ଭୁବନେଶ୍ୱର, ୧୯/୯ : ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ୧୯ ଛାତ୍ରୀ ନିର୍ଯ୍ୟାତନା ର ଶିକାର ହୋଇଛନ୍ତି। ଶାରୀରିକ, ମାନସିକ ଓ ଯୌନ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ।୬ ଜଣଙ୍କୁ ଯୌନ ନିର୍ଯ୍ୟାତନା ଓ ୯ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ହୋଇଛି। ୨ ଛାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତଥ୍ୟ ପ୍ରଦାନ କରିଛନ୍ତି। ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି Continue Reading
ଭୁବନେଶ୍ବର, ୧୯/୯ : ‘ନୂଆ ଓ’ରେ ୨୬୧ କୋଟି ଉଡ଼ାଇଥିଲେ ବିଜେଡି ସରକାର। ଏନେଇ ଆଜି ବିଧାନସଭାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ନୂଆ ଓ’ କାର୍ଯ୍ୟକ୍ରମରେ ପାଣି ଭଳି ଟଙ୍କା ଉଡ଼ାଇଥିଲା ପୂର୍ବ ବିଜେଡି ସରକାର। କେବଳ ଟି – ସାର୍ଟ ବାଣ୍ଟି ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର। କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟର୍ୟ୍ୟକ୍ରମରେ ଖର୍ଚ୍ଚ ହୋଇଥିଲା ୯୨ କୋଟି ଟଙ୍କା। ତେଣେ ଜିଲ୍ଲା Continue Reading
ଭୁବନେଶ୍ୱର, ୧୯/୯ : ଏଣିକି ଗୋଟିଏ ଜାଗାରେ ରହିପାରିବେନି ରାଜସ୍ୱ ବିଭାଗ କର୍ମଚାରୀ । ୩ ବର୍ଷ ଧରି ଥିବା ରାଜସ୍ୱ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସେକ୍ସନ ଅଫିସର, ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କ ସହ ଆର୍ଆଇ, ସହକାରୀ ଆର୍ଆଇ, ଅମିନଙ୍କର ବଦଳି Continue Reading
ରାୟଗଡ଼ା,୧୯/୯ : ରାୟଗଡ଼ା ଜିଲ୍ଲା କାଶୀପୁର ଫରେଷ୍ଟ ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି ।ଆୟର୍ବହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଥିବା ସୂଚନା ମିଳିଛି। ରେଞ୍ଜର ସାହୁ ଦୁର୍ନୀତି କରିବା ଏବଂ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ପାଇ ବହୁ ଦିନରୁ ଭିଜିଲାନ୍ସ ସ୍କାନରରେ ଥିଲେ। ବିଭିନ୍ନ ତଥ୍ୟ ସଂଗ୍ରହ ପରେ ଶୁକ୍ରବାର ଭୋର ପ୍ରାୟ ୬ .୩୦ ମିନଟ୍ ସମୟରୁ ଚଢ଼ାଉ ଆରମ୍ଭ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୯/୯: ପୂର୍ବତଟ ରେଳପଥର ଖୋଦ୍ଧାରୋଡ୍ ରେଳମଣ୍ଡଳ ଖୋର୍ଦ୍ଧାରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ୍ ମଧ୍ୟରେ ଥିାବା ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ବୁଧବାର ଉଦ୍ଘାଟିତ ହୋଇଯାଇଛି।କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉଦ୍ଘାଟନ କରି କହିଛନ୍ତି ଯେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍ର ତରାବୋଇରେ ନୂତନ ପାସେଞ୍ଜର ହଲ୍ଟ ବହୁ ପ୍ରତୀକ୍ଷିତ ସୁବିଧା ତରାବୋଇ ଏବଂ ଆଖପାଖ Continue Reading
By Tapaswini Sahoo Pathapur, Odisha, Sep 18 : Bajaj Finance Ltd., India’s largest Non-BankingFinancial Company(NBFC) in the private sector, and part of Bajaj Finserv, today organized its Financial Literacy programme, titled ‘Arthsutra Samvad’ at Pathapur Gram Panchayat Bhawan, Pathapur, Odisha. The pan-India programme aims to further financial inclusion across villages and Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୮/୯ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ନେଳିଆ ପୋଖରୀ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ନଡ଼ିଆ ତୋଳୁଥିବା ସମୟରେ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ ।ନଡ଼ିଆ ଗଛରେ ଲାଖି ରହିଥିବା ଯୁବକ ହେଲେ ଜିତୁ ପରିଡ଼ା । ସେ ତାଙ୍କ ପରିବାରର ଏକମାତ୍ର ରୋଜଗାର ବ୍ୟକ୍ତି ଥିଲେ । ଘଟଣା ସମ୍ପର୍କରେ ବୋଲଗଡ଼ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।ଖବର […]Continue Reading
ଭୁବନେଶ୍ୱର,୧୮/୯: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାମ୍ବାଦିକ ସାଜି ବୁମ୍ ଧରି ପ୍ରଶ୍ନ ପଚାରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ। ପ୍ରଭାତୀଙ୍କୁ ଆଜିର ବିଧାନସଭା ପରିସରରେ ଯେଉଁ ଚନ୍ଦନ ଗଛ ଲଗାଇଲେ ଏନେଇ ସମାଜକୁ କ’ଣ ବାର୍ତ୍ତା ଦେବାକୁ ଚାହିଁବେ ବୋଲି କନକବର୍ଦ୍ଧନ ପ୍ରଭାତୀଙ୍କୁ ପ୍ରଶ୍ନ ପଚାରିଥିଲେ।ଅନ୍ୟପକ୍ଷରେ ପାଖରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଏହି ଦୃଶ୍ୟ ବେଶ୍ ହାସ୍ୟରୋଳ ସୃଷ୍ଟି କରିଥିବା ଭିଡିଓରେ ଦେଖିବାକୁ ମିଳିଛି।Continue Reading
ଭୁବନେଶ୍ୱର, ୧୮/୯ : ଯାହା ଆଶା କରାଯାଉଥିଲା ତାହାହିଁ ହୋଇଛି । ଦୀର୍ଘ ଦେଢ଼ ବର୍ଷର ବିଜେପି ସରକାର ପରେ ଆସିଛି ଅନାସ୍ଥା ପ୍ରସ୍ତାବ ।ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ମୋହନ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବିଧାନସଭା ସଚିବଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି ।ଅନେକ ଅଭିଯୋଗ ଆଣି କଂଗ୍ରେସ ଅନାସ୍ଥା ଆଗତ କରିଛି । ନିୟମ ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ ପାଇଁ ୧୫ […]Continue Reading
ଭୁବନେଶ୍ୱର, ୧୮/୯ : ଯେଉଁ ସୁଭଦ୍ରା ହିତାଧିକାରୀ ୬୦ ବର୍ଷ ହୋଇଯାଇଥିବା ସେମାନଙ୍କୁ ଏଣିକି ବାର୍ଦ୍ଧକ୍ୟା ଭତ୍ତା ପ୍ରଦାନ କରାଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ଚିଠି କରାଯାଇଛି । ଚିଠି ମୁତାବକ ମଧୁବାବୁ ପେନସନ ଯୋଜନା (ଏମବିପିୱାଇ) ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି)ରେ ସୁଭଦ୍ରା ହିତାଧିକାରୀଙ୍କୁ ସାମିଲ କରାଯିବ ।ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା Continue Reading




