Home Posts tagged ODISHA (Page 152)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧/୨: ବୋଲଗଡ଼ ଚିଡିଓ ସୁମନ ସୁଧା କୁଣ୍ଡୁ ବିଭିନ୍ନ ଉନ୍ନୟନମୂଳକ ପାଣ୍ଠିର ଅର୍ଥ ଆତ୍ମସାତ୍ କରିଛନ୍ତି ବୋଲି ଜନପ୍ରତିନିଧି ମାନେ ଅଭିଯୋଗ ଆଣିଛନ୍ତି।ଏଥିସହ ବିଡିଓଙ୍କ ମନମୁଖ କାର୍ଯ୍ୟ, ଜନପ୍ରତିନିଧିଙ୍କୁ ଅଣଦେଖା, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଅନୁପସ୍ଥିତି, ଦେଶର ସମ୍ବିଧାନ ପ୍ରତି ଅସମ୍ମାନ କରିଥିବା ଅଭିଯୋଗ ଆଣି ବ୍ଲକ ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନଙ୍କ ନେତୃତ୍ୱରେ ଏକାଧିକ ସରପଞ୍ଚ, ସମିତି ସଭ୍ୟ Continue Reading
Odisha News
ଭୁବନେଶ୍ୱର, ୩୧/୧ : କଶିକେଶ ନାରାୟଣ ସିଂହଦେଓ ବିଜେଡ଼ିର ନୂତନ ହିତାଧିକାରୀ ହେବା ଉପରେ ଚର୍ଚ୍ଚା ଜୋର୍ ଧରିଛି । ଏହି ଚର୍ଚ୍ଚାକୁ ବଢ଼ାଇ ଦେଇଛି କଳିକେଶ ଓ ନବୀନଙ୍କ ଭେଟଘାଟ । ନୂତନ ନେତୃତ୍ୱ ଚର୍ଚ୍ଚା ଉପରେ ନିଜେ କଳିକେଶ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।କଳିକେଶ ଆଜି ନବୀନ ନିବାସ ଦଳର ସୁପ୍ରିମୋଙ୍କୁ ଭେଟିଛନ୍ତି । ଏହା ପରେ କଳିକେଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି […]Continue Reading
Odisha News
ଭୁବନେଶ୍ୱର, ୩୧/୧ : ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ ସମବାୟ ନୀତିକୁ ମଞ୍ଜୁରୀ ମିଳିଛି । ଶନିବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଅନୁମୋଦିତ ହୋଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।ମୁଖ୍ୟ ଶାସନ ସଚିବଙ୍କ ସୂଚନା ମୁତାବକ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପୂର୍ବ କ୍ୟାବିନେଟରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୧/୧ : ବୌଦ୍ଧଜିଲ୍ଲା ହାବିଲଦାର ଓ କନେଷ୍ଟବଲ ସଂଘର ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଉତ୍ସବ ବୌଦ୍ଧ ଟାଉନହଲ ଠାରେ ସନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସଭାପତି ଭାବରେ ବୁଲୁ କୁମାର ମିଶ୍ର, ଉପସଭାପତି ଭାବରେ ଆଲୋକ ସିଂ କହଁର,ସଂପାଦକ ଭାବରେ ରଂଜିତ କୁମାର ପଣ୍ଡା, ସହସଂପାଦକ ଭାବରେ ଷଣ୍ଢେଶ୍ୱର କର୍ଣ୍ଣ, ସହ ସଂପାଦକ , କୋଷାଧ୍ୟକ୍ଷ ଯୋଶବନ୍ତ ପ୍ରଧାନ, ସଦସ୍ୟ ଭାବରେ Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର, ୩୧/୧ : ରାୟଗଡ଼ା ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ପି.ଏମ୍. ଶ୍ରୀ ସରକାରୀ ଏସ ଏସ୍ ଡ଼ି ଉଚ୍ଚ ବିଦ୍ୟାଳୟ ଚନ୍ଦ୍ରପୁର ପରିସରରେ ବହୁ ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗୁଣପୁର ବିଧାୟକ ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କଇନ କିମ୍ବାକା, ଜିଲ୍ଲା ପରିଷଦ ସଦସ୍ୟ ସୁଜିତ୍ ବ୍ରେକବେଡା, ଚନ୍ଦ୍ରପୁରର ସରପଞ୍ଚ ରଞ୍ଜିତା Continue Reading
Odisha News
ଗଣେଶ ରାଜୁଙ୍କ ରିପୋର୍ଟଗଜପତି, ୩୧/୧ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଟେକ୍ନୋଲୋଜି ଏବଂ ପରିଚାଳନା ଶିକ୍ଷାନୁଷ୍ଠାନ ୨୦୨୬ରେ ଏହାର ପାରଳାଖେମୁଣ୍ଡି କ୍ୟାମ୍ପସରେ ସେଭ ଫୁଲ୍ ଇଣ୍ଡିଆ ଆପ୍ ଲଞ୍ଚ ସଫଳତାର ସହିତ ଆୟୋଜିତ ହୋଇଥିଲା ।ଯାହା ସ୍ଥିରତା, ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ନବସୃଜନ-ନେତୃତ୍ୱାଧୀନ ସାମାଜିକ ପ୍ରଭାବକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।୨୭ ଜାନୁଆରୀ ୨୦୨୬ରେ Continue Reading
Odisha News
କଟକ, ୩୦/୧: ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଅନୁଭବଙ୍କ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ଚାଲିବ ଯୌତୁକ ନିର୍ଯଶାତନା ମାମଲା। ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ ହାଇକୋର୍ଟ କାଏମ ରଖିଛନ୍ତି।ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ବର୍ଷା ଏତଲା ଦେଇଥିଲେ। ଅନୁଭବ ଓ ସହଯୋଗୀ ଖଗେଶ୍ୱରଙ୍କ ହେବ ବିଚାର। ପୁରୀଘାଟ ଥାନାରେ ନିର‌୍ୟାତନା ମାମଲା ହୋଇଥିଲା।ବର୍ଷା ଅନୁଭବଙ୍କ ଘରେ ଥିବା ବେଳେ ମାନସିକ ନିର‌୍ୟାତନା Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩୦/୨: ନୟାଗଡ଼, ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦ୍ଦେଶ ରେ ସଚିବ , ଅଞ୍ଜଳି ମଛଖଣ୍ଡ ଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ସେବା ଅନୁଷ୍ଠାନ, ନୟାଗଡ଼ ଠାରେ ଶତାଧିକ କିନ୍ନର ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଯାଇଛି ।ପ୍ରାରମ୍ଭରେ, ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର୍ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏହାକୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୩୦/୧: ଜଟଣୀ ଅନ୍ତର୍ଗତ କୁଶମାଟି ଛଣଘର ପଞ୍ଚାୟତରେ ଅବସ୍ଥିତ ପ୍ରଗତି ଯୁବକ ସଙ୍ଘର ୫୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପଂଚାୟତ ଅନ୍ତର୍ଗତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ତଥା କୁଶମାଟି ଛଣଘର ପି.ଏମ.ଶ୍ରୀ. ଉଚ୍ଚ ବିଦ୍ୟାଳୟ, ଗୋପୀନାଥପୁରୁ , ଓଗରସୁଆଁ ପ୍ରାଥମିକ ବିଦ୍ୟାଳୟ, ଓଡ଼ିଶା ବ୍ରିଗ୍ରେଡ ସ୍କୁଲ ଏବଂ କିଶୋର କଳା ସଂସଦର ଛାତ୍ରଛାତ୍ରୀ ମାନେ ବିଭିନ୍ନ ବିଭାଗର ଅନୁଷ୍ଠିତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୯/୧ : ବୌଦ୍ଧ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ୍ ର ତ୍ରି-ଦିବସୀୟ ପ୍ରଶିକ୍ଷଣ ଓ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି, କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ଉଦ୍ଘାଟନ କରିଥିଲେ ।ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଭାସ୍କର ଲେଙ୍କା, କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ Continue Reading