Home Posts tagged ODISHA (Page 243)
Odisha News
କଟକ,୧୯/୫: କାଠଯୋଡ଼ି ନଦୀରେ ବୁଡ଼ି ୨ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏସ୍ଥିତ ବୀରେନ ମିତ୍ର ପାର୍କ ନିକଟରେ ଏହି ଦୁଇ ଇଞ୍ଜିନିୟର ବୁଡ଼ି ଯାଇଥିଲେ। ମୃତ ଇଞ୍ଜିନିୟର୍ ମହାରାଷ୍ଟ୍ରର ବାସିନ୍ଦା ବୋଲି ସୂଚନାରୁ ଜଣାପଡ଼ିଛି।ରୁତିକେସ ମାତାଲ (୨୫) ଏବଂ ଋତିକ୍ ବ୍ରିଜନେ (୨୫) ନାମକ ଦୁଇ ଯୁବ ଇଞ୍ଜିନିୟର ଗାଧୋଇବା ପାଇଁ ଅନ୍ୟ ଦୁଇଜଣଙ୍କ ସହିତ ନଦୀକୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୯/୫: ବିଶ୍ୱସ୍ତ ସୂତ୍ରରୁ ସୂଚନା ଆଧାରରେ, ଖୋର୍ଦ୍ଧା ଅବକାରୀ ବିଭାଗ ଅଧିକାରୀମାନେ ରବିବାର ସକାଳେ ଖୋର୍ଦ୍ଧା ନୂଆ ବସ୍ ଷ୍ଟାଣ୍ଡ,ଟି.ଏଲ.ସି, ରୋଡ୍ ନିକଟରୁ ଏକ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଭ୍ୟାନରେ ବେଆଇନ ଭାବରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିବା ସହିତ ୨୦ ଲକ୍ଷ ଟଙ୍କା ମୂଲ୍ୟର ୨୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି ।ଗିରଫ ଅଭିଯୁକ୍ତ ମାନେ ହେଲେ କେନ୍ଦୁଝର ଯୋଡା Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୮/୫: ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଙ୍କ ପ୍ରତିପନ୍ନ ପୁସ୍ତକ ଷ୍ଟେଟ ୟୁନୀୟନ୍ ଅଫ ଜର୍ଣାଲିଷ୍ଟ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଉନ୍ମୋଚନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଡ.ଉମାବଲ୍ଲଭ ମହାପାତ୍ର,ମୁଖ୍ୟବକ୍ତା ଡ.ନୃପରାଜ୍ ସାହୁ,କୁଳସଚିବ, ସମ୍ବଲପୁର ବିଶ୍ୱବିଦ୍ୟାଳୟ,ସମ୍ମାନିତ ଅତିଥି ଶ୍ରୀଯୁକ୍ତ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୮/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର,୧୮/ ୫ : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକ ରେ ନିଜର ସନ୍ତୋଷ ପ୍ରକାଶ କରିଛନ୍ତି।ସମୀକ୍ଷାରୁ ଜଣା ଯାଇଛି ଯେ ବୌଦ୍ଧ ଜିଲ୍ଲାବାସୀଙ୍କୁ ଉନ୍ନତ ଗମନାଗମନ ସୁବିଧା ଉପଲବ୍ଧା କରିବା ପାଇଁ ପ୍ରାୟ ୨୮ କୋଟି Continue Reading
Top Stories
By Akshya Rout Jajpur,May 18 : On the occasion of celebrating the success of ‘Operation Sindoor,’ MLA Himanshu sekhar Sahoo today inaugurated a Tiranga Yatra at Kumari Panchayat Under Dharmasala Block In Jajpur District and participated in the event.Himanshu  led the procession, covering approximately 1 kilometers from Jaraka  to Trinathswar Temple, joined by Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୮/୫ : କନ୍ଧମାଳ ପୁଲିସକୁ ମାଓଦମନ ଅଭିଯାନରେ ବଡ଼ ସଫଳତା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତ କୋଟଗଡ଼ ଥାନା ଦୁର୍ଗାପାଙ୍ଗା ପଂଚାୟତର ଡିମିଲିରୁ ଗେଟେଡ଼ା ମାଝୀ ନାମକ ଜଣେ ସକ୍ରିୟ ମାଓବାଦୀକୁ ଗିରଫ କରିବାରେ ସକ୍ଷମ ହୋଇଛି ।ଗିରଫ ପରେ ଗେଟେଡ଼ା ଠାରୁ ପୁଲିସ ମାଓବାଦୀଙ୍କ ଗତିବିଧିଥ ସମ୍ପର୍କିତ ବହୁ ତଥ୍ୟ ହାସଲ କରିଛି । ଗିରଫ ଗେଟେଡ଼ା ବାଘୁନା ଡିଭିଜିନାଲ୍ Continue Reading
Odisha News
ସୁନ୍ଦରଗଡ଼, ୧୮/୫ : ପୁଣି ମାଲବାହୀ ଟ୍ରେନର ବଗି ଲାଇନଚ୍ୟୁତ ହୋଇଛି । ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବିମିଲାଗଡ ରେଲୱେ ଷ୍ଟେସନ ଡ୍ୟାମ୍ ବସ୍ତି ନିକଟରେ ଘଟିଛି । ଏନେଇ ରେଲୱେ ବିଭାଗ ପକ୍ଷରୁ ତଦନ୍ତ ଜାରି କରାଯାଇଛି ।ସୂଚନା ଅନୁସାରେ, ଲୁହା ପଥର ବୋଝେଇ କରି ମାଲବାହୀ ଟ୍ରେନ୍ ନମ୍ୱର ଈଙଝଗ୭୭୯ ଟ୍ରେନ୍ ରକ୍ସି ରେଲୱେ ସାଇଡିଙ୍ଗରୁ ବିମଲାଗାଡ ପଟକୁ ଯାଉଥିଲା । ଏହି ସମୟରେ ଡ୍ୟାମ୍ ବସ୍ତି ନିକଟରେ ଚାରୋଟି ବଗି […]Continue Reading
Odisha News
ମହେଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୮/୫ : ନୀରବି ଗଲେ କି ସରଗାଡ ଜଙ୍ଗଲ ସେକ୍ସନ ର କର୍ମଚାରୀ,ରାଜସ୍ବ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ।ତିନି ବିଭାଗର ମିଳିତ ଚଢାଉ ଏ ପର୍ଯ୍ୟନ୍ତ ଇଟାଭାଟି ମାନଙ୍କ ଉପରେ ହୋଇ ନ ଥିବା ବେଳେ ଇଟାଭାଟି ମାଲିକ ମାନେ ଦିନକୁ ଦିନ ତାଙ୍କର କାୟା ବିସ୍ତାର କରି ବ୍ୟବସାୟରେ ବେଶ୍ ଲାଭବାନ ହେଉଥିବା ପରିଲକ୍ଷିତ ହୁଏ।ସରାଗାଡ ଅଞ୍ଚଳରେ ମାଳ ମାଳ ଇଟାଭାଟି ଗଢିଉଠିଛି।ଇଟାଭାଟି ର ଉତ୍ତାପ ଯୋଗୁଁ ଭୀଷଣ ଗରମ […]Continue Reading
Odisha News
ପୁରୀ,୧୭/୫: ମହାପ୍ରସାଦକୁ ଅସମ୍ମାନ କରାଇଥିବା ଭଳି ଘଟଣା ଦେଖିବାକୁ ମିଳିଛି। ଯାହା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହାପ୍ରସାଦକୁ ଏପରି ଅପମାନକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିକିଛି।ଭିଡିଓରେ ଦେଖିବାକୁ ମିଳୁଛି କି ପୁରୀର ଏକ ତାରକା ହୋଟେଲ ଡାଇନିଂରେ କିଛି ପର୍ଯ୍ୟଟକ ବସି ମହାପ୍ରସାଦ ସେବନ କରୁଥିବାର ଦେଖାଦେଇଛି। ଏହା ମହାପ୍ରସାଦକୁ ଅସମ୍ମାନ ବୋଲି ଚର୍ଚ୍ଚା ହେଉଛି। କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ Continue Reading