Home Posts tagged ODISHA (Page 135)
Odisha News
ଭୁବନେଶ୍ବର, ୧୩/୩ : ଚାଷୀ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଏବଂ ଆମ ଅର୍ଥନୀତିର ପ୍ରକୃତ ସାରଥି। “ଜୟ କିଷାନ”ର ନାରାକୁ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାର ଓ ଆମ ସରକାର ସଦାସର୍ବଦା ଚେଷ୍ଟିତ। ଚାଷୀମାନଙ୍କର ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୨ ତମ ପିଏମ୍ କିଷାନ ଉତ୍ସବ ଦିବସରେ କୃଷକ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା […]Continue Reading
Top Stories
By Tapaswini Sahoo Paradeep/Odisha, Mar 13 : In a closely fought final,ParadeepgarhTeam emerged winners of the third edition of Udaan Inter Village Cricket Premier League organised by ArcelorMittal Nippon Steel India (AM/NS India)at Paradeepgarh in Jagatsinghpur district during March 9-12, 2026.12 teams from 12 villages including Nuagarh, Baldia, Handia, Musadia, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୩/୩ : ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଜୀବ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରନ୍ଧନଗ୍ୟାସ ଦରବୃଦ୍ଧି ଏବଂ ଏହାର ସାଙ୍ଘାତିକ ଅଭାବ ପ୍ରତିବାଦରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।ଜିଲ୍ଳା କଂଗ୍ରେସ ପକ୍ଷରୁ ଏକ ସ୍ମାରକପତ୍ର ଏଡିଏମ, ଖୋର୍ଦ୍ଧାଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ Continue Reading
Odisha News
ଭୁବନେଶ୍ୱର, ୧୩/୩ : ଏଣିକି ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ରହିବେ । ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କୁ ଶାରୀରିକ ଶିକ୍ଷା ଦିଆଯିବ । ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶାରୀରିକ ଶିକ୍ଷା ମିଳିବ । ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।ମନ୍ତ୍ରୀଙ୍କ ସୂଚନା ମୁତାବକ, ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଶାରୀରିକ ତାଲିମ ଦିଆଯିବ ।ଏବେ ଡିଜିଟାଲ୍ କ୍ଲାସରୁମ୍‌ରେ ଇ-କଣ୍ଟେଣ୍ଟ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୩ : ଗୁରୁବାର ସନ୍ଧ୍ୟାରେ ମିଶନ ଶକ୍ତି ବିଭାଗ ଓ ଜ଼ିଲ୍ଲା ପ୍ରଶାସନ, ବୌଦ୍ଧ ଙ୍କ ମିଳିତ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ର ସପ୍ତମ ସନ୍ଧ୍ୟା ର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।ଏହି ମେଳା ମାର୍ଚ୍ଚ ୬ ତାରିଖ ଠାରୁ ଆରମ୍ଭ ହୋଇ ୧୨ ମାର୍ଚ୍ଚ ପର୍ଯ୍ୟନ୍ତ କଚେରୀ ପଡିଆ ଠାରେ ଅନୁଷ୍ଠିତ ହେଉଥିଲା ।ଏହି ଉପଲକ୍ଷେ ମୋଟ ୧୨୦ ଟି ଷ୍ଟଲ ଖୋଲା ଯାଇଥିଲା । ଲକ୍ଷପତି […]Continue Reading
Odisha News
ଅନୁଗୁଳ, ୧୨/୩ : ଅନୁଗୁଳ ବନ୍ତଳା ଛକରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବନ୍ତଳା ଛକର ରାସ୍ତାପାର୍ଶ୍ୱରେ ଥିବା ଏକ ହୋଟେଲ ଭିତରେ ଚାରୋଟି ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବା ପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି।ବିସ୍ପୋରଣ ହେବ ମାତ୍ରେ ଉକ୍ତ ଦୋକାନ ସଂପୂର୍ଣ୍ଣ ଜଳିପଡ଼ି ପାଉଁଶ ହୋଇଯାଇଛି। ଏହା ସହିତ ସମ୍ପୂର୍ଣ୍ଣ ମାର୍କେଟ ଜଳିଯାଉଛି। ପାଖାପାଖି ୨୦ରୁ ଅଧିକ ଦୋକାନ ନିଆଁରେ ପୋଡ଼ିଯିବା ସହ ବଜାରରେ ଏକପ୍ରକାର ଆତଙ୍କ ଖେଳିଯାଇଛି।ମିଳିଥିବା ସୂଚନା ଅନୁସାରେ Continue Reading
Odisha News
ଭୁବନେଶ୍ୱର, ୧୨/୩ : ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ବଦଳିଛନ୍ତି । ଜୟପୁର ଉପଜିଲ୍ଲାପାଳ ଆଇଏଏସ ଅକବରମ୍ ସସ୍ୟ ରେଡ୍ଡି ବିଏମସିର ନୂତନ ଆୟୁକ୍ତ ହୋଇଛନ୍ତି । ତତସହିତ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଏହି ଦାୟିତ୍ୱରେ ଥିବା ଆଇଏଏସ୍ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମାଲକାନଗିରିର ନୂତନ ଜିଲ୍ଲାପାଳ ହୋଇଛନ୍ତି ।ବଣାଇ ଉପଜିଲ୍ଲାପାଳ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୩ : ବୌଦ୍ଧ ବ୍ଲକ ବଘିଆପଡା ପଂଚାୟତ ବଘିଆପଡା ଗ୍ରାମର ଲତାରାଣୀ ସାହୁ ଗ୍ରାମର ମହିଳା ମାନଙ୍କୁ ନେଇ ଓମ ତ୍ରିନାଥ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଥିଲେ ।ବଘିଆପଡ଼ା ଭାରତୀୟ ଷ୍ଟେଟ ବ୍ୟାଙ୍କର ବ୍ୟାଙ୍କ ମିତ୍ର ସସ୍ମିତା ପ୍ରଧାନଙ୍କ ଜରିଆରେ ହୀନମତି ବେହେରା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ୪୩୬ ଟଙ୍କା ବାନ୍ଧି ଏକ ପଲିସୀ କରିଥିଲେ । ଏଥିରେ ଲତାରାଣୀ ସାହୁ ଙ୍କ ଅକାଳ ବିୟୋଗ ଘଟିଥିଲା ।ଏଥିପାଇଁ ତାଙ୍କ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୧୨/୩ : କିଛି ମାସ ପୂର୍ବେ ଆମେରିକା ଦାଦାଗିରି ସ୍ୱରୂପ ଭେନେଜୁଏଲା ରାଷ୍ଟ୍ରପତି ମ।ଦୁରୋଙ୍କୁ ନିଶା କାରବାର ରେ ସମ୍ପୃକ୍ତି ଆଳ ଦେଖାଇ ଗିରଫ କରିଥିଲେ ।ଅସଲ କାରଣ ଥିଲା ଭେନେଜୁଏଲା ରେ ୫ ଗୁଣ ଅଧିକ ତେଲ ଥିବାବେଳେ ସେ ଡଲାର କୁ ଆହ୍ୱାନ ଦେଇଥିବା ତିନିଦେଶ ଚୀନ୍ ଋଷ ଇରାନ ସହ ଯୋଡ଼ି ହେଉଥିଲେ । ଜେନେଭ। ରେ ଇରାନ ଆମେରିକା ପରମାଣୁ ଆଲୋଚନା ବିଫଳ ହେବା ପରେ ଅତର୍କିତ […]Continue Reading
Top Stories
By Subrat Sarangi Bhubaneswar,March 12 :  ArcelorMittal Nippon Steel India (AM/NS India) celebrated International Women’s Day with great enthusiasm across its operational locations in Odisha. This year’s celebrations were aligned with the the global theme ‘Give to Gain’, emphasizing the spirit of empowering women at the grassroots level. The events witnessed Continue Reading