Home Posts tagged ODISHA (Page 260)
Top Stories
By Subrat Sarangi Keonjhar, April 17: ArcelorMittal Nippon Steel India (AM/NS India)laid foundation stone for construction of the Gandhamardan Apparel Unit in Jatra village, Banspal block, Keonjhar under its CSR initiative Project ‘Nirman’. This upcoming Apparel Unit will provide enhanced livelihood opportunities to the Gandhamardan Apparel Farmer Production Company Continue Reading
Odisha News
ଭୁବନେଶ୍ୱର, ୧୭/୪ : ରାଜ୍ୟ ପୋଲିସ କର୍ମଚାରୀଙ୍କ ପାଇଁ ଶୁଭ ଗୁରୁବାର ହୋଇଛି । କଥା ଦେଇ କଥା ରଖିଛନ୍ତି ମୋହନ ସରକାର ।ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିବା ସହିତ ବିଭିନ୍ନ ପଦବୀରେ ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଅନୁମୋଦନ ଦେଇଛନ୍ତି ।ସେହିପରି ମୁଖ୍ୟମନ୍ତ୍ରୀ ପୋଲିସ କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି Continue Reading
Odisha News
ଭୁବନେଶ୍ବର, ୧୭/୪ : ଶଙ୍ଖ ଭବନରେ ବିଜେଡ଼ି ସଭାପତି ପଦ ପାଇଁ ଗୁରୁବାର ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିକଟରେ ନବମ ଥର ପାଇଁ ଦଳୀୟ ସଭାପତି ପାଇଁ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୯ ତାରିଖ ଶନିବାର ବିଧିବଦ୍ଧ ଭାବେ ଦଳୀୟ ସଭାପତିଙ୍କ ନାମ ଘୋଷଣା ହେବ।ଏହି ଅବସରରେ ନବୀନ କହିଛନ୍ତି, ଆଜି ମହାନ ଜନନାୟକ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ। ମୋର ତାଙ୍କୁ ଶ୍ରଦ୍ଧାଞ୍ଜଳି। ଓଡ଼ିଶାକୁ ଏକ […]Continue Reading
Odisha News
ଭୁବନେଶ୍ୱର, ୧୭/୪ : ଆଜି ହେଉଛି ଓଡ଼ିଶାର ବର ପୁତ୍ର ତଥା ମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ । ଏଥିପାଇଁ ବିଭିନ୍ନସ୍ଥାନରେ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ବିନ୍ଦୁ ସାଗର କୂଳରେ ତିଳତର୍ପଣ କରାଯାଇଛି । ଗୁରୁବାର ସକାଳେ ବିଜେଡ଼ିର ବହୁ ନେତାମାନେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।ବିନ୍ଦୁ ସାଗର କୂଳରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଛି । ବିଜେଡ଼ି Continue Reading
Odisha News
ଚୌଦ୍ୱାର , ୧୭/୪ : ପୁଲିସ ଉଭୟଙ୍କୁ ଗୁରୁବାର ଧରିବାକୁ ଯାଇଥିବାବେଳେ ସେମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ଚୌଦ୍ୱାର ପୁଲିସ ଓ ସ୍ପେଶାଲ ସ୍କ୍ୱାଡ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ଦୁଇଜଣ ଆହତ ହୋଇଥିଲେ। ପୁଲିସ ସେମାନଙ୍କ ନିକଟରୁ ଵନ୍ଧୁକ ଓ ଗୁଳି ଜବତ କରିଛି ।କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ା ବିଭିନ୍ନ ଅପରାଧିକ କାର‌୍ୟ୍ୟକଳାପରେ ସଂପୃକ୍ତ ଥିବା ସୂଚନା ମିଳିଛି । ବିଭିନ୍ନ ଥାନାରେ ସେମାନଙ୍କ ବିରୋଧରେ […]Continue Reading
Top Stories
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୭/୪ : ବଲାଙ୍ଗିର ଜିଲ୍ଲାରେ ପୁଣି ଏକ ଶିଶୁ ବିକ୍ରି ଚାଞ୍ଚଲ୍ୟ ସୃଷ୍ଟି କରିଛି।ନବଜାତ ଶିଶୁ କୁ ଅନ୍ୟ ହାତରେ ଟେକି ଦେଇଥିବା ଘଟଣା ସାରା ଅଂଚଳରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଲକି ପଞ୍ଚାୟତ ଅନ୍ତର୍ଗତ କର୍ଲା ଗ୍ରାମର କଳାକର ଭୋଇ ଙ୍କ ସ୍ତ୍ରୀ କୁମୁଦିନୀ ଭୋଇ ଗତ ୯ ତାରିଖ ଦିନ ବଲାଙ୍ଗିର ଜିଲା ଭୀମଭୋଇ ମେଡ଼ିକାଲ ରେ ଦୁଇ ଜାଆଁଲା ଶିଶୁକନ୍ୟାକୁ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୪ : ବୁଧବାର ଦିନ ଦିବା ୧୧ବ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ତୃତୀୟ ଲିଙ୍ଗୀ ବ୍ୟକ୍ତି ବିଶେଷଙ୍କୁ ପ୍ରମାଣପତ୍ର ଓ ପରିଚୟ ବଣ୍ଟନ କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଜିଲ୍ଲାରେ ନୂତନ ଭାବରେ ଚିନ୍ହଟ ହୋଇଥିବା ୩ ଜଣ ତୃତୀୟ ଲିଙ୍ଗୀ ବ୍ୟକ୍ତି ବିଶେଷଙ୍କୁ ପ୍ରମାଣପତ୍ର ଓ ପରିଚୟ ପତ୍ର ବଣ୍ଟନ କରିଥିଲେ ।ଜିଲ୍ଲା ସାମାଜିକ ସୁରକ୍ଷା Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୬/୪ : ନୟାଗଡ଼ ଜିଲ୍ଳାରେ ଉଠା ଜଳସେଚନ ପ୍ରକଳ୍ପକୁ ନେଇ ଚାଷୀମାନଙ୍କ ଚିନ୍ତା ଧୀରେ ଧୀରେ ବଢ଼ିବାକୁ ଲାଗିଛି। ବର୍ଷ ବର୍ଷ ଧରି ‌ସେମାନେ ସମସ୍ୟା ଘେରରେ ରହୁଥିଲେ ମଧ୍ୟ ଜିଲ୍ଳା ପ୍ରଶାସନ ପକ୍ଷରୁ ଏଥିପ୍ରତି କିଛି ବି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି।ଫଳରେ ଜମିରେ ଜଳସେଚନ କରିବା ପାଇଁ ଚାଷୀମାନଙ୍କୁ ମ ହଇରାଣ ହେବାକୁ ପଡ଼ୁଛି। ପରିସ୍ଥିତି ଏପରି ହୋଇଛି ଯେ, ରକ୍ଷଣାବେକ୍ଷଣ ଅଭବାରୁ ଅଚଳ ହୋଇପଡ଼ିଥିବା Continue Reading
Odisha News
ଭୁବନେଶ୍ୱର,୧୬/୪: ବ୍ୟାନ ନହଟିଲେ ଯାତ୍ରା ବନ୍ଦ । ଆଉ ହେବନି ଯାତ୍ରା । ମାଲିକ ସଂଘକୁ ଶକ୍ତ ଝଟ୍‌କା । ମାଲିକଙ୍କ ନିଷ୍ପତ୍ତିକୁ ରୋକଠୋକ ଚ୍ୟାଲେଞ୍ଜ କରିଛି କଳାକାର ସଂଘ । ମାଲିକ ସଂଘ ବୈଠକକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରିଛନ୍ତି କଳାକାର ସଂଘ ।କଳାକାର ସଂଘ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ନରି ପଣ୍ଡା ଓ ପ୍ରତାପ ମହାନ୍ତି ଉପରୁ ବ୍ୟାନ ନ ହଟିଲେ ଷ୍ଟେଜ ଚଢିବେନି କଳାକାର । କଳାକାର କର୍ମଚାରୀ ସଂଘ […]Continue Reading
Top Stories
By Our Correspondent Bhubaneswar, Apr 16 : The CSIR-Institute of Minerals and Materials Technology (CSIR-IMMT), Bhubaneswar, celebrated its 62nd Foundation Day with great enthusiasm and pride. Established on 13th April 1964 as the Regional Research Laboratory (RRL), the institute has played a pivotal role in advancing research and innovation in the field of minerals and Continue Reading