ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୯/୭: ସୁଚନା ଥାଉକି ନୟାଗଡ଼ ଜିଲ୍ଲା ଗଣିଆ ତହସିଲ ରେ ବର୍ତମାନ କାଜ୍ୟରତ ଥିବା ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ଲାଞ୍ଚ ନେବାବେଳେ ଧରାପଡ଼ି ଛନ୍ତି।ଶୁକ୍ରବାର ସକାଳେ ତହସିଲ କଲେନିରୁ ଉଠାଇ ନେଇଛି ଭିଜିଲାନ୍ସ।ଗୋଟେ ବାଲି ବୋଝେଇ ହାଇବା ଗାଡ଼ି ଛାଡ଼ିବାପାଇଁ ୧୫ ହଯାର ଟଙ୍କା ନେବାପାଇଁ ଜିଦି ଧରି ୧୩ ହଜାର ଟଙ୍କା ରେ ଫାଇନାଲ କରିଥିଲେ ଏବଂ ୧୦ ହଜାର ଟଙ୍କା ନଗଦ ନେଇଥିଲେ ବାକି ୩ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୨୨/୭: ଦୁଇଦିନିଆ ନୟାଗଡ ଜିଲ୍ଲା ଗସ୍ଥରେ 5T ସଚିବ ଭିକେ ପାଣ୍ଡିଆନ। ଜିଲ୍ଲାକୁ ଆସି ରଣପୁରୁ ଗ୍ରସ୍ଥକରି ପ୍ରଥମେ ତଳମଣିନାଗ ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏହାପରେ ରଣପୁରୁ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଡାକ୍ତର ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ସଂମ୍ପର୍କରେ ପଚାରି ବୁଝିଥିଲେ 5T Continue Reading
ନୟାଗଡ,୨୧/୭ : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଗାଁରେ ଗତକାଲି ବୋମାମାଡ଼ ହୋଇଛି। ବୋମାମାଡରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଶଶିକାନ୍ତି ଷଡ଼ଙ୍ଗୀ ଓ ତାଙ୍କର ଦୁଇ ଭାଇ। ଅଭିଯୁକ୍ତ ସିନିବାସ ବେହେରାକୁ ପୁଲିସ ଅଟକ ରଖିଛି।ଶଶିକାନ୍ତଙ୍କର ଟାକରା ଛକରେ ପାନ ଦୋକନ ରହିଛି। ସିନିବାସଙ୍କର ମଧ୍ୟ ସେହି ଛକରେ ଦୋକାନ ରହିଛି। ଶଶିକାନ୍ତ ଓ ସନିବାସଙ୍କର କୌଣସି ପୂର୍ବରୁ ଝଗଡ଼ା Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୭/୭:ଆଜି କାଲିର ଯୁବ ପୀଢ଼ି ନିଜର ଜନ୍ମଦିନକୁ ଆଧୁନିକ ଚାକଚକ୍ୟ ର ଆଡମ୍ୱର ପୂର୍ଣ୍ଣ ଭାବେ ପାଳନ କରୁଥିବା ବେଳେ କିନ୍ତୁ ସାଇ ଶୁଭମ୍ ଏଇ ସବୁ ର ଉର୍ଦ୍ଧ୍ବ ରେ ରହି ଆଗାମୀ ଭବିଷ୍ୟତ ।ପରିବେଶ କୁ ଦୃଷ୍ଟି ରଖି ନିଜ ଜନ୍ମଦିନରେ ସାଥୀ ମାନ ଙ୍କ ସହ ରାଜ୍ୟରେ ରକ୍ତ ଅଭାବ ଦୂର ନିମନ୍ତେ ସାଇସିଦ୍ଧି ଫାଉଣ୍ଡେସନ ଏବଂ ‘ଜୀବନବିନ୍ଦୁ’ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ର ଆୟୋଜନ […]Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୫/୭: କାରରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ନୟାଗଡ଼ ଟାଉନଥାନା ପୋଲିସ । କାର ସହ ୭୦ କେଜି ଗଞ୍ଜେଇ ଜବତ ଜଣେ ଗିରଫ। ଗିରଫ ଅଭିଯୁକ୍ତ ଜଣଙ୍କ କନ୍ଦମାଳର ଆଶିସ କୁମାର ପ୍ରଧାନ। ସୁଚନା ଅନୁଯାୟୀ ନୟାଗଡ଼ ଲେଙ୍କୁଡିପଡା ଠାରେ ରାସ୍ତାରୋକ ହୋଇଥିବା ବେଳେ ଏକ ଗଞ୍ଜେଇ ଭର୍ତ୍ତି କାର ସେଠାରେ ଅଟକି ରହିଥିଲା।କାରର ଡ୍ରାଇଭର ସେଠାରେ ଉପସ୍ଥିତ ଥିବା ପୋଲିସକୁ ଦେଖି କାରଛାଡି ଦୈାଡି ପଳାଇବାକୁ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୨/୭: ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୧୧୬ତମ ଜନ୍ମ ଜୟନ୍ତୀ ଅବସରରେ ଦାସିଆ ଅଜା ସ୍ମୃତି ୍କମିଟି ତରଫରୁ କଚେରୀ ବଜାର ସ୍ଥିତ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।ଦାସିଆ ଅଜା ଅମର ରହେ,ଦାସିଆ ଅଜା ଆମ ପ୍ରଣାମ ଘେନ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୬/୭: ରେଳ ବିଭାଗର ଖାମଖିଆଲ ନୀତି ଯୋଗୁଁ ପୁଣି ଆଜି ମେମୁ ଟ୍ରେନ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ସହିତ ଯାତ୍ରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଖବରରୁ ପ୍ରକାଶ ଯେ ଆଜି ସକାଳ ୬ଟା ୪୫ରେ ଏହି ଟ୍ରେନ ଭୁବନେଶ୍ୱର ଛାଡିବାକୁ ଥିଲା।ଯାତ୍ରୀମାନେ ଟିକେଟ କାଟି ଗାଡି ଭିତରେ ବସିଥିଲେ। ଯାତ୍ରୀ ଭରପୁର ଥିବା ଗାଡି ପ୍ରଥମ ହୁଇସିଲ ଏବଂ ଦ୍ୱିତୀୟ ହୁଇସିଲ ମାରି ବାହାରିବା ବେଳକୁ Continue Reading
ନୟାଗଡ଼,୬/୭: ‘ସେବା ଏକ୍ସପ୍ରେସ୍’ ନାମରେ ନୟାଗଡ଼ରୁ ଭୁବନେଶ୍ବର ଚାଲୁଥିବା ମେମୁ ଟ୍ରେନ୍ ପୁଣି ଅଟକିଛି। ପୂର୍ବରୁ ଜଙ୍ଗଲ ଭିତରେ ଏହି ଟ୍ରେନ୍ ଅଟକିଥିବା ବେଳେ ଆଜି ନୟାଗଡ଼ ଷ୍ଟେସନରେ ଦୀର୍ଘ ସମୟ ପର୍ୟ୍ୟନ୍ତ ଷ୍ଟାର୍ଟ ହୋଇପାରି ନଥିଲା।ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍ ସମୟରେ ଟ୍ରେନ୍ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଷ୍ଟେସନରେ ଅଚଳ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୮//୬ : ଟାଟା ପାଓ୍ବାରର ବିଦ୍ୟୁତ ଯୋଗାଣରେ ଅନିୟମିତାକୁ ଜୋରଦାର ବିରୋଧ । ବିରୋଧ କଲା ନୟାଗଡ଼ ଜିଲ୍ଲାକଂଗ୍ରେସ। ପ୍ରତିବାଦରେ ଦଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରଉ ସହ ଅଣ୍ଡା, ଟମାଟୋ ମାଡ। ଏପରି କିଛି ଦ୍ରୁସ୍ୟ ଆଜି ଦେଖିବାକୁ ମିଳିଛି ନୟାଗଡ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ। ରାଜ୍ୟ କଂଗ୍ରେସର ନିଷ୍ପତି କ୍ରମେ ନୟାଗଡରେ ଆଜି ବିଦ୍ୟୁତ କାଯ୍ୟାଳୟ ଆଗରେ ଧାରଣା Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୭/୬: ନୟାଗଡ ଜିଲ୍ଲାପାଳ ଙ୍କ ସଦଭାବନା ଗୃହ ରେ ଜିଲ୍ଲା ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନର ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ନିଶା ସେବନ ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଧାନ ଚନ୍ଦ୍ର ରାୟ ଯୋଗଦେଇଥିଲେ ।ଅବକାରୀ ବିଭାଗ ଅଧିକାରୀ ଶ୍ରୀଯୁକ୍ତ କରୁଣାକର ତିୱାରୀ ,ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀମତୀ ପ୍ରିୟଙ୍କା Continue Reading




