Home Posts tagged odia film actor raimohan
Top Stories
ଭୁବନେଶ୍ୱର ୨୮/୬: ଆସିଲା ଅଭିନେତା ରାଇମୋହନ ପରିଡାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ବାସରୁଦ୍ଧ କାରଣରୁ ରାଇମୋହନଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।ଗଳାରେ ରଶି ଲଗାଇବା କାରଣରୁ ଶ୍ବାସରୁଦ୍ଧା ହୋଇଥିବା ଜଣାପଡିଛି । ଏନେଇ ପୋଷ୍ଟମର୍ଟମ ରିପୋର୍ଟ କମିଶନରେଟ ପୋଲିସର ହସ୍ତଗତ ହୋଇଛି । ପୋଷ୍ଟମର୍ଟମ ସମ୍ପର୍କରେ କ୍ୟାପିଟାଲ ହସ୍ପିଟିଲା ପକ୍ଷରୁ ସୂଚନା ମିଳିଛି ।ଖବର ଅନୁଯାୟୀ, ଗତ ଶୁକ୍ରବାର ଦିନ ଅଭିନେତା ରାଇମୋହନ ନିଜ ଘରେ Continue Reading
Top Stories
ଭୁବନେଶ୍ବର ୨୭/୬: ରାଇମୋହନ ପରିଡା ଆତ୍ମହତ୍ୟା ଘଟଣାରେ ପରିବାର, ସାଙ୍ଗସାଥୀଙ୍କୁ ପଚରାଉଚରା କରାଯାଇଛି ।ରାଉମୋହନଙ୍କ ବ୍ୟବହାର କେମିତି ଥିଲା, ସେ ମାନସିକ ଚାପରେ ଥିଲେ କି ନାହିଁ, ସେନେଇ ତଦନ୍ତ ଚାଲିଛି । କିଛି ସମସ୍ୟା ନେଇ କେବେ କାହା ସହ ଆଲୋଚନା କରିଥିଲେ କି ବୋଲି ମଧ୍ୟ ପଚରାଯାଇଛି ।ତେବେ ରାଇମୋହନଙ୍କ ମୋବାଇଲ ଫୋନ୍ ଜବତ କରାଯାଇଛି । ମୋବାଇଲ ଫୋନରୁ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ […]Continue Reading
Odisha News
ଭୁବନେଶ୍ବର, ୨୪/୬: ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି।ସେ ଭୁବନେଶ୍ବରର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ଘରୁ ରାଇମୋହନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିବାରିକ ଅସନ୍ତୋଷକୁ ନେଇ ସେ ଜୀବନ ହାରିଥିବା କୁହାଯାଉଛି।ଉଲ୍ଲେଖଯୋଗ୍ୟ, ଓଲିଉଡ ଓ ଯଲିଉଡର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ Continue Reading
Seo wordpress plugin by www.seowizard.org.