
ଭୁବନେଶ୍ୱର,୨୮।୧: ୨୯ ଓ ୩୦ରେ ବ୍ୟାଙ୍କ ଯାଆନ୍ତୁ। ସୁଭଦ୍ରା ଆବେଦନକାରୀଙ୍କୁ ପ୍ରେସମିଟ୍ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି। ପ୍ରଭାତୀ କହିଛନ୍ତି, ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ।ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ। ଯେଉଁମାନଙ୍କୁ କଲ ଆସିଛି, ମେସେଜ ଆସିଛି ସେମାନେ ବ୍ୟାଙ୍କ ଯାଆନ୍ତୁ।ଏନ୍ପିସିଆଇ ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ବ୍ୟାଙ୍କମାନଙ୍କରେ Continue Reading