Home Posts tagged ODISHA (Page 102)
Odisha News
କଟକ, ୨୯/୮ : ଜାତୀୟ କ୍ରୀଡା ଦିବସ ଅବସରରେ ଓଡ଼ିଶା ପୋଲିସର କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲ ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମସ୍ତ କ୍ରୀଡ଼ାବିତଙ୍କୁ ଉତ୍ତରୀୟ, ନଗଦ ଅର୍ଥି ରାଶି ଆଦି ପ୍ରଦାନ କରାଯାଇଛି ।ଏହି ସମ୍ବର୍ଦ୍ଧନା ସମାରୋହ ଓଡ଼ିଶାର ଯୁବ Continue Reading
Odisha News
ଭୁବନେଶ୍ୱର, ୨୯/୮ : ଆଜିଠାରୁ ଜାତୀୟ ଅନୁସୂଚିତ ଜାତି ଏବଂ ଜନଜାତି ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିବେ ।ବାଚସ୍ପତି ଭୁବନେଶ୍ୱରରେ ଶୁକ୍ରବାର ପହଁଚିବା ପରେ ସିଧାସଳଖ ଲୋକସେବା ଭବନ ଅଭିମୁଖେ ଯାଇଛନ୍ତି । ଲୋକସଭା ଭବନରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ଏହା ପରେ ଓଡ଼ିଶା ବିଧାନ ସଭା […]Continue Reading
Odisha News
ଭୁବନେଶ୍ବର, ୨୮/୮ : ଆସନ୍ତା ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ରାଜଧାନୀ ଭୁବନେଶ୍ବରରେ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ । ଏନେଇ ବିଏମସି କମିଶନର ଚଞ୍ଚଳ ରାଣା ସୂଚନା ଦେଇଛନ୍ତି । କୁକୁର ଗଣନାରେ ସ୍ଵଛସାଥୀ, ସଫେଇ କର୍ମୀ, BMCଅଧିକାରୀ ସାମିଲ ହେବେ ।ଗଣନା ପୂର୍ବରୁ BMCପକ୍ଷରୁ ସମସ୍ତଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ କୁକୁର ଗଣନା ଶେଷ ହେବ । ଭେଟେନାରୀ ଡାକ୍ତରଙ୍କ ପରାମର୍ଶରେ ପ୍ରତି ୱାର୍ଡରେ ଗଣନା Continue Reading
Odisha News
ଭୁବନେଶ୍ୱର, ୨୮/୮ : ୟୁଟ୍ୟୁବ୍ ଚ୍ୟାନେଲ୍ ରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଗୁରୁବାର ଗିରଫ ହୋଇଛନ୍ତି । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି ।ଭରତପୁର ଥାନା ଅଞ୍ଚଳର ବଡ଼ ଧରଣର ଲୁଟରେ ସଂପୃକ୍ତ ଥିଲା ଏହି ଚୋର । ଅଗଷ୍ଟ ୧୪ ରେ ହୋଇଥିଲା ଏହି ଲୁଟ । ତାଙ୍କ ନିକଟରୁ ୨ ଶହ ଗ୍ରାମ୍ ସୁନା, ୧ ଲକ୍ଷ ନଗଦ ଟଙ୍କା, ବାଇକ୍ ଓ […]Continue Reading
Odisha News
ସମ୍ବଲପୁର, ୨୮/ ୮ : ଆଜି ହେଉଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ସେହି ମୁହୂର୍ତ୍ତ ଆସି ପହଁଚିଯାଇଛି, ଯାହାକୁ ସାରା ଚାଷୀ କୂଳ ଅତି ଉତ୍କଣ୍ଠାରେ ସହିତ ଅପେକ୍ଷା କରିଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ ପ୍ରସାଦ ।ନୂଆ ସରିଆ ଧାନରେ ପ୍ରସ୍ତୁତି ନବାନ୍ନ କୂରେଇ ପତ୍ରରେ ଲାଗି କରାଯାଇଛି । ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ […]Continue Reading
Odisha News
ଭୁବନେଶ୍ୱର, ୨୮/୮ : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୀତି ନିର୍ଘଣ୍ଟ ଅନୁସାରେ ମା’ ସମଲେଶ୍ବରୀଙ୍କ ଠାରେ ଲାଗି ହେବ ନବାନ୍ନ।ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ପୂରା ପରିବାର ଏକାଠି ବସି ନୂଆ ଖାଇବାର ପରମ୍ପରା ରହିଛି। ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ ମଧ୍ୟମରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ଏହା ପରେ ମାଆଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ।ମାଙ୍କ ପାଇଁ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୭/୮ : ଆଜି ଗଣେଶ ଚତୁର୍ଥୀ ଅବସରରେ ଅଗ୍ରପୂଜ୍ୟ ଶ୍ରୀଗଜାନନଙ୍କ ପୂଜାରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚଳଚଂଚଳ। ଖୋର୍ଦ୍ଧା ସହରରେ ବିଘ୍ନରାଜ ଗଣେଷଙ୍କ ପୂଜା ବିଭିନ୍ନ ସାହି ଗଳି ଠାରୁ ଆରମ୍ଭ କରି ବଜାର ହାଟ,କ୍ଳବ ମାନଙ୍କରେ ୭୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଗଜାନନଙ୍କ ପୂଜା ପାଉଛନ୍ତି।ଏହି ପୂଜା କେଉଁମାନେ ୪ ଦିନ ପାଳନ କରୁଥିବା ବେଳେ କେତେକ ସ୍ଥାନରେ ୧୧ ଦିନ ଧରି ପାଳିତ ହୋଇଆସୁଛି। ଖୋର୍ଦ୍ଧାର […]Continue Reading
Odisha News
ଭୁବନେଶ୍ୱର, ୨୭/୮ : ନୂଆଁଖାଇର ଦିନକ ପୂର୍ବରୁ ଚାଷିଭାଇଙ୍କ ମୁହଁରେ ହସ ଫୁଟିଛି । ରାଜ୍ୟ ସରକାର ଚାଷୀଭାଇମାନଙ୍କୁ ନୂଆଁଖାଇ ଭେଟି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଏମ୍ କିଷାନ ଯୋଜନାରେ ତୃତୀୟ କିସ୍ତି ବଣ୍ଟନ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅତ୍ୟନ୍ତ ଖୁସିର ବିଷୟ ଯେ ଚଳିତ ବର୍ଷ କୃଷକ ସମୃଦ୍ଧି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୮ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଛନ୍ତି ।ଯେମତି ଜଣେ ହେଲେ ଚାଷୀ ଯେମତି ଏଥିରୁ […]Continue Reading
Odisha News
ଭୁବନେଶ୍ୱର,୨୭/୮ : ଆଜି ହେଉଛଇ ପବିତ୍ର ଗଣେଶ ଚତୁର୍ଥୀ। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ସ୍କୁଲ, କଲେଜ, କାର୍ଯ୍ୟāଳୟ, ବଜାରରେ ଗଣେଶ ପୂଜାର ଆୟୋଜନ ହେଉଛି। ଅନେକ ସ୍ଥାନରେ ଗଣେଶ ପୂଜାକୁ ‘ଗଣେଶତ୍ସୋବ’ ଭାବେ ପାଳନ କରାଯାଉଛି। ପୂଜାମଣ୍ଡପ ଗୁଡ଼ିକ ଆଲୋକମାଳାରେ ଝଲସୁଛି। ଦେବଗଡ଼, ‌ତାଳଚେର ଓ ଜଟଣୀରେ ଗଣେଶ ପୂଜା ୧୦ ଦିନ ଯାଏ ଜାରି ରହିବ। ଏହି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।ହିନ୍ଦୁ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୨୬/୮ :୧୯୯୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ମେସ୍କୋ ଷ୍ଟିଲ ଗ୍ରୁପର ମିଡ-ଇଷ୍ଟ ଇଂଟିଗ୍ରେଟେଡ ଷ୍ଟିଲ ଡଃ. ହେଉଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପୀଚଳର ପ୍ରଥମ ଇସ୍ପାତ କାରଖାନା ।ଏଥିପାଇଁ ସୁକିନ୍ଦା ଏବଂ ଦାନଗଦୀ ବ୍ଲକ ଅନ୍ତର୍ଗତ ସିଆରିଆ, ଖୁରଂଟି ଓ ମାନଗୋବିନ୍ଦପୁର ଗ୍ରାମର ୨୦୦ ପରିବାର ବାସଚ୍ୟୁତ ହୋଇ ୬୫୦ ଏକର ଜମି ଅଧିଗ୍ରହଣ ହୋଇଥିବା ବେଳେ ରାଜ୍ୟ ସରକାର ମଧ୍ୟ କେନ୍ଦୁଝର ଜିଲ୍ଲା ବଡବିଲ ସେକ୍ଟରରେ ୧୫୦ Continue Reading