ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨/୩ : ଖୋରଧା ଆଦର୍ଶ ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଟ୍ରକ୍ରୁ ୩୦ଟନ୍ ଗୋରୁ ଚମଡ଼ା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ।ଏଥିରେ ସମ୍ପୃକ୍ତି ନେଇ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଟ୍ରକ୍ (ଏପି୩୯ ୱାଇଡି ୫୩୫୬) କୁ ଜବତ କରିଛି। ଗିରଫଦ୍ୱୟ ହେଲେ ଆନ୍ଧପ୍ରଦେଶ ବି. କୋଥାକୋଟ ଚିତୋର ଅଞ୍ଚଳର ରିୟାଜ ଏବଂ ୱାସିମ। ଏହି ଚମଡ଼ା ଆନ୍ଧପ୍ରଦେଶରୁ କୋଲକାତା ଚାଲାଣ […]Continue Reading




