Home Posts tagged ODISHA (Page 101)
Odisha News
ଖୋର୍ଦ୍ଧା,୧୮/୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ ଦେଇଛନ୍ତିାଶିବିରରେ ନୀତିନ ନବୀନ ଉଦ୍ବୋଧନଦେଇ କହିଥିଲେ ଯେ, ଆଜିର ଯୁବପିଢ଼ୀ, ବିଶେଷକରି ‘ଜେନ୍ ଜି’ ମନୋଭାବରେ ସକାରାତ୍ମକତା ରହିବା ଆବଶ୍ୟକ। ନେଗେଟିଭିଟିକୁ ଛାଡ଼ି ଦେଶ ଗଠନରେ ସକ୍ରିୟ ଭାଗ ନେବାକୁ ସେ ଆହ୍ୱାନ କରିଥିଲେ।ସେ ତାଙ୍କ ୫ଟି ମୁଖ୍ୟ Continue Reading
Odisha News
କେନ୍ଦୁଝର/ହାଟଡିହୀ/ଛେନାପଦୀ ,୧୮/୫ : କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍ ଗଠନ କରି ଆନନ୍ଦପୁର ଉପଖଣ୍ଡର ୧୧ଟି ସ୍ଥାନ ଏବଂ ଘଟଗାଁ ଅଞ୍ଚଳର ଗୋଏ ସ୍ଥାନ ଏହିପରି ମୋଟ୍ ୧୨ଟି ସ୍ଥାନରେ ବାଲି ବ୍ୟବସାୟୀଙ୍କ ଘରେ ସୋମବାର ସକାଳୁ ସକାଳୁ ଚଢ଼ାଉ କରିଛି।ଅତିରିକ୍ତ ଏସ୍‌ପି ସ୍ନେହାଶିଷ ସାହୁଙ୍କ ସୂଚନାନୁସାରେ, ୧୨ଟି ସ୍ଥାନରେ ବାଲି ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଥିବାବେଳେ ଅଦ୍ୟାବଧି ୮ ଜଣଙ୍କୁ ଅଟକ Continue Reading
Odisha News
ରାୟଗଡ଼ା, ୧୭/୫: ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ରାୟଗଡା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଉମେଶ ହିଆଲଙ୍କ ସହ ଅନ୍ୟ ୮ ଜଣକୁ ପୋଲିସ ରାଜ୍ୟ ତଥା ରାଜ୍ୟ ବାହାରରୁ ଗିରଫ କରିଛି ।ଜୁଆ ଆଡ୍ଡାରେ ଲୁଟପାଟ୍ ଘଟଣାକୁ ନେଇ ନିଖିଲକୁ ହତ୍ୟା କରାଯାଉଥିବା ରାୟଗଡା ଏସ୍ପି ସ୍ବାତୀ ଏସ୍. କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲ ସମେତ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୭/୫ : ଖୋରଧା ନିକଟବର୍ତ୍ତି ମହତାପଲ୍ଲା ଠାରେ ଅବସ୍ଥିତ କ୍ୟାପିଟାଲ ଇଞ୍ଜିନିୟରିଂ କଲେଜର ସାଂସ୍କୃତିକ କାର୍ଯ୍ୟକ୍ରମ”କ୍ୟାପକ୍ରେଷ୍ଟ “-୨୦୨୬ ଅନୁଷ୍ଠିତ ହୋଇଯାଇଛି ।ଏହି ସାଂସ୍କୃତିକ ମହୋତ୍ସବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ବିଷୟ ଗୁଡ଼ିକରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ।କଲେଜର ଅଧ୍ୟକ୍ଷ ଡକ୍ଟର ଚିନ୍ମୟ ରଞ୍ଜନ ପଟ୍ଟନାୟକ ତାଙ୍କ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୧୭/୫ : ବାରମ୍ବାର ବେଦ ମନ୍ତ୍ରକୁ ସଠିକ୍ ଭାବେ ଉଚ୍ଚାରଣ କଲେ ରୋଗ ଉପଶମ ହୋଇଥାଏ ।ଶୟଣାଚାର୍ଯ୍ୟ ଲୋକ କଲ୍ୟାଣ ନିମନ୍ତେ ବେଦ ର ଭାଷ୍ୟ ରଚନା କରିଥିଲେ ବୋଲି ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ତଥା ଉଜ୍ ୟିନୀ ସ୍ଥିତ ରାଷ୍ଟ୍ରୀୟ ସନ୍ଦିପନି ପ୍ରତିଷ୍ଠାନ ର କାର୍ଯ୍ୟକାରୀ ସଭ୍ୟ ପ୍ରାକ୍ତନ ପ୍ରଫେସର ଦିବାକର ମହାପାତ୍ର କହିଥିଲେ ।କେରଳର ଆୟୁର୍ବେଦ ଡାକ୍ତର ଶୁଭକରଣଙ୍କ ଲିଖିତ ପୁସ୍ତକ ଶ୍ରୀ Continue Reading
Top Stories
  By Prasanna Kumar Paikaraya Khordha, May 16 : On the directions of the Minister  &  Secretary of Supplies department a team comprising Collector, Khordha , Amrit Ruturaj , Civil Supply Officer, Gyanendriya Mishra Asst.Civil Supply Officer, Bhubaneswar, Balianta and Balipatna Supply Inspectors was formed and raided various petrol pumps & petrol Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୫ : ଖୋରଧା ଜିଲ୍ଲା ପୁଲିସ ପକ୍ଷରୁ “ଖୋରଧା ପୁଲିସ ମିତ୍ର” କାର୍ଯ୍ୟକ୍ରମର ଶୁଭାରମ୍ବ ହୋଇଛି।ପୁଲିସ ଏବଂ ଜନତାଙ୍କ ମଧ୍ୟରେ ଦୂରତା କମାଇବା, ଉତ୍ତମ ସମ୍ପର୍କ, ଆଇନଶୃଙ୍ଖଳା ଅପରାଧ ନିୟନ୍ତ୍ରଣ, ଜନତାଙ୍କ ଆସ୍ଥାଭାଜନ ଲକ୍ଷ୍ୟ ନେଇ ‘ଖୋର୍ଦ୍ଧା ପୋଲିସ ମିତ୍ର’ ଆରମ୍ଭ ହୋଇଛି। ଶୁକ୍ରବାର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ଡ.ସତ୍ୟଜିତ Continue Reading
Top Stories
By Prasanna Kumar Paikaraya Khordha, May 16 : Khordha  district police today officially launched the “Khordha Police Mitra” initiative along with the unveiling of its dedicated logo and citizen-assistance platform, marking a significant step towards  strengthening police public partnership and promoting community oriented policing. The initiative aims Continue Reading
Odisha News
ଖଇରା,୧୬/୫: ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରାରେ ଅଧିଷ୍ଠିତ କନିଷ୍ଠ ଖଣି ଅଧିକାରୀଙ୍କୁ ମୋରମ ମାଫିଆମାନେ ଆକ୍ରମଣ କରିଛନ୍ତି। ଗାଡ଼ିକାଚ ଭାଙ୍ଗିବା ନେଇ ଖଣି ଅଧିକାରୀ ଅଭିଷେକ ବେହେରା ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ କରାଯାଉଥିବା ନେଇ ଖବର ପାଇବାପରେ ଖଣି ଅଧିକାରୀ ଶ୍ରୀ ବେହେରା ୨ ଜଣ ପୋଲିସ କର୍ମଚାରୀଙ୍କୁ ନେଇ ପାଟ୍ରୋଲିଂରେ ଯିବା ସମୟରେ ଧୋବାଗାଡ଼ିଆ ଠାରୁ ଗୋଟିଏ କାର ଏବଂ ୨ଟି ବାଇକ ତାଙ୍କୁ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୫/୫ : ଭୁଲ କାହାର । ଦୋଷୀ ଜଣେ ଦଣ୍ଡ ପାଉଛି ଅନ୍ୟ ଜଣେ । ମିଛ ଆରେଷ୍ଟ କୁ ନେଇ ବଦନାମ ମୁଣ୍ଡାଇଲା ନୟାଗଡ଼ ପୋଲିସ । ନୟାଗଡ଼ ପୋଲିସର ଏଭଳି ଅଜବ ନୀତି ଦେଖିବା ପାଇଁ ମିଳିଛି ।ଭଣଜା ଅଭିଯୁକ୍ତ ମାମୁ ପାଉଛି ଦଣ୍ଡ । ଓଡ଼ଗାଁ ଅଜିତ ସାହୁ ହତ୍ୟାକାଣ୍ଡ ରେ ଏହି ବ୍ୟକ୍ତି ଅଭିଯୁକ୍ତ ନୂହନ୍ତି କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୁକ୍ତ ସଜାଇଥିଲା ପୋଲିସ, ସେ […]Continue Reading