Home Posts tagged ODISHA (Page 26)
Odisha News
ଭୁବନେଶ୍ୱର,୨୭/୧: ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ଉପଦେଷ୍ଟା ଭାବେ ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ହେବା ପରେ ପ୍ରକାଶ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।ସେ କହିଛନ୍ତି, ଗୁରୁଦାୟିତ୍ୱ ମିଳିଛି, ସୁଚାରୁ ରୂପେ ତୁଲାଇବି। ଜନହିତରେ ଯାହା ହୋଇପାରିବ ମିଳିମିଶି କରିବୁ। ଲୋକଙ୍କ ସମସ୍ୟା କିପରି ଦୂର ହେବ ଧ୍ୟାନ ଦେବୁ ବୋଲି ପ୍ରକାଶ ମିଶ୍ର Continue Reading
Odisha News
ସି.ବି. ସିଂଙ୍କ ରିପୋର୍ଟରାୟଗଡ, ୨୭/୧ : ରାୟଗଡାରେ ଇ -ଅଫିସ ଶୁଭକ୍ଷରମ୍ଭ କରିଛନ୍ତି ଡ଼. ମୁକେଶ ମହାଲିଙ୍ଗ,ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଓଡିଶା ।ଏହା ଇ-ଅଫିସ୍ ରାଜ୍ୟବ୍ୟାପୀ କାର୍ଯ୍ୟକାରିତାକୁ ଘୋଷଣା କରିଛନ୍ତି । ରାୟଗଡ ଜିଲ୍ଲାକୁ ସାଧାରଣ ତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବା ଅବସରରେ ମାନ୍ୟବର ମନ୍ତ୍ରୀ ଏହିକାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଆଗଲପୁର, ୨୭/୧ : ଆଗଲପୁର ବ୍ଲକ୍ ଅନ୍ତର୍ଗତ ଝରନିପାଲି ଗ୍ରାମ ପଞ୍ଚାୟତ ଠାରେ ସ୍ଵତନ୍ତ୍ର ଗ୍ରାମ ସଭା ସରପଞ୍ଚ ଶ୍ରୀମତୀ ସୁନୀତା ସାହୁ ଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଟିତ ହୋଇଯାଇଛି।ଏହି ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ପଧାନ ସମସ୍ତଙ୍କୁ ସ୍ବାଗତ ଜଣାଇ ସାମୁହିକ କାର୍ଯ୍ୟକ୍ରମ ଉପରେ ପ୍ରସ୍ତାବ ରଖିବା ପାଇଁ ପ୍ରକାଶ କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥାପିତ ଥିବା ଅରୁଣା ର Continue Reading
Odisha News
ଯାଜପୁର, ୨୭/୧ : ଯାଜପୁର ଜିଲ୍ଲା ଧର୍ମଶାଳା ବିଜୁ ଜନତା ଦଳ ପକ୍ଷରୁ ୭୬ ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ ପ୍ରଣବ। ଅଭିଭାଷଣ ରେ କର୍ମୀମାନଙ୍କୁ ପ୍ରଣବ କହିଛନ୍ତି ଭାରତ ଏକ ମହାନ ଦେଶ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ବିଶ୍ୱରେ ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଇଛି।ବହୁଭାଷା ଓ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୧ : ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତ ଲୋକକଳା ଗ୍ରାମ ନାରାୟଣନଗର ଠାରେ ନିର୍ମାତ ହୋଇଥିବା ଭବ୍ୟ ଯୁଗ୍ମ ମନ୍ଦିର ଶ୍ରୀଜଗନ୍ନାଥ ଓ ଶ୍ରୀରାମଙ୍କ ଦ୍ୱିତୀୟ ଦିବସରେ କଂସ ଦରବାର ଆରମ୍ଭ ହୋଇଛି ।ସକାଳ ୯ ଟାରେ ନବାହ ପକ୍ଷରାୟଣ ଆରମ୍ଭ ହୋଇଛି । ଏଥିରେ ବ୍ୟାସ ଭାବେ ପାଟଣାଗଢ଼ର ଶାନ୍ତନୁ ତ୍ରିପାଠୀ ଯୋଗଦାନ କରି ଭଗବାନ ଶ୍ରୀରାମଙ୍କ କଥାମୃତ ପଠନ କରିଥିଲେ ।କର୍ତୃ ଭାବେ ଅଞ୍ଜନ କୁମାର ସାହୁ ଓ ତାଙ୍କ […]Continue Reading
Top Stories
By Akshya Rout Jajpur, Jan 27 :  Sukinda Regional Chromite Khadan Workers Union  was celebrated  76th Republic Day   At Kaliapani In Jajpur District On Sunday. Former  finance Minster Prafulla Chandra ghadai unfurled the National Flag  . Ghadei  Said Republic Day marks the adoption of the Indian Constitution in 1950.  It has Continue Reading
Odisha News
ଓଡ଼ିଶା, ୨୬/୧ : ଦେଶର ପ୍ରତିଷ୍ଠିତ ନାଗରିକ ସମ୍ମାନ ‘ପଦ୍ମ’ ପୁରସ୍କାର ଶନିବାର ସନ୍ଧ୍ୟାରେ ଘୋଷଣା ହୋଇଛି । ୨୦୨୫ ମସିହା ସାଧାରଣତନ୍ତ୍ର ଦିବସର ଠିକ୍ ପୂର୍ବରୁ ଘୋଷିତ ପଦ୍ମ ପୁରସ୍କାର ପାଇଁ ଓଡ଼ିଶାର ୪ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମନୋନୀତ କରାଯାଇଛି ।ମେଡିସିନ୍ କ୍ଷେତ୍ରରେ ପ୍ରତିଷ୍ଠିତ ଡାକ୍ତର ଅଶୋକ କୁମାର ମହାପାତ୍ର , ଓଡ଼ିଶୀରେ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର, ଢେଙ୍କାନାଳର ସ୍ଥପତି ଆଦିତ୍ୟ ଗଡ଼ନାୟକ ଓ ବିଶିଷ୍ଟ ସାହିତ୍ୟିକ ପ୍ରତିଭା ଶତପଥୀଙ୍କୁ Continue Reading
Top Stories
By Subrat Sarangi Bhubaneswar, Jan 25 : ArcelorMittal Nippon Steel India (AM/NS India) proudly celebrates the outstanding performance of three athletes, including two women, from the Odisha AM/NS India Kho Kho High-Performance Centre (HPC), who excelled in both Men and Women’s teams, contributing to India’s triumph as the inaugural champions in both categories at the […]Continue Reading
Odisha News
ଭୁବନେଶ୍ୱର, ୨୫/୧: ବିଜେଡ଼ିରେ ଦିନେ ନିଜକୁ ହର୍ତ୍ତାକର୍ତ୍ତା ଦୈବ ବିଧାତା ଭାବୁଥିବା ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ ପୁଣି ଥରେ ନବୀନ ନିବାସରେ ସକ୍ରିୟ ହୋଇଛନ୍ତି ।ବିଜେଡ଼ି ନେତା ମନ୍ମଥ ରାଉତରାୟଙ୍କ ବୟାନକୁ ନେଇ ଏଭଳି ସନ୍ଦେହ ଘନୀଭୂତ ହୋଇଛି । ପାଣ୍ଡିୟାନ ନବୀନ ନିବାସ ଆସୁଛନ୍ତି, ଆଉ ନିଜ ଗୁରୁଙ୍କୁ ବାପା ଭଳି ସେବା କରୁଛନ୍ତି ବୋଲି କହିଛନ୍ତି ମନ୍ମଥ ।ମନ୍ମଥ ରାଉତରାୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ଭିକେ ପାଣ୍ଡିଆନ ଆଉ ସକ୍ରିୟ Continue Reading