Home Posts tagged ODISHA (Page 176)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୬ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ଜନମାନସର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ଭାଇକାଲ ଆର୍ଥରାଇଟ୍ସ ଅପେରସନ ନିମିତ୍ତ ଗତକାଲି ମୁମ୍ବାଇ ଯାଇଥିବାବେଳେ ଆସନ୍ତାକାଲି ମୁମ୍ବାଇସ୍ଥ କୋକିଳାବେନ ହସ୍ପିଟାଲରେ ତାଙ୍କର ଅପରେସନ ହେବ ।ଏଣୁ ଆଜି ପୁରୁଣାକଟକ ଅଞ୍ଚଳବାସୀଙ୍କ ପକ୍ଷରୁ ଆଡଭୋକେଟ ରବି ପ୍ରଧାନ ପୂର୍ବତନବ୍ଲକଉପାଧକ୍ଷ ପଙ୍କଜ ସାହୁ ପୂର୍ବତନ ସରପଞ୍ଚ ସୁଶାନ୍ତ ପ୍ରଧାନ ସରପଞ୍ଚ ସଙ୍ଘ ସଭାପତି ନିହାର Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୧/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ନିକଟସ୍ଥ ଅଞ୍ଚଳରେ ଥିବା ସେଞ୍ଚୁରିଆନ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ (ସିୟୁଟିଏମ:) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ ହଲରେ ଅନ୍ତର୍ଜାତୀୟ ଯୋଗ ଦିବସ-୨୦୨୫ ପାଳିତ ହୋଇଯାଇଛି ।ଏହି ଅବସରରେ ସକାଳ ୬ ଟା ରେ ରିପୋର୍ଟିଂ ଏବଂ ସଭା ସହିତ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ଉଦଘାଟନ ଏବଂ ଦୀପ ପ୍ରଜ୍ଜ୍ୱଳନ ଉତ୍ସବ ଅନୁଷ୍ଠିତ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୧/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶନିବାର ସକାଳ ୬ଟାରୁ ସମବେତ ପ୍ରାର୍ଥନା ଗାନ ସହ ହରିତ୍ ଯୋଗ ଦିବସ ପାଳନ ହୋଇ ଯାଇଛି।ଉକ୍ତ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ଦଣ୍ଡପାଣି ଭୂୟାଁ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ଅରୁନ୍ଧତୀ ପ୍ରଧାନ, Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୧/୬ : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଗଜପତି ଜିଲ୍ଲା ଅବକାରୀ ବିଭାଗ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି ।ଆଜିର ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ Continue Reading
Odisha News
ଭୁବନେଶ୍ୱର, ୨୦/୬ : ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜନତା ମୈଦାନରେ ସେ ସମ୍ବୋଧନ ଦେଇ ମହାପ୍ରଭୁଙ୍କ କଥା କହିଛନ୍ତି । ସେ କହିଛନ୍ତି, ‘କାନଡ଼ା ଗସ୍ତରେ ଥିଲାବେଳେ ଟ୍ରମ୍ପ ଆମେରିକା ଯିବାକୁ ମତେ ନିମନ୍ତ୍ରଣ କରିଥିଲେ। ହେଲେ ମୁଁ କହିଲି ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି। ଜଗନ୍ନାଥଙ୍କ ଧାମକୁ ଯିବାର ଅଛି, ଆମେରିକା ଯାଇ ହେବନି। ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି’।ମୋଦୀ Continue Reading
Odisha News
ଭୁବନେଶ୍ୱର, ୨୦/୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଶୁକ୍ରବାର ଅପରାହ୍ନରେ ଓଡ଼ିଶାରେ ପହଁଚିଛନ୍ତି । ଭୁବନେଶ୍ୱର ବିଜୁ ପଟ୍ଟାନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ଭବ୍ୟ ରୋଡ୍ ଶୋ କରିଛନ୍ତି ମୋଦୀ । । ବିମାନବନ୍ଦରୁ ଜନତା ମଇଦାନ ଯାଏଁ ପୁରା ଲୋକାରଣ୍ୟ ହୋଇଯାଇଛି ।ମୋଦୀ ନାରା, ହୁଳହୁଳି, ବାଜାର ତାଳରେ କମ୍ପିଛି ରାଜଧାନୀର ରାଜରାସ୍ତା । ମୋଦୀଙ୍କ ସ୍ୱାଗତ ପାଇଁ ପ୍ରାୟ ୨୮ଟି ସ୍ଥାନରେ ସାଂସ୍କୃତିକ Continue Reading
Odisha News
ଭୁବନେଶ୍ୱର,୨୦/୬: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଥିବା ସ୍ବର୍ଗତ ନବ ଦାସଙ୍କ ଘରେ ଶୁକ୍ରବାର ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ଅଧିକାରୀମାନେ ଝାରସୁଗୁଡ଼ା ସ୍ଥିତ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ଜାରି ରଖିଛନ୍ତି।ଏପରିକି ଗୁରୁବାର ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଥିଲା। ଏକାଥରକେ ୨୦ରୁ ଅଧିକ ସ୍ଥାନରେ ରେଡ କରାଯାଉଥିଲା। ଆୟକର ଠକେଇ ନେଇ ଅଭିଯୋଗ ହେବା ପରେ ଏହି ରେଡ୍ ଜାରି ରହିଛି।ସୂଚନାଯୋଗ୍ୟ, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୦/୬ : ଗୁରୁବାର ଦିନ ଦିବା ୧ ଘଟିକା ସମୟରେ ବୌଦ୍ଧ ବ୍ଲକ ବ୍ରାମ୍ହଣୀ ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ବାହନ ରଥକୁ ସ୍ବାଗତ କରା ଯାଇଥିଲା ।ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ରଥକୁ ସ୍ବାଗତ କରିବା ସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ମାନଙ୍କୁ ସହାୟତା ବଣ୍ଟନ ଓ ଚାଷୀ ମାନଙ୍କୁ କିଶାନ କ୍ରେଡିଟ କାର୍ଡ ବଣ୍ଟନ କରିଥିଲେ ।ଉକ୍ତ ଅବସରରେ […]Continue Reading
Odisha News
ଭୁବନେଶ୍ୱର,୧୯/୬: ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ରାଜନୀତି ହଇଚଇ ସୃଷ୍ଟି ହୋଇଛି । ଦୁଇ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ ଘନ ଘନ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି । ସେପଟେ ଅଖିଳ ଭାରକୀୟ କଂଗ୍ରେସ କମିଟି ଘଟଣାର ତଦନ୍ତ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛି ।ଜାତୀୟ ସ୍ତରର ୫ ଜଣିଆ ମହିଳା ସଦସ୍ୟ କମିଟି ତଦନ୍ତ କରିବେ । କମିଟିରେ ଅଛନ୍ତି ଆବାହକ ଦୀପା ଦାସମୁନସୀ, ୩ ଜଣ ସାଂସଦ […]Continue Reading
Odisha News
ଭଦ୍ରକ, ୧୯/୬ : ମାମୁ ଘରକୁ ଆସିଥିବା ବେଳେ ପୋଖରୀରେ ବୁଡ଼ିଗଲେ ଦୁଇ ଶିଶୁ କନ୍ୟା। ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣିଡ଼ିହି ଥାନା ଭୁଟାନାସିରେ ଗାଁରେ ଘଟିଛି ଏହି ଘଟଣା।ମୃତ ଶିଶୁ କନ୍ୟା ଦ୍ୱୟଙ୍କ ନାଁ ଚାନ୍ଦିନୀ ମଣ୍ଡଳ (୬) ଓ ନନ୍ଦିନୀ ମଣ୍ଡଳ (୪)। ସେମାନଙ୍କ ନିଜ ଘର ଚାନ୍ଦବାଲି ବ୍ଲକ କରଣପଲ୍ଲୀ ଗାଁରେ। ସେମାନଙ୍କ ବାପାଙ୍କ ନାଁ ରତନ ମଣ୍ଡଳ।ଚାନ୍ଦିନୀ ଓ ନନ୍ଦିନୀଙ୍କ ମାମୁଙ୍କ ଦେହ ଭଲ ନଥିଲା। ସେଥିପାଇଁ ତାଙ୍କୁ ଦେଖିବାକୁ ସେମାନଙ୍କ […]Continue Reading