ପ୍ରସନ୍ନ କୁମାର ପାଇକରାୟଙ୍କୁ ରିପୋର୍ଟଖୋର୍ଦ୍ଧା, ୪/୧୦ : ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇ ଯାଇଛି ।ମୁଖ୍ୟଅତିଥି ଭାବେ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ ଯୋଗଦେଇ ଖୋର୍ଦ୍ଧା ସଦର ମହକୁମାସ୍ଥ ପୂର୍ତ୍ତ ବିଭାଗ ଡାକବଙ୍ଗଳା ସନ୍ନିକଟ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ Continue Reading
ଭୁବନେଶ୍ୱର, ୪/ ୧୦ : ଭୂସ୍ଖଳନ ପାଇଁ ସରକାର ହେବେ ପ୍ରସ୍ତୁତ ।ଗଜପତି ଜିଲ୍ଲାରେ ଭୂସ୍ଖଳନ ପରେ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଭୂସ୍ଖଳନ ପାଇଁ ସରକାର କରିବେ ମାଷ୍ଟର ପ୍ଲାନ୍ । ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡିକ ଚିହ୍ନଟ କରାଯିବ ।ଭୂସ୍ଖଳନ ରୋକିବା ପାଇଁ ପଦକ୍ଷେପ ନେବେ ସରକାର । ଯେମିତି ପଥର ଖସି ଲୋକଙ୍କର ମୃତ୍ୟୁ ହେବ ନାହିଁ । ଓଡ଼ିଶାରେ ଭୂସ୍ଖଳନ […]Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୪/୧୦ : ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ତଥା ଅନ୍ତଃରାଷ୍ଟ୍ରୀୟ ଅହିଂସା ଦିବସ ପାଳନ ହୋଇଯାଇଛି। ପ୍ରଥମେ ଗାନ୍ଧୀଜୀଙ୍କର ପ୍ରତିମୂର୍ତ୍ତିରେ ମାର୍ଲ୍ୟାପଣ କରାଯାଇ, ବାପୂଜୀଙ୍କର ପ୍ରିୟ ଭଜନ “ରଘୁପତି ରାଘବ ରାଜାରାମ” ଗାନ କରାଯାଇଥିଲା।ପରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଗଦାଧର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭାର Continue Reading
ଭୁବନେଶ୍ୱର,୪/୧୦: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ୍ସରେ ସୂଚନା ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ବିଭିନ୍ନ ସାଂଗଠନିକ ବିଷୟ ଉପରେ ଆଲୋଚନା ହୋଇଛି।ରାଜନୈତିକ ସ୍ଥିତି ଓ ଭବିଷ୍ୟତର କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ମଧ୍ୟ କରିଛନ୍ତି। ଏହି ସମୟରେ ଭାଜପା ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମର ମଧ୍ୟ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୪/୧୦ : ବରେଣ୍ୟ ମାଟି ଖୋର୍ଦ୍ଧା ଗଡରେ ଜନ୍ମିତ କବି ଚୈତନ୍ୟ ପ୍ରସାଦ ବେହେରା ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭା ବୋଲି ଖୋର୍ଦ୍ଧାର ଶ୍ୟାମା ମାଧବ ପାଠାଗାରରେ ଅନୁଷ୍ଠିତ ତାଙ୍କର ୬୦ତମ ଜନ୍ମ ଜୟନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବି ତଥା ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମତବ୍ୟକ୍ତ କରି କହିଥିଲେ ଯେ ଚୈତନ୍ୟ ପ୍ରସାଦ ଏକାଧାରରେ ଜଣେ କବି, ଗୀତିକାର, କଣ୍ଠଶିଳ୍ପୀ, ସଂଗୀତ […]Continue Reading
ଭୁବନେଶ୍ୱର, ୪/୧୦ : ପୁଲିସ ଏସ୍ଆଇ ପରୀକ୍ଷା ମହାଦୁର୍ନୀତିର ଗୁମର ଖୋଲିବା ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ମିଳିଲା ଏସଆଇ ପରୀକ୍ଷାର ତଦନ୍ତ ଦାୟିତ୍ବ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ। ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆ । ଏହି କେଳେଙ୍କାରୀରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ ବଢ଼ିଲାଣି Continue Reading
ଭୁବନେଶ୍ୱର, ୪/୧୦ : ଆଜି ରାଜ୍ୟରେ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା। ସେହିପରି ବିଜୁଳି, ଘଡ଼ଘଡ଼ି ପାଇଁ ୨୦ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ। ଏପରିକି ପବନ ୫୦ରୁ ୬୦ ବେଗରେ ବୋହିବା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ ଆଜି ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏହାସହିତ ଉତ୍ତରପୂର୍ବ ଆରବସାଗରରେ ବାତ୍ୟା ‘ଶକ୍ତି’ କେନ୍ଦ୍ରୀଭୂତ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ତେବେ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୩/୧୦ : ଭାରତର ମୂଳପିଣ୍ଡ ,ଭାରତର ଐତିହ୍ୟ ଓ ସଂସ୍କୃତିର ପରିଚାୟକ ହେଉଛନ୍ତି ଜନଜାତି। ଯାହାଙ୍କର ବିକାଶରେ ଆଜିର ବିକଶିତ ଭାରତ ପରିକଳ୍ପନା।ଏହି ବିକଶିତ ଭାରତ ର ଉଦ୍ଘୋଷଣା ରେ ଏକ ଅଭିନବ ପ୍ରୟାସ ହେଉଛି “ଆଦି କର୍ମଯୋଗୀ” କାର୍ଯ୍ୟକ୍ରମ । ଯେଉଁ କାର୍ଯ୍ୟକ୍ରମ ର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ମୂଳ ଆଦିବାସୀ ମାନଙ୍କର ଜୀବନ ଶୈଳୀ ରେ ଆସିଥିବା ପରିବର୍ତ୍ତନ ଓ ଆଗାମୀ ଭବିଷ୍ୟତର ସେମାନଙ୍କର ଲକ୍ଷ୍ୟକୁ Continue Reading
ଭୁବନେଶ୍ୱର , ୩/୧୦ : ଓଡ଼ିଶା ପୋଲିସ ରିକ୍ର୍ୟୁଟମେଣ୍ଟ ବୋର୍ଡ ଦ୍ୱାରା ପରିଚାଳିତ ଏସ୍ଆଇ ପରୀକ୍ଷା କେଳେଙ୍କାରୀରୁ ନେଇ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି ।ପରୀକ୍ଷା ଜାଲିଆତି ନେଇ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ୟାଳୟ (ସିଏମ୍ଓ)ରେ ଖବର ପହଁଚିଥିଲା ବୋଲି ଚର୍ଚ୍ଚା ହେଉଛି । ସିଏମ୍ଓରୁ ବ୍ରହ୍ମପୁର ଏସପିଙ୍କ ନିକଟକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି ।ତେଣୁ କେହି ଜଣେ ଏହି ଡିଲ୍ ବିଷୟରେ ସୂଚନା ପାଇ ସିଏମ୍ଓକୁ Continue Reading
By Tapaswini Sahoo Bhubaneswar, Sep 3: Levi’s, a pioneering global denim and casual wear brand, proudly announces the grand relaunch of its flagship store in Janpath, Bhubaneswar. This revamped retail destination promises to redefine the city’s fashion landscape with an immersive shopping experience showcasing the latest men’s and women’s Continue Reading




