କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୩ : (ମଙ୍ଗଳବାର) ଦିନ ୧୧ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ୍ ମୁର୍ଶୁଣ୍ଢ୧ ଖେଳ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦିଙ୍କ ଦିନିକିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ ପୂର୍ବକ ଏହି କର୍ମଶାଳା ମାଆ ମାନଙ୍କୁ ସ୍ୱାବଲମ୍ବୀ କରିବା, ସେମାନଙ୍କ ଅନ୍ତର୍ନିହିତ ଚେତନା କୁ ଜାଗ୍ରତ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ Continue Reading
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨/୩ : ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି-ଜାଗୃତି ଶୁକ୍ଳା। ଦୀର୍ଘ ଦିନର ବନ୍ଧୁତ୍ୱ ଶେଷରେ ସାତ ଜନ୍ମର ସମ୍ପର୍କରେ ପରିଣତ ହୋଇଛି। ଏହି ବିବାହର ଏକାଧିକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନୁଭବଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି।ଅଭିନୟ ସମୟରେ ପ୍ରେମରେ ପଡ଼ିବା ପରେ ୨୦୧୪ରେ ବର୍ଷା ପ୍ରିୟଦର୍ଶନୀଙ୍କ ହାତ ଧରିଥିଲେ ଅନୁଭବ। ହେଲେ ଏହା ବେଶି ଦିନ ଚାଲିପାରି ନ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟମୁନିଗୁଡ଼ା, ୧୨/୩ : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ପ୍ରେସ କ୍ଲବର ୧୯ତମ ବାର୍ଷିକ ଉତ୍ସବ ଆଜି ଶିରିଡି ସାଇ ଧାମ ପରିସର ଆଧ୍ୟାତ୍ମିକ ପରିବେଶ ଓ ମନୋଜ୍ଞ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ପ୍ରେସ କ୍ଲବ ସଭାପତି ରାଜୀବ ଲୋଚନ ଦାସଙ୍କ ସଭାପତିତ୍ବ ଓ ଉପ ସଭାପତି ମନୋରଞ୍ଜନ ଦଲାଇଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପ୍ରେସ କ୍ଲବର ମୁଖ୍ୟ ଉପଦେଷ୍ଟା ରାମଚନ୍ଦ୍ର ବେହେରା,ସମ୍ମାନିତ ଅତିଥିଭାବେ ବରିଷ୍ଠ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୩ : ସୋମବାର ବିଳମ୍ବିତ ରାତି ଘ.୧୦.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ବଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମ ଠାରେ ଧୁନି ମନ୍ଦିର ପ୍ରତିଷ୍ଠା ଅବସରରେ ଚାଲିଥିବା ବିଶ୍ବ ଶାନ୍ତି ମହାଯଜ୍ଞରେ ଯୋଗ ଦେଇଥିଲେ ।ଜିଲ୍ଲାପାଳ ସେଠାରେ ପହଞ୍ଚିବା ପରେ ମହିମା ସାଧୁ, ଯଜ୍ଞ କମିଟି ସଦସ୍ୟ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଅଧିକାରୀ ମାନଙ୍କୁ ସ୍ବାଗତ କରାଯାଇଥିଲା ।ଧୁନିମଣ୍ଡପ , ଆଶ୍ରମ ଓ ଯଜ୍ଞ ସ୍ଥଳ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୨/୩ : ଓଡ଼ିଶା ଜୀବିକା ମିଶନ ଓ ଗଜପତି ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳାରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା , Continue Reading
ଭୁବନେଶ୍ୱର,୧୧/୩: କୋଶଲ ପ୍ରସଙ୍ଗ ଉପରେ ଦେଇଥିବା ବୟାନକୁ ନେଇ ମଙ୍ଗଳବାର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁହଁ ଖୋଲିଛନ୍ତି। ମୁଁ ସ୍ପଷ୍ଟ କରୁଛି ଯେ, ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସଙ୍ଗୀତ ନାହିଁ। ଏପରିକି ରାଜ୍ୟ ସଙ୍ଗୀତ, ରାଜ୍ୟ ପତାକା ରହିପାରିବ ନାହିଁ। କେନ୍ଦ୍ରର ଗୋଟିଏ ଜାତୀୟ ସଙ୍ଗୀତ, ଗୋଟିଏ ଜାତୀୟ ପତାକା। ଉତ୍କଳ, କଳିଙ୍ଗ, କୋଶଳ ମିଶି ଓଡ଼ିଶା ହୋଇଛି ବୋଲି ଜୟନାରାୟଣ କରିଛନ୍ତି। ବନ୍ଦେ ଉତ୍କଳ ଜନନୀରେ କେବଳ ଉତ୍କଳର ପ୍ରଶଂସା Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୧/୩: ନୟାଗଡ଼ ଟାଉନ ଥାନା ପୁଲିସକୁ ବଡ଼ ସଫଳତା। ମାସେ ହେଲା ପୁଲିସର ନିଦ ହଜାଇ ଦେଇଥିବା ମନ୍ଦିର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି।ଗିରଫ ହୋଇଥିବା ଲୁଟେରାମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଧୀନ ଅଇଁଳାଚୁଆଁ ଗାଁର ସୁଶାନ୍ତ କର୍ମୀ (୨୭), ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ଗଡ଼ଭିତର ଭାଁର Continue Reading
ମୟୂରଭଞ୍ଜ, ୧୧/୩ : ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବର୍ଷ ତମାମ ବେଆଇନ ଗୋ ଏବଂ ମଇଁଷି ଚାଲାଣ ହେଉଥାଏ।ସୋମବାର ବିଳମ୍ବିତ ରାତିରେ ମୋରଡ଼ା ଥାନା ଦେଇ ପଡୋଶୀ ପଶ୍ଚିମବଙ୍ଗକୁ ୧୫୦ରୁ ଊର୍ଦ୍ଧ୍ୱ ମଇଁଷି ବେଆଇନ ଭାବେ ଚାଲାଣ ହେଉଥିବା ସମୟରେ ଖବର ପାଇ ଥାନା ଅଧିକାରୀ ସୁମିତ କୁମାର ସୋରେନ ଧଡ଼ାସାହି ଛକ ନିକଟରେ ପହଞ୍ଚି ଉକ୍ତ ମଇଁଷି ଗୋଠକୁ ଅଟକାଇ ପଚାରାଉଚୁରା କରିଥିଲେ। ତେବେ ଉକ୍ତ ମଇଁଷିଗୁଡିକୁ ବିଳମ୍ବିତ ରାତିରେ ଥାନା ଅଧିକାରୀ […]Continue Reading
By Ruchika Mohapatra Bhubaneswar, March 11: In a remarkable medical feat, doctors at Hi-Tech Medical College and Hospital, Bhubaneswar, successfully restored the blood supply to the arm of a 35-year-old security guard from Angul district, who suffered a severe vascular injury following a bike accident. Hemant Dehury, the patient whose elbow swelled up and hand […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୩ : ସୋମବାର ଅପରାନ୍ହ ୩ ଘଟିକା ସମୟରେ ହରଭଙ୍ଗା ବ୍ଲକର ବିଭିନ୍ନ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ।ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଲେଣ୍ଡିରିଜୋର୍ ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ, ଝାଡ୍ରାଜିଙ୍ଗ ଆଶ୍ରମ ସ୍କୁଲ୍ ପରିଦର୍ଶନ କରିଥିଲେ ।ଅନୁସୂଚିତ ଜନଜାତି ଓ Continue Reading



