Home Posts tagged ODISHA (Page 15)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୨/୫: ଆଜି ସକାଳ ୮ ଘଟିକାରେ ସ୍ଥାନୀୟ ଗୋଡ଼ି ପୋଖରୀ ଛକ ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ଏହାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଅନୁରାଧା ଭଉଣୀଙ୍କର ସଭାପତିତ୍ବରେ ପବିତ୍ର “ମାତୃ ଦିବସ” ମହା ସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ଗ୍ରାମରେ ଅବସ୍ଥିତ ବ୍ରହ୍ମାକୁମାରୀ ପାଠଶାଳାରୁ ଆସିଥିବା ଶତାଧିକ ମାଆ ମାନଙ୍କୁ ଓ ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ Continue Reading
Odisha News
ଭୁବନେଶ୍ୱର, ୧୧/୫ : ସିଭିଲ୍ ଡିଫେନ୍ସରେ ଯୋଗ ଦେବା ପାଇଁ ଜନସାଧାରଣ ଓ ଯୁବ ସମାଜକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ଯେ,\”ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ।ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ Continue Reading
Odisha News
ମୟୁରଭଞ୍ଜ, ୧୧/୫ : ପଲିଥିନ ବ୍ୟାଗରେ ବନ୍ଧା ହୋଇ ପଡିଛି ତିନି-ଚାରି ମାସର ଶିଶୁର ମୃତ ଦେହ । ଏପରି ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ପୋଲିସ ଷ୍ଟେସନ ଅନ୍ତର୍ଗତ କୁଆଗୋଠଣା ଗ୍ରାମରେ ।ମିଳୁଥିବା ସୂଚନା ମୁତାବକ ରବିବାର ସକାଳ ସମୟରେ ସ୍ଥାନୀୟ ଲୋକ ମାନେ କୁଆଗୋଠଣା ପ୍ରାଥମିକ ବିଧ୍ୟାଳେ ନିକଟରେ ଏକ ପଲିଥିନ ବ୍ୟାଗରେ କିଛି ଶକ୍ତ ଭାବେ ବନ୍ଧା ହୋଇ ପଡିଥିବାର ଦେଖିବାକୁ ପାଇଥିଲେ । ଏହାକୁ ଦେଖିବା ବେଳେ ଏଥିରେ […]Continue Reading
Odisha News
ଓଡ଼ିଶା, ୧୧/୫ : ମାଆ ହେଉଛି ସର୍ବଂସାହା । ମାଆ, ବୋଉ, ମମି, ମମ୍,….ମଣିଷ ଜଣେ କିନ୍ତୁ ସନ୍ତାନର ରୁଚି ଅନୁସାରେ ସେ ଡାକ ଶୁଣେ । ‘ମା’ ରୁ ମାଟି… ‘ଆ’ ରୁ ଆକାଶ । ମାଟିରୁ ଆକାଶ ଯାଏ ଶୁଭେ ତାର ପ୍ରତିଧ୍ଵନି । ତା ବିନା ଜନ୍ମ ନାହିଁ । ତା ବିନା ଅସ୍ତିତ୍ବ ବି ନାହିଁ । ମାଆ ଶବ୍ଦର ତୁଳନା ନାହିଁ କି ବିକଳ୍ପ ବି ନାହିଁ । ମାଆର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୦/ ୫ :ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳରେ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୭୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ଗୋଟିଏ କଳାରଙ୍ଗର ବଜାଜ୍ ପଲସର ୧୫୦ ଯାହାର ନମ୍ବର ଓଡ଼ି -୧୪-୪୦୨୫ କୁ ଜବତ କରିବା ସହିତ ବ୍ୟବସାୟୀ ସୁମନ୍ତ କୁମାର ବାରିକ ଓରଫ ଗୋଧି କୁ ଅବକାରୀ ବିଭାଗର ମୋବାଇଲ ଟିମ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଅବକାରୀ ମୋବାଇଲ ଟିମ ପକ୍ଷରୁ […]Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୦/୫ : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ,ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି।ଏହି ଲୋକ ଅଦାଲତରେ,ଜିଲ୍ଲା କୋର୍ଟ ପରିସରରେ ଥିବା ଜିଲ୍ଲା ନ୍ୟାୟାଳୟର,ଜିଲ୍ଲା ନ୍ୟାୟାଧିଶ ଡ. ପବିତ୍ର ମୋହନ ସାମଲ,ଚେୟାରମ୍ୟାନ,ପି ଏଲ୍ ଏ,(ପି. ୟୁ.ଏସ୍), ଶ୍ରୀଯୁକ୍ତ ବିମଲ କୁମାର ଚାନ୍ଦ,ଜଜ୍ ଫ୍ୟାମିଲି କୋର୍ଟ,ଶ୍ରୀଯୁକ୍ତ ବିକ୍ରମ କେଶରୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୫ : ଶନିବାର ଦିନ ସକାଳ ୯ ଘ. ୩୦ ମି. ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ସାମ୍ଭାବ୍ୟ ଜରୁରୀ କାଳୀନ ପରିସ୍ଥିତି କୁ ନେଇ ସମସ୍ତେ ପ୍ରସ୍ତୁତ ହେବାପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ଏହି ମନୁଷ୍ୟ କୃତ ଦୁର୍ବିପାକ ର ମୁକାବିଲା ପାଇଁ ଆଗକୁ ମକଡ୍ରିଲ, ବ୍ଲାକ ଆଉଟ ପାଇଁ ଆଗୁଆ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ୨୦୨୩ ମସିହାରେ ଏକ ଡକାୟତି ଗ୍ୟାଙ୍ଗ ମନୋଜ ଦଣ୍ଡିଆ ଙ୍କ ଘର ଭିତରେ ପଶି ସୁନା ,ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାର ଶୁଣାଣୀ ଶୁକ୍ରବାର ମାନ୍ୟବର ସହକାରୀ ଦୌରାଜଜ ଙ୍କ ଅଦାଲତରେ ରାୟ ପ୍ରକାଶ କରି ଘଟଣା ରେ ସଂଶ୍ଲିଷ୍ଟ ଥିବା ୮ ଜଣଙ୍କୁ ୭ ବର୍ଷ କାରାଦଣ୍ଡ ସହ ୧୫ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୧୦/୫: ଶୁକ୍ରବାର ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ଅନ୍ତର୍ଗତ ନାଚ଼ୁଣୀ ସ୍ଥିତ ଭାଜପା କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ଭେଟେଶ୍ବର ଗ୍ରା:ପ ଅନ୍ତର୍ଗତ ଭାପୁର ଗ୍ରାମର ବିଜେଡ଼ି କର୍ମୀ ମାନେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ତଥା ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ମାର୍ଗଦର୍ଶନ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି, Continue Reading