Home Posts tagged ODISHA (Page 100)
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୧/୯ : ମନ ଓ ବୁଦ୍ଧି କୁ ଯିଏ ଭଗବାନ ଙ୍କ ଠାରେ ଅର୍ପଣ କରେ ତାର ମନ ପବିତ୍ର ଓ ବୁଦ୍ଧି ବିସ୍ତାରିତ ହୁଏ । ସବୁବେଳେ ସନ୍ତୋଷ ରହିବ ଭଲ ।ଭକତ ଭାବରେ ଭଗବାନ ବନ୍ଧା ବୋଲି ଥିଙ୍କର୍ସ କ୍ଲବ ର ୧୩୩ ତମ ଆଭ।ସି ଆଲୋଚନାରେ ଯୋଗଦେଇ ବକ୍ତା ଆଚାର୍ଯ୍ୟ ଜଗତ କୁମାର ଦାସ ଓ ଋଷିକେଶ ର ସ୍ବାମୀ ଶ୍ୟାମ। ନନ୍ଦ ପ୍ରକାଶ କରିଛନ୍ତି ।କୃଷ୍ଣ ସୁଦାମା […]Continue Reading
Odisha News
କ଼ମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧/୯ : ସୋମବାର ଦିନ ସକାଳ ୧୦ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠି ହୋଇ ଯାଇଛି ।ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଶିବିରରେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ଅଭିଯୋଗ ଗୁଡିକର ସମାଧାନ କରିଥିଲେ ।ସେହିପରି ବୌଦ୍ଧ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ବିଭିନ୍ନ ସାମୂହିକ ଓ […]Continue Reading
Top Stories
By Subrat Sarangi Bhubaneswar, Sep 1 : Showcasing the rising strength of Indian gymnastics, four gymnasts of the Odisha AM/NS India Gymnastics High Performance Centre (HPC) have been selected to represent India at the prestigious FIG World ChallengeCup 2025 to be held in Paris, France and Szombathely, Hungary.The four gymnasts, Tapeswarnath Das, Tapan Mohanty, Pranatyi Continue Reading
Odisha News
ଭୁବନେଶ୍ୱର, ୧/୯ : ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା। ଏନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ କିପରି କରାଯିବ, ସେଥିପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରସ୍ତୁତି ଜୋରଦାର ଚାଲିଛି।ଏହି ପରିପ୍ରେକ୍ଷୀରେ ଆଜି ପୁଲିସ୍ ସେବା ଭବନଠାରେ କମିସନରେଟ ପୁଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା, ରାବଣ ପୋଡି ଓ ଭସାଣି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବଡ଼ ନିଷ୍ପତି Continue Reading
Odisha News
ଭୁବନେଶ୍ୱର,୧/୯: ପରିବହନ ସଚିବ ଉଷା ପାଢ଼ୀ ସୋମବାର ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ୩ଟି ଅର୍ଥନୈତିକ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ କହିଛନ୍ତି। କ୍ବାଡ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ଯୋଜନା ରଖିଛନ୍ତି ବୋଲି ସେ କହିଛନ୍ତି।ଭୁବନେଶ୍ବର, ପୁରୀ, କଟକ ଏବଂ ପାରାଦୀପକୁ ମିଶାଇ ଗୋଟିଏ ଜୋନ ହେବାକୁ ଥିବା ବେଳେ ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଦ୍ୱିତୀୟ ଜୋନ କରାଯିବ।ସେହିପରି ଉତ୍ତରରେ ରାଉରକେଲା, Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧/୯ : ଶରଣକୁଳ ମହାବିଦ୍ୟାଳୟ ର ସଂସ୍କୃତ ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀତ୍ରିନାଥ ପରିଡା ଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭା ରେ କର୍ମଚାରୀ ସଂଘ ର ସଭାପତି ଅଧ୍ୟାପକ ଗୋଲକ ବିହାରୀ ବେହେରା ସଭାପତିତ୍ବ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହେଶ୍ୱର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। କର୍ମଚାରୀ ସଂଘ ର ସମ୍ପାଦକ ଅଧ୍ୟାପକ ଅର୍ନ୍ତଯ୍ୟାମୀ ପରିଡ଼ା ସଭାକାର୍ଯ୍ୟ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧/୯: ପାର୍ବଣ ଋତୁରେ ଦେବା ଦେବୀଙ୍କ ବିସର୍ଜନ ଏବଂ ବିବାହ ଉତ୍ସବର ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ଆନନ୍ଦମୟ କରିବାକୁ ସଙ୍ଗୀତ, ନୃତ୍ୟ, ରୋଷଣୀ ଆମ ସାମାଜିକ ଜୀବନର ଅଂଶ ବିଶେଷ ହୋଇଯାଇଛି।କିନ୍ତୁ ବର୍ତ୍ତମାନ ଏଥିରେ ଦେଖା ଦେଇଥିବା ସ୍ଖଳନ ଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି ଏବଂ ଏହାର ପ୍ରତିକାର ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଆଗେଇ ଆସିବାକୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ନିବେଦନ କରାଯାଇଅଛି। ସ୍ଥାନୀୟ Continue Reading
Odisha News
ସୁନ୍ଦରଗଡ଼, ୧/୯ : ଗିରଫ ହୋଇଛନ୍ତି ଦୁଇ ଜଣ ହାର୍ଡକୋର ମାଓବାଦୀ । ଝାଡଖଣ୍ତ ସ୍ଥିତ ସରଣ୍ତା ଜଙ୍ଗଲରୁ ରବିବାର ଦୁଇ ଜଣ ମାଓବାଦୀ ଗିରଫ ହୋଇଛନ୍ତି । ଯେଉଁ ମାଓବାଦୀ ଗିରଫ ହୋଇଛନ୍ତି ସେମାନେ ହେଉଛନ୍ତି ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ ।ସୂଚନା ଅନୁସାରେ, ସୁନ୍ଦରଗଡ଼ କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଲୁଟ ହୋଇଥିବା ବିସ୍ଫୋରକ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧/୯ : ରବିବାର ପୂର୍ବାହ୍ନରେ ଖୋର୍ଦ୍ଧା ପୌର ପରିଷଦ ଆନୁକୁଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି ।ସପ୍ତାହ ବ୍ୟାପୀ ଦିବସ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳକୁ ସ୍ବଚ୍ଛ, ନିର୍ମଳ ଓ ଅନେକ ସୁଦୂର ପ୍ରସାରି ଯୋଜନାର ଡି ପି ଆର ପ୍ରସ୍ତୁତ ହୋଇଥିବାବେଳେ ରବିବାର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୫ ପାଳନ ଉପଲକ୍ଷେ ଏକ ସାଧାରଣ ସଭା ଓ ପୁରସ୍କାର ବିତରଣ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧/୯ : ରବିବାର ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜାତୀୟ କ୍ରୀଡ଼ା ଦିବସରେ ତିନିଦିନିଆ କାର୍ଯ୍ୟକ୍ରମ ୨୯ ରିଖ ଠାରୁ ୩୧ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବଶକ୍ତିର ଉତ୍ସାହ , ଶୃଙ୍ଖଳା , ଏକତା ଓ ସ୍ୱାସ୍ଥ୍ୟ ସଚେତନତାର ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପ୍ରତିଯୋଗିତା ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ସାଇକଲ ରାଲି ପର୍ଯ୍ୟନ୍ତ ସବୁଠି Continue Reading