳ୍ପ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ବିନା ଭୂମି ଅଧିଗ୍ରହଣ, ଲାଇନ ରୁଟ ସର୍ଭେ, ମୃତ୍ତିକା ସର୍ବେକ୍ଷଣ ଭଳି ଗୁରୁତ୍ବପୂର୍ଣ୍ଣ ପୂର୍ବ ଆବଶ୍ୟକୀୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ନିଗମ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁଁ କର୍ମଚାରୀ ମାନେ ପ୍ରକଳ୍ପର ଆର୍ଥିକ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବଲାଙ୍ଗିର, ୩/୪: ସବୁବେଳେ ଚର୍ଚ୍ଚା ରେ ଚର୍ଚ୍ଚିତ ବଲାଙ୍ଗିର ମ୍ୟୁନିସିପାଲିଟି। ସମସ୍ୟା ବହୁଳ ବଲାଙ୍ଗିର ଜିଲ୍ଲା।ପ୍ରଶସ୍ତ ଚରିଛକ ବିଶିଷ୍ଟ ବଲାଙ୍ଗିର ସହର ବର୍ତ୍ତମାନ ଧୂଳିର ସହର ଭାବେ ପରିଗଣିତ।ସବୁଆଡେ ଧୂଳି। ରାସ୍ତାର ଧୂଳି ରେ ବଲାଙ୍ଗିର ବାସିନ୍ଦା ଛଟପଟ।ଗୋଟିଏ ପଟେ ଏହି ବିଜେପି ସରକାର ସ୍ୱଚ୍ଛ ସରକାର ର ଖୋଳପା ପରିଧାନ କରିଥିବା ବେଳେ ଜିଲ୍ଲା ଗୁଡ଼ିକ ଧୂଳି ର ପ୍ରଦୂଷଣ ରେ ପ୍ରଦୂଷିତ।ପ୍ରଦୂଷଣ ଦିନକୁ ଦିନ Continue Reading