Home Posts tagged ODISHA (Page 27)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୩୧/୭ : ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ ହୋଇ ସାଧାରଣ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ଆସିଛି।ଅଗଷ୍ଟ ୫ ପର୍ଯ୍ୟନ୍ତ ଓଡ଼ିଶା ସମେତ ଉପରମୁଣ୍ଡରେ ଥିବା ଏସବୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୦/୭ : ଓଡ଼ିଶାରେ ନିଶା କାରବାର ବିରୋଧରେ ଚାଲିଥିବା କଠୋର ଅଭିଯାନ ମଧ୍ୟରେ ଖୋରଧା ଜିଲ୍ଲା ଅବକାରୀ ବିଭାଗ ପୁଣିଥରେ ଏକ ବଡ଼ ସଫଳତା ହାସଲ କରିଛି। ଗୁଇନ୍ଦା ସୂଚନାକୁ ଆଧାର କରି ଜିଲ୍ଲାର ତିନୋଟି ପୃଥକ ସ୍ଥାନରେ ଏକକାଳୀନ ଚଢ଼ାଉ କରି ମୋଟ ୬୫.୪୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ଚୋରାଚାଲାଣରେ ବ୍ୟବହୃତ ତିନୋଟି ଦାମୀ ଚାରିଚକିଆ ଗାଡ଼ି, ଛଅଟି ମୋବାଇଲ ଫୋନ ଜବତ କରାଯାଇଛି।ଏହି ଘଟଣାରେ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୩୦/୭ : ଯାଜପୁର ଜିଲ୍ଲାରେ ଚଳିତ ଲଗାଣ ବର୍ଷା ଓ ବୈତରଣୀ, କାଣୀ, ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଦଶରଥପୁର, ଯାଜପୁର, ବରୀ, ରସୁଲପୁର, କୋରେଇ, ଧର୍ମଶାଳା, ବଡ଼ଚଣା ଓ ବିଞ୍ଝାରପୁର ବ୍ଲକର ଲୋକମାନେ ପ୍ରଭାବିତ ହେବା ସହ ବିଲବାଡ଼ି ଜଳ ପ୍ଳାବିତ ହୋଇଅଛି।ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଦଶରଥପୁର, ବରୀ, ବିଞ୍ଝାରପୁର ଅଞ୍ଚଳ ଗସ୍ତ କରି ବନ୍ୟା ସମସ୍ୟା ଅନୁଧ୍ୟାନ କରିବା ସହ ରିଲିଫ୍ ଓ Continue Reading
National News
NEW DELHI, JULY 30 : The Indian men’s and women’s hockey teams will be wearing saffron jerseys instead of blue ones at next month’s FIH World Cup in the Netherlands and Belgium, Hockey India said. The World Cup will run from August 15 to 30. Former hockey captain Viren Rasquinha questioned Hockey India’s decision saying […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୩୦/୭ : ଦୀର୍ଘ ଦିନ ଧରି ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି।ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ସାମିଲ ହୋଇ ମହାନଦୀ ଜଳ ବଣ୍ଟନ, ପରିଚାଳନା ଓ ସୁରକ୍ଷା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି।ବୈଠକ ପରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୨୭ : ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡି.ଏଲ୍.ଏସ୍.ଏ.), ବୌଦ୍ଧ ପକ୍ଷରୁ ଆଜି ବାଉଁଶୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଡି.ଏଲ୍.ଏସ୍.ଏ., ବୌଦ୍ଧର ସଚିବ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୯/୭ : ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଉପ ଶାସନ ସଚିବ ତଥା ଉପ ନିର୍ବାଚନ ଅଧିକାରୀ ଶ୍ରୀମତୀ ଅନାମିକା ସିଂହ ଆଜି ଖୋରଧା ଜିଲ୍ଲା ସ୍ଵତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମୀକ୍ଷା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ପଞ୍ଜି କରଣ ଅଧିକାରୀ, Continue Reading
Top Stories
By Subrat Sarangi Bhubaneswar/Puri, July 29: The Odisha AM/NS India Kho Kho High Performance Centre (Odisha AM/NS KHPC), Puri marked its second anniversary with a landmark celebration, which included the felicitation of athletes of the centre who have excelled on national and international stages and the induction of a new batch of promising athletes through […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୯/୭ : ସାମାନ୍ୟ ଏକ ଦୁର୍ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ୬ ବର୍ଷୀୟ ନାବାଳକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିବା ସହ ତାଙ୍କ ପରିବାର ବର୍ଗଙ୍କ ସହ ଅସଦ-ବ୍ୟବହାର କରିବା ସହ ଜୀବନରେ ମାରିଦେବା ଧମକ ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା କାଶୀନଗର ଗ୍ରାମ ନ୍ୟାୟଧିକାରୀ ତଥା ଜେଏମ୍ଏଫସି ଶ୍ରୀ ସତ୍ୟଜିତ ପାଣି ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ କାଶୀନଗର ଥାନା […]Continue Reading
Top Stories
By Dillip Kumar Pattnaik Khordha, July 29: “A nation that fails to honour its history can never build a glorious future.” These words find a painful reflection in the present condition of the Pancha Paika Memorial at Gada Khordha, where the statues of Odisha’s legendary warrior heroes now stand surrounded by neglect, wild vegetation and […]Continue Reading