ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟନୟାଗଡ,୨୦/୩: ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ସିକରଗୋଛା ଠାରୁ ଉଦୟପୁର ଦେଇ ଯାଇଥିବା ରାସ୍ତା ପାର୍ଶ୍ବରେ ଏକ ମୃତ ଶିଶୁ ପୁତ୍ର ପଡ଼ିଥିବା ଲୋକମାନେ ଦେଖିବାକୁ ପାଇଥିଲେ। ନୂଆଗାଁ ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁ ପୁତ୍ର କୁ ଉଦ୍ଧାର କରି ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକ ସୂଚନା ଦେଇଛନ୍ତି।ରାସ୍ତା କଡ଼ରେ ନବଜାତ Continue Reading
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟନୂଆଗାଁ,୧୮/୭: ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ମେଗା ନର୍ସରୀ ଠାରେ ନୟାଗଡ ବନବିଭାଗ ର ଜିଲ୍ଲା ସ୍ତରୀୟ ପରିଚାଳନା ଓ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ.ଡି ,ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ,ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ମହିପୁର ବନାଞ୍ଚଳ ଅଧିକାରୀ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟ ନୟାଗଡ଼,୧୮/୭: ଦୀର୍ଘ ଦଶବର୍ଷ ଧରି ଚାଷବାସ ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ର ସାତଜଣ ଚାଷୀ ପରିବାର । ଅଭିଯୋଗ ଅନୁଯାୟୀ ୨୦୧୧ ଓ ୨୦୧୨ ମସିହାରେ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମରେ ଏକ ପୋଖରୀ ଖୋଳିବା ପାଇଁ ତତ୍କାଳୀନ ବିଡ଼ିଓ ଆଶିଷ ଜେନା ଙ୍କୁ କାର୍ୟ୍ୟାଦେଶ ଦିଆଯାଇଥିଲା । ଗାଁ ର ଶ୍ମଶାନ ଜମି ଓ ନାଳ କୁ ମିଶାଇ ଖୋଳା […]Continue Reading
କିଶୋର ମହାପାତ୍ର ଙ୍କ ରିପୋର୍ଟନୟାଗଡ଼,୧୭/୭: କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଜେନା ଅନିଲି କୁମାର ସାମଲ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲା ର ବିଭିନ୍ନ ଗ୍ରାମକୁ ଯାଇ ସ୍ଥିତି ପରଖିଛନ୍ତି । ପ୍ରଥମେ ଆର ଡି ସି ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ଜିଲ୍ଲାପାଳ ଡ. ପୋମା ଟୁଡୁ , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ ଡି , ପ୍ରକଳ୍ପ […]Continue Reading
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୧୭/୭: ନୟାଗଡ ଜିଲ୍ଲା ନୂଆଗାଁ ଥାନା ମହିପୁର ଫାଣ୍ଡିରେ ନୂତନ ଅଧିକାରୀ ଭାବେ ଯୋଗଦେଇ ଦାୟିତ୍ଵ ଗ୍ରହଣ କରିଛନ୍ତି ସବ୍ ଇନ୍ସପେକ୍ଟର ରମେଶ କୁମାର ଦେବତା । ଏହା ପୂର୍ବରୁ ସେ ମାଓ ପ୍ରବଣ ଅଞ୍ଚଳ କୋରାପୁଟ ଜିଲ୍ଲା ପାଡୁଆ ଥାନାରେ କାର୍ୟ୍ୟକରି ବହୁ ଅପରାଧୀ ଙ୍କୁ ଧରି ଗିରଫ କରିବା ସହ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଓ ଜନସାଧାରଣ ଙ୍କ ସୁରକ୍ଷା ପାଇଁ କାର୍ୟ୍ୟ କରି ସଫଳତା ହାସଲ କରିଥିଲେ।ଜନସାଧାରଣ […]Continue Reading
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟନୂଆଗାଁ,୧୬/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ରୁ ବୁଧବାର ୯ ଜଣ ଓ ଗୁରୁବାର ଦିନ ଆଉ ୨ ଜଣ ଏହିପରି ଭାବେ ୧୧ ଜଣ କରୋନା ରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। ଗୋଷ୍ଠୀ ସଂକ୍ରମଣ ଆଶଙ୍କା କୁ ଦୃଷ୍ଟିରେ ରଖି ବାହାଡ ଝୋଲା ସରପଞ୍ଚ ୫ ଦିନ ସଟ୍ ଡାଉନ୍ ଘୋଷଣା କରିଛନ୍ତି। […]Continue Reading
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟନୂଆଗାଁ,୧୫/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତା ପଲ୍ଲୀ ପଞ୍ଚାୟତ ଅଧୀନରେ ଥିବା କିମ୍ଭିରୀ ଗ୍ରାମ କୁ ରାସ୍ତା ସଂଯୋଗୀ କରଣ ହେବା ପରେ ଗ୍ରାମବାସୀ ଙ୍କ ଦୁଃଖ ଦୂର ହୋଇଛି । ବହୁବର୍ଷ ଧରି କିମ୍ଭିରୀ ଗ୍ରାମର ଲୋକମାନେ ପକ୍କା ରାସ୍ତା ନ ଥିବା ଯୋଗୁଁ ଖାଲ ଖମା ,ଧୋଡା ଦେଇ ଯାତାୟାତ କରୁଥିଲେ। ବର୍ଷା ଦିନରେ ଲୋକମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି […]Continue Reading
କିଶୋର ମହାପାତ୍ର ଙ୍କ ରିପୋର୍ଟନୟାଗଡ଼,୯/୭: ନୟାଗଡ଼ ଡାକ୍ତରଖାନାରେ ଦଲାଲ ମାନଙ୍କ ରାଜ ଦିନ କୁ ଦିନ ବଢିବାରେ ଲାଗିଛି । ଦଲାଲ ମାନେ ଡାକ୍ତର ଙ୍କ ପାଖାପାଖି ରହି ନୂତନ ଶୈଳୀ ରେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ଜଣେ ସୁସ୍ଥଲୋକକୁ ଟଙ୍କା ମାଧ୍ୟମରେ ଭିନ୍ନ କରିବାରେ ବିଳମ୍ବ ହେଉନାହିଁ । ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ୩ ହଜାର ୭ ଶହ ଟଙ୍କା ଦେଇ ଗୋଡ ଥାଇବି ଛୋଟା, ଆଖି […]Continue Reading
କିଶୋର ମହାପାତ୍ର ଙ୍କ ରିପୋର୍ଟନୟାଗଡ଼,୮/୭: ନୟାଗଡ଼ ଜିଲ୍ଲ ଭାପୁର ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଆତ୍ମା ଓ କୃଷି ବିଭାଗ ପକ୍ଷରୁ ଜୈବିକ ପଦ୍ଧତିରେ ଅଧିକ ଉପାର୍ଜନ ଧାନ ଓ ମକା ବିହନ କୃଷକମାନଙ୍କୁ ବିତରଣ କରାଯାଇଛି । ଭାପୁର ବ୍ଲକ ର ମେଳା ପୋଖରୀ ଓ ବେଗୁନିଆ ଗ୍ରାମ ର ଚାଷୀ ମାନଙ୍କୁ ଧାନ ଓ ମକା ବିହନ ବିତରଣ କରାଯାଇଥିବା ସହ କିପରି ଅଧିକ ପରିମାଣରେ ଅମଳ କରାଯିବ ସେ ସମ୍ପର୍କରେ ଭାପୁର […]Continue Reading
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ଗଣିଆ,୭/୭ : ନୟାଗଡ ଜିଲ୍ଲା ଗଣିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟରତ ଫାର୍ମାସିଷ୍ଟ ସୋମବାର ଦିନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି କୋଭିଡ୍ ଯୋଦ୍ଧା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ରୁ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ପାଇଁ ଗଣିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସସ୍ମିତା ଲେଙ୍କା ଜିଲ୍ଲାପାଳ ଙ୍କ କ୍ଷମତା ପ୍ରୟୋଗ କରି ୭୨ ଘଣ୍ଟା ଗଣିଆ ଗ୍ରାମ ପଞ୍ଚାୟତ କୁ ସଟ୍ ଡାଉନ୍ […]Continue Reading




