Home Posts tagged ODISHA (Page 136)
Odisha News
ଭୁବନେଶ୍ୱର, ୧୮/୮ : ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଖୁବ ଶୀଘ୍ର ସେ ହସ୍ପିଟାଲରୁ ଡିସଚାର୍ଜ ହେବେ ।କିନ୍ତୁ ନବୀନଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଛି । ମେଡ଼ିକାଲରେ ନବୀନଙ୍କୁ ଭେଟିବାକୁ ଉଭୟ ବିଜେପି ଓ କଂଗ୍ରେସ ନେତୃବୃନ୍ଦ ଯାଇଥିବାବେଳେ ସେମାନଙ୍କୁ ଅନୁମତି ନ ମିଳିବାରୁ କ୍ଷୋଭ ପ୍ରକାଶ ପାଇଛି ।ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନବୀନ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ସୋମବାର ବରିଷ୍ଠ ବିଜେଡ଼ି ନେତା ଦେବୀ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୮/୮ : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ସୁକିନ୍ଦା ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର Continue Reading
Odisha News
ଭୁବନେଶ୍ୱର,୧୮/୮: ଆସନ୍ତା ୪ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ। ଭୋଟ ଚୋରି ଅଭିଯୋଗରେ କଂଗ୍ରେସର ଚଇଉ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଭବନରୁ ବାହାରି ନିର୍ବାଚନ କମିଶନ ଯାଏଁ ପଦଯାତ୍ରାରେ ଯିବେ। ରାଜ୍ୟ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଦାସ ଏନେଇ ସୂଚନା ଦେଇଛନ୍ତି ।ଗତ ୭ ତାରିଖରେ ରାହୁଲ ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ କହିଥିଲେ, କର୍ନାଟକର ମହାଦେବପୁରା ନିର୍ବାଚନ ମଣ୍ଡଳରେ ବ୍ୟାପକ ଭୋଟ ଚୋରି Continue Reading
Odisha News
କଟକ,୧୮/୮: ଚଳନ୍ତା ଅଟୋରେ ନାବାଳିକାଙ୍କୁ ଜଣେ ଅଟୋଚାଳକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଅଧାର କରି ଅଭିଯୁକ୍ତ ଅଟୋ ଚାଳକଙ୍କୁ ପୋଲିସ ଗିରଫ କରିଛି।ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ। ଗିରଫ ଅଟୋ ଚାଳକ ଜଗତସିଂହପୁରର ହୋଇଥିବା ସୂଚନା ଦେଇଛନ୍ତି। ତେବେ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ଶିଖରପୁର ନିକଟରେ ଅଟୋରେ ଆସୁଥିବାବେଳେ ନାବାଳିକାଙ୍କୁ ଅଟୋ ଚାଳକ ଜଣକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।Continue Reading
Odisha News
ମାଲକାନଗିରି, ୧୮/୮ : ଓଡ଼ିଶା ସୀମାନ୍ତ ଛତିଶଗଡ଼ ବୀଜାପୁର ଜିଲ୍ଲାରେ ପୁଣି ଥରେ ମାଓବାଦୀଙ୍କ ନାରକୀୟ କାଣ୍ଡ ଦେଖିବାକୁ ମିଳିଛି । ସୋମବାର ସକାଳେ ଏକ ଭୟଙ୍କର ଆଇଇଡି ବିସ୍ଫୋରଣରେ ଜଣେ ଡିଆରଜି ଯବାନ ସହିଦ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ ଯବାନ ହେଲେ ଦିନେଶ ନାଗ ।ଅଧିକାରୀଙ୍କ ସୂଚନା ମୁତାବକ, ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ବିଛାଇଥିଲେ । ସୋମବାର ସକାଳେ ସୁରକ୍ଷାବାହିନୀ ପକ୍ଷରୁ Continue Reading
Odisha News
ଭୁବନେଶ୍ୱର, ୧୮/୮ : ପୁଣି ଭିଜିଲାନ୍ସ ଜାଲରେ ପଡିଲେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ ।ଉକ୍ତ ବାବୁ ଜଣକ ହେଉଛନ୍ତି ଅନୁଗୁଳରେ କାର୍ଯ୍ୟରତ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ଭୁବନେଶ୍ୱର, ରାଉରକେଲା ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମରେ ୮ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି।ଅନୁଗୁଳର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ନାମରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୭/୮ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଜଟଣୀ ଚଳିତ ବର୍ଷ ‘ନୂଆ ଭାରତ’ ବିଷୟବସ୍ତୁ ସହିତ ଭାରତର ୭୯ ତମ ସ୍ବାଧୀନତା ଦିବସ ପାଳନ କରିବାରେ ଦେଶ ସହିତ ଯୋଗଦେଉଛି।ଏହି ଅବସରରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ବାଧୀନତା ଦିବସର ଅଭିଭାଷଣରେ ପ୍ରଫେସର କରମଲକର ଆଲୋକପାତ କରିଥିଲେ ସେ ଏକବିଂଶ ଶତାବ୍ଦୀରେ ସ୍ୱାଧୀନତାର ଅର୍ଥ Continue Reading
Odisha News
ଭୁବନେଶ୍ୱର,୧୭/୮: ବିରୋଧୀଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଥିବା ଜଣାପଡିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ୍ ଯୋଗୁ ସେ ଅପରାହ୍ନ ୫ଟା ୧୫ରେ ଭର୍ତ୍ତି ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।କିଛି ଦିନ ପୂର୍ବରୁ ମୁମ୍ବାଇର କୋକିଳବେନ ହସ୍ପିଟାଲରେ ଅପରେଶନ କରାଇ ଫେରିଥିବା ନବୀନଙ୍କର ସ୍ୱାସ୍ଥ୍ୟବସ୍ଥା ଆଉ ମଧ୍ୟ ଠିକ ନ ଥିବା ଜଣାପଡ଼ିଛି। ଗତ ସାଧାରଣ ନିର୍ବାଚନ ସମୟରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୭/୮ : ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଥାନା ଅନ୍ତର୍ଗତ ଟାଙ୍ଗିଆପଡ଼ାର ଏକ ଫାର୍ମ ହାଉସ୍‌ରେ ପୁଲିସ ଚଢାଉ କରି ୨୮୩.୫୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ, ଜଣେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।ଗିରଫଦ୍ବୟ ହେଲେ ଆଦର୍ଶ ଥାନା ଅନ୍ତର୍ଗତ ବାଶେଳୀସାହିର କ୍ଷିରୋଦ ବେହେରା (୨୩) ଏବଂ ଏୟାରଫିଲ୍ଡ Continue Reading
Odisha News
କେନ୍ଦ୍ରାପଡ଼ା,୧୭/୮: କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ଏକମାଣିଆ ଓ ନଳପାହି ଗ୍ରାମରେ ଏକ ଦୁଃଖଦ ଘଟଣାରେ ପ୍ରାୟ ୬୦ରୁ ଅଧିକ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମଇଁଷିମାନେ ଚରିବାକୁ ଯିବା ସମୟରେ ନଦୀରୁ ବାହାରିଥିବା ଏକ ଶାଖା ନଦୀ ଦକ୍ଷିଣଡିହା (ଗଳିଆ) ନାମକ ସ୍ଥାନରେ ପଶି ଯାଇଥିଲେ।ଏପର୍ଯ୍ୟନ୍ତ ୩୦ରୁ ଅଧିକ ମଇଁଷିଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗ୍ରାମବାସୀମାନେ ନଦୀରେ ବୋଟ ସାହାଯ୍ୟରେ ଅନ୍ୟ ମଇଁଷିଙ୍କୁ Continue Reading