ଯାଜପୁର, ୨୬/୭ : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କନିକାପଡାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ପ୍ରେମ ପାଇଁ ଝିଅ ପରିବାର ଲୋକଙ୍କୁ ଖାଦ୍ୟରେ ବିଷ ଦେଇଥିବା ଅଭିଯୋଗ ହୋଇଛି । ଶିଶୁକନ୍ୟା ସହ ପରିବାରର ୬ ଜଣ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।ସୂଚନା ଅନୁସାରେ, ଗତ ୬ ମାସ ପୂର୍ବରୁ ଉମାକାନ୍ତଙ୍କ ଝିଅ ପରିବାର ଲୋକଙ୍କ ଅନିଚ୍ଛାରେ ସୁକିନ୍ଦା ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରି ଘରୁ ଫେରାର […]Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୨୬/୭ : ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି ।ଖୋର୍ଦ୍ଧା ଜିଲ୍ଲା ରାଜଧାନୀ ପରିସର ଭୁକ୍ତ ହୋଇ ଥିବାରୁ ଦିବସକୁ ଆକର୍ଷଣୀୟ ଭାବେ ପାଳନ କରିବା ନିମନ୍ତେ ଅଧ୍ୟକ୍ଷ ସମସ୍ତଙ୍କ ମତାମତ ଲୋଡିଥିଲେ Continue Reading
ବରଦା ଦାସଙ୍କ ରିପୋର୍ଟକଟକ,୨୬/୭: ମାଉଣ୍ଟ ଆବୁ ରୁ ଆସିଥିବା ବ୍ରହ୍ମା କୁମାରୀ ପ୍ରଭା ଙ୍କୁ ଗତ କାଲି ସନ୍ଧ୍ୟାରେ ବକ୍ସିବଜାର ବି କେ କେନ୍ଦ୍ର ଠାରେ ବି କେ ଝୁନୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଧନା କରିଥିଲେ ।ଗୁରୁବାର ଭୋଗ ଲାଗିବା ଓ ଧ୍ୟାନ ପରେ ବି କେ ପ୍ରଭା ମୁରଲୀ ପଢ଼ାଇ ଥିଲେ । ଉପସ୍ଥିତ ବହୁ ଭାଇ ଭଉଣୀ ମାନେ ମୁରଲୀ ଶୁଣିଥିଲେ ।ବି କେ ପ୍ରଭା ଯିଏ କି ରାମାୟଣ ସିରିଏଲ […]Continue Reading
ଭୁବନେଶ୍ୱର,୨୫/୭:ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଇଛନ୍ତି। ସେ କହିଛନ୍ତି, ସବୁ ଘରକୁ ଘର ଜଳ ବ୍ୟବସ୍ଥା ହୋଇଛି। ଅଗଷ୍ଟରେ ୨୧, ସେପ୍ଟେମ୍ବରରେ ୧୧ ଓ ଡିସେମ୍ବରରେ ୨୨ଟି ପ୍ରକଳ୍ପ ଶେଷ ହେବ।ଏବର୍ଷ ୨୦ ହଜାର ୮୯୧ଟି ନଳକୂପ ଖନନ ହୋଇଛି। ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୭ହଜାର ୫୭୦ ନଳକୂପ ଖୋଳାଯାଇଛି। ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସଂପୂର୍ଣ୍ଣ ହେବ। ଏଜେନ୍ସି ପାଇଁ ସବୁଦିନ ପେନାଲ୍ଟି ରହୁଛି, ବିଳମ୍ବ Continue Reading
ଭୁବନେଶ୍ୱର,୨୫/୭: ଲୋକସେବା ଭବନରେ ଶୁକ୍ରବାର ଓଡ଼ିଶା ଟେକ୍ସର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ୬ଟି ଟେକ୍ସଟାଇଲ ପାର୍କର ମଧ୍ୟ ଉଦ୍ଘାଟନ କରିଛନ୍ତି। ବଲାଙ୍ଗୀର, ଜଗତସିଂହପୁର, କେନ୍ଦୁଝର, ସମ୍ବଲପୁର, କଟକ ଏବଂ ଗଞ୍ଜାମ ଜିଲାରେ ଟେକ୍ସଟାଇଲ ପାର୍କ ଉଦ୍ଘାଟିତ ହୋଇଛି।ରାଜ୍ୟରେ ୧୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରହିଥିବାବେଳେ ୨୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ମଧ୍ୟ ସମ୍ଭାବନା ରହିଛି। ବୟନ କ୍ଷେତ୍ରରେ Continue Reading
ଭୁବନେଶ୍ୱର,୨୫/୭: ରାଜ୍ୟର ବିଭିନ୍ନ ଜିଲାରେ ଲଘୁଚାପ ଜନୀତ ବର୍ଷା ଲାଗି ରହିଥିବା ବେଳେ ବଡ଼ ଘୋଷଣା କରିଛି ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜର ସବୁ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି।ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେ ସବୁ ଜିଲା ହେଉଛି ମୟୁରଭଞ୍ଜ, କେନ୍ଦୁଝର, […]Continue Reading
କୋରାପୁଟ,୨୫/୭ : ଜୟପୁର ଫରେଷ୍ଟ ରେଞ୍ଜର ଡେପୁଟି ରେଞ୍ଜର ଓ ଚାର୍ଜ ରେଞ୍ଜର ରାମଚନ୍ଦ୍ର ନାୟକଙ୍କ ବିରୁଦ୍ଧରେ ଆୟବହିର୍ଭୂତ ସମ୍ପତ୍ତି ଧରିବାର ଗମ୍ଭୀର ଅଭିଯୋଗ ଉପରେ ଓଡ଼ିଶା ଭିଜିଲାନ୍ସ ଆଜି ବଡ଼ ପଦକ୍ଷେପ ନେଇଛି।ସକାଳ ୯:୪୧ରୁ ଜୟପୁର ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଏକସଙ୍ଗେ ଘର ଚଢ଼ାଉ ଚାଲିଛି। ଏହି ରେଡ଼ରେ ଏପର୍ଯ୍ୟନ୍ତ ୩.୫ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି।ଓଡ଼ିଶା ଭିଜିଲାନ୍ସ ଦଳ, ଯେଉଁଥିରେ ୬ ଡିଏସପି, ୫ ଇନ୍ସପେକ୍ଟର, ୯ ଏଏସଆଇ ଓ ଅନ୍ୟାନ୍ୟ Continue Reading
By Mahendra Darjee Bhubaneswar, July 24: A major accident was narrowly averted after the Mahima Gosain Express (Sambalpur–Shalimar Express-20831) derailed on Thursday morning near Sambalpur City Station. The mishap took place at around 9.22 am when the rear trolley of a general coach, located next to the guard van, went off the tracks while the […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୭ : ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବମ ସୁକନ୍ୟା ସମୃଦ୍ଧି ଯୋଜନା ର ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଧରିତ୍ରୀ ପ୍ରଧାନ ପ୍ରାକ ସୂଚନା ପ୍ରଦାନ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ଏବମ ସ୍ୱଳ୍ପ ସଞ୍ଚୟ କିପରି ବଡ ଧନ ରାଶି ରେ ପରିଣତ ହୋଇଥାଏ […]Continue Reading
By Ganesha Kumar Raju Paralakhemundi, Jul 24 : An awareness programme was organized today at M.R. Boys’ High School , Paralakhemundi, by the District Legal Services Authority (DLSA), Gajapati. The event focused on the Sexual Harassment of Women at Workplace (Prevention, Prohibition and Redressal) Act (commonly known as the POSH Act) and sensitization on Continue Reading




