Home Posts tagged ODISHA (Page 118)
Odisha News
ଭୁବନେଶ୍ୱର, ୨୮/୧୧ : ଗାଡ଼କଣରେ ବୋମା ମାଡ଼। କେନ୍ଦ୍ରୀୟ ବିଦ୍ୟାଳୟ ମେନ୍ ଗେଟ୍ ଆଗରେ ଫୁଟିଲା ବୋମା। ୩ ନମ୍ବର ଗେଟ ସମ୍ମୁଖରେ ଫୁଟିଲା ବୋମା। ବୋମା ବିସ୍ଫୋରଣରେ ଥରିଲା ସ୍ଥାନୀୟ ଅଞ୍ଚଳ ଓ ସ୍କୁଲ। ସକାଳ ୮ ବେଳେ ଫୁଟିଲା ବୋମା। ଦୃର୍ବୃତ୍ତ ମାନେ ଅନ୍ୟ ଆଡ଼େ ନେଇ ଯାଉଥିବା ବେଳେ ଘଟିଛି ଅଘଟଣ।ଘଟଣା ସ୍ଥଳରେ ମଞ୍ଚେଶ୍ୱର୍ ପୋଲିସର ଛନଭିନ୍। କିଛି ବଡ ଅପରାଧ ପାଇଁ ବିସ୍ଫୋରକ ନେଇ ଯାଉଥିବା ଅନୁମାନ କରିଛି ପୋଲିସ। କିଏ […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୭/୧୧ : ଆଜି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପୋଲିସ ଜଲେଶ୍ୱର ତହସିଲ୍ ଅଧୀନ ଚାଲନ୍ତି ଅଞ୍ଚଳରେ ଅବୈଧ ବାଲି ଉତ୍ଥାନ ଓ ପରିବହନ ବିରୋଧରେ ଏକ ଅକସ୍ମାତ୍ ଚଢ଼ଉ କରିଛନ୍ତି।ଏହି ଯୁଗ୍ମ ଅଭିଯାନର ନେତୃତ୍ୱ କରିଛନ୍ତି କଳେକ୍ଟର ଶ୍ରୀ ସୂର‌୍ୟ୍ୟବଂଶୀ ମୟୂର ବିକାଶ, ଏସ୍.ପି. ଶ୍ରୀ ପ୍ରତ୍ୟୁଷ ଦିବାକର, ଉପ ଜିଲ୍ଲାପାଳ ଶ୍ରୀ ଶିଭ ମାଳବିୟ ଓ ଡି ଏସ ପି ସିଟି ମନିଷା ଶୌଗୁନ୍। ତହସିଲଦାର, ଜଲେଶ୍ୱର ଶ୍ରୀ ସତ୍ୟଜିତ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୧୧ : (ଗୁରୁବାର) ଦିନ ସକାଳ ୯ ଘଟିକା ସମୟରେ ବୌଦ୍ଧ ସହର ମର୍ଜାକୁଦ ନିକଟରେ ଥିବା ମହାନଦୀ ପରିବେଷ୍ଟିତ କୁଲାରୀ କୁଦକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଏବଂ ଟିମ । ଆଜି ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହ ପ୍ରସ୍ତାବିତ ଇକୋ ଟୁରୀଜମ ପାଇଁ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି ।ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୭/୧୧ : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ବର ଜଟଣୀ ଏବଂ ଛତିଶଗଡ଼ ଭୂ-ସ୍ଥାନିକ ନିର୍ଦ୍ଦେଶାଳୟ ଭାରତୀୟ ସର୍ବେକ୍ଷଣ ନିର୍ଦ୍ଦେଶାଳୟ ୨୫ ନଭେମ୍ବର ୨୦୨୫ରେ ଭୂ-ସ୍ଥାନିକ, ଭୂ-ସୂଚନାବିଜ୍ଞାନ, ମ୍ୟାପିଂ ପ୍ରଯୁକ୍ତି ଯୁକ୍ତିବିଦ୍ୟା ଏବଂ ଭୂ-ସ୍ଥାନିକ ଗବେଷଣା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।ଆଇଆଇଟି ଭୁବନେଶ୍ବରର ଡିନ୍ (ପ୍ରାୟଜିତ Continue Reading
Odisha News
ଭୁବନେଶ୍ୱର, ୨୭/୧୧ : ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହେବ ଓଡ଼ିଶା ବିଧାନସଭାର ଆଜିର ଏହି ଐତିହାସିକ ଦିନ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବିଧାନସଭାକୁ ପୁଣି ଥରେ ଆସି ଘରକୁ ଫେରିବା ଭଳି ଅନୁଭୂତ ହେଉଛି । ନିଜ ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରଖିବାକୁ ରାଷ୍ଟ୍ରପତି ସମ୍ବୋଧନରେ କହିଛନ୍ତି ରାଷ୍ଟ୍ରପତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୀତ ଅଧିବେଶନର ପ୍ରଥମ ଦିବସରେ ଗୃହକୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୭/୧୧ : ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଜଜ୍ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଓ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ୍ ଯୋଗଦେଇ ସମ୍ବିଧାନର ଗୁରୁତ୍ଵ ଉପରେ ଆଲୋଚନା କରିବା ସହିତ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବା ପାଇଁ Continue Reading
Odisha News
ଭୁବନେଶ୍ୱର, ୨୭/୧୧ : ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଓଡ଼ିଶାରେ ପହଁଚିଛନ୍ତି । ବର୍ତ୍ତମାନ ରାଷ୍ଟ୍ରପତି ରାଜଭବନରେ ଅଛନ୍ତି । ଆଉ କିଛି ସମୟ ପରେ ବିଧାନସଭାରେ ପହଁଚି ଗୃହକୁ ସମ୍ବୋଧିତ କରିବେ ।ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଁଚିବା ପରେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲ ତୋଡ଼ା ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ସେହିପରି ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର Continue Reading
Odisha News
ଭୁବନେଶ୍ୱର , ୨୭/୧୧: ଡିସେମ୍ବର ପହିଲାରେ ରାଜ୍ୟ ବ୍ୟାପୀ ବସ୍ ଧର୍ମଘଟ ଡାକରା ଦେଇଥିବା ନିଷ୍ପତ୍ତିରୁ ରାଜ୍ୟ ବସ୍ ମାଲିକ ସଂଘ ଓହରିଛି । ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ସଂଘ ନିଷ୍ପତ୍ତି ପ୍ରତ୍ୟାହୃତ କରିଥିବା ନେଇ ପ୍ରେସ୍ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ।ରାଜ୍ୟ ସରକାରଙ୍କ ତରଫରୁ ଯାନବାହାନ ଚେକିଂ କରିବା ନିମନ୍ତେ ପୋଲିସ ବିଭାଗକୁ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଥିଲା । ଯାହାକୁ ନେଇ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୬/୧୧ : ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କ ଅଧ୍ୟକ୍ଷତା ରେ ସ୍ବାସ୍ଥ୍ୟ ଓ ମହିଳା ଏବଂ ଶିଶୁ ବିଭାଗ ଓ ମିଳିତ ସମନୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା।ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ର ବିଭିନ୍ନ କାର୍ଯ୍ୟକ୍ରମ ସମିକ୍ଷା କରିବା ସହିତ, ସମସ୍ତ କାର୍ଯ୍ୟକ୍ରମ କୁ ଲୋକ ଙ୍କ ପାଖରେ ସଠିକ୍ ଭାବରେ ପହଞ୍ଚାଇବା ତଥା ଜିଲ୍ଲା କୁ ରାଜ୍ୟ ସ୍ଥର ରେ ଏକ ଉତ୍ତମ ସ୍ଥାନ ରେ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୨୬/୧୧: ହରିୟାଣା ପାନିପଥ ର ଦିପକ ଶର୍ମା ଓ ଅପରେସନ ସିନ୍ଦୂର ଏବଂ ବିକଶିତ ଭାରତର ୯ ସଂକଳ୍ପ ନେଇ ସେ ପାନିପଥରୁ ସାଇକଲରେ ୪ ଧାମ ଯାତ୍ରା କରୁଛନ୍ତି ।ବର୍ତ୍ତମାନ ସୁଦ୍ଧା ସେ ୭୫ଶହ କିମି ଯାତ୍ରା କରି ସାରିଥିବା ବେଳେ ସେ ଦିନକୁ ୭୦ରୁ ଶହେ କିମି ଯାତ୍ରା କରୁଛନ୍ତି । ଦିଲ୍ଲୀ ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, କର୍ଣାଟକ, ତାମିଲନାଡ଼ୁ, କେରଳ, ଆନ୍ଧ୍ରପଦେଶ, ତେଲେଙ୍ଗନା, ପ୍ରଭୁତି ରାଜ୍ୟ Continue Reading