Home Posts tagged ODISHA (Page 104)
Odisha News
ବ୍ରହ୍ମପୁର, ୮/୧୦ : ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ନେଇ କଲମଛାଡ଼ ଆନ୍ଦୋଳନ ଆରମ୍ଭ କରିଛି ଓକିଲ ସଂଘ । ରାଜ୍ୟବ୍ୟାପୀ ଆଇନଜୀବୀ ପରିଷଦ ପକ୍ଷରୁ ଆନ୍ଦୋଳନ କରାଯାଉଛି ।୪୮ ଘଣ୍ଟା ମଧ୍ୟରେ ଦୋଷୀମାନଙ୍କୁ ଗିରଫ, ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ଏବଂ ବିଚାର ବିଭାଗୀୟ ତଦନ୍ତ କରିବାକୁ ପରିଷଦ ଦାବି କରିଛନ୍ତି ।ଆଇନଜୀବୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ବିଭିନ୍ନ ସବ୍ ରେଜିଷ୍ଟାର Continue Reading
Odisha News
ଭୁବନେଶ୍ୱର , ୮/୧୦ : ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।ଯାହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଉକ୍ତ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ଉତ୍ତର ଉପକୂଳ ଓଡ଼ିଶାରେ ଟ୍ରପ ଲାଇନ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ , ୭/୧୦ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା କେଲାପଡ଼ା ପଞ୍ଚାୟତର କମଡକାମ୍ବା ଗ୍ରାମର ଯଶୋବନ୍ତ ଅମାତ। ଘଟଣା ରୁ ପ୍ରକାଶ ଯେ, ଗଞ୍ଜେଇ ଚାଲାଣ ମାମଲାରେ ସେ ଗିରଫ ହୋଇ ଜେଲରେ ଥିଲେ। ସେପ୍ଟେମ୍ବର ୫ ତାରିଖରେ ପୁଲିସ ପାଟ୍ରୋଲିଂ ଚାଲିଥିଲା।ଫିରିଙ୍ଗିଆ ଶନି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୭/୧୦ : ଖୋର୍ଦ୍ଧା ଅବକାରୀ ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଦଳେଇପୁଟ ଅଞ୍ଚଳରେ ଥିବା ପଣ୍ଡିତ ଢାବା ପଛପଟେ ଥିବା ଘରେ ଚଢ଼ାଉ କରି ୯ ଶହ ବୋତଲ କଫ ସିରପ ସହ ଏକ କାର ଜବତ କରିଛି।ଏଥିରେ ସମ୍ପୁକ୍ତି ନେଇ ଢ଼ାବା ମାଲିକ ଦଳେଇପୁଟର ଦେବରଂଜନ ଦାସ(୪୭) ଏବଂ ସହଯୋଗୀ ପଲ୍ଲା ବରୁଣେଇ ସାହିର ବିଶ୍ୱରଂଜନ ଖୁଣ୍ଟିଆ (୪୫) ଙ୍କୁ ଗିରଫ କରାଯାଇଛି।ଜବତ କଫ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୭/୧୦ : ସୋମବାର ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ Continue Reading
Odisha News
କମ୍ଭୁଧର କ୍ଷତିଙ୍କ ରିପୋର୍ଟବୌଦ୍ଧ , ୭ / ୧୦ : ସୋମବାର ଦିନ ସକାଳ ୧୦ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି ।ଜିଲାପାଳ ବିଭୂତି ଭୂଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକଙ୍କ ରାହୁଲ୍ ଗୋୟଲଙ୍କ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ କରୁଥିବା ଦେଖିବାକୁ ମିଳିଛି । ସେହିପରି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି , ୫/୧୦ : ଗଜପତି ଜିଲ୍ଲାର ମୋହନା , ନୂଆଗଡ , ରା: ଉଦୟଗିରି , ରାୟଗଡ଼ , କାଶୀନଗର ଓ ଗୁମ୍ମା ବ୍ଲକର ପାହାଡିଆ ଅଞ୍ଚଳରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ସବୁ ରହିଛି । ପ୍ରତ୍ୟେକ ଦିନ ଜିଲ୍ଲା ସମେତ ବାହାର ଜିଲ୍ଲା ଅଞ୍ଚଳରୁ ଶତାଧିକ ସଂଖ୍ୟାରେ ବଣଭୋଜି ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆସିଥାନ୍ତି ।ଏହି ଦୃଷ୍ଟିରୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି ଯେ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୫/୧୦ : ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ଅଗ୍ରଗଣ୍ୟ ଯୋଧ୍ୟା,କୃଷକ ଆନ୍ଦୋଳନର ଅନ୍ୟତମ ଆଦ୍ୟ ପୁରୋଧା, ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନର ପ୍ରତିଷ୍ଠାତା, ସଂସ୍କାରକ, ସମାଜସେବୀ, ସାହିତ୍ୟକ, ଶିକ୍ଷା ବିକାଶର ବିନ୍ଧାଣି ,ମହାନ ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କର ୫୫ ତମ ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହୋଇଯାଇଅଛି।ପ୍ରାଣନାଥ ସ୍ମୁତି ସଂସଦ ସମ୍ପାଦକ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ପୋୖରହିତରେ Continue Reading
Odisha News
ଭୁବନେଶ୍ୱର, ୫/୧୦ : ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଆଜି(ରବିବାର) ଭୁବନେଶ୍ୱର-କଟକ ରୋଡ ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ହୋଇଯାଇଛି ଶ୍ରୀମଦ୍ ଭାଗବତ ମହୋତ୍ସବ।ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି।ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଯୁବବର୍ଗ ଆଜିର Continue Reading
Odisha News
ଭୁବନେଶ୍ବର ୫/୧୦: ଝଓ ନିଯୁକ୍ତି ଦୁର୍ନୀତି ଉପରେ ବାବୁ ସିଂହଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲା ବିଜେଡି । ବରିଷ୍ଠ ବିଜେଡି ନେତା ପ୍ରୀତିରଞ୍ଜନ ଘଡାଇ କହିଲେ, ଯେଉଁ ତଦନ୍ତ ଆରମ୍ଭ ହୋଇଛି ତାହା ସନ୍ଦେହ ଘେରରେ ।ମୁଖ୍ୟ କାର୍ପଟଦାରକୁ ଛାଡିଦେବା ପାଇଁ ଏ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା । ଯଦି ଅସଲି ଚେହେରା ନ ଧରାପଡନ୍ତି ତେବେ ଯୁବ ଛାତ୍ର ନ୍ୟାୟ ପାଇବେ ନାହିଁ ।ମାର୍ଚ୍ଚ ୭ରେ ପରୀକ୍ଷା ହେବାର ଥିଲା । ତାକୁ ବାତିଲ […]Continue Reading