ବିଶ୍ୱ ଭୂଷଣ ମହାପାତ୍ର / ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୧/୭: ସ୍ଥାନୀୟ ଖଣ୍ଡପଡାରୋଡସ୍ଥ ନୀଳମାଧବ କଲ୍ୟାଣ ମଣ୍ଡପ ଠାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼ ତରଫରୁ ” ଆସ ଆମେ ଶିଶୁଙ୍କୁ ବୁଝିବା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ୩୫୦ ଜଣ ଅଭିଭାବକଙ୍କୁ ନେଇ ଶିଶୁ ମାନଙ୍କର ପ୍ରଗତିରେ ମାତାପିତାଙ୍କ ଭୂମିକା Continue Reading
ନୟାଗଡ଼,୨୦/୨: ପଡ଼ୋଶୀ ଠେଙ୍ଗାରେ ପିଟିପିଟି ଜଣେ ଯୁବକଙ୍କୁ ହତ୍ୟା କରିଥିବାର ଖବର ମିଳିଛି। ଏହି ଘଟଣାରେ ମୃତକର ସାନଭାଇ ଆହତ ହୋଇଛି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଧୀନ କାଦୁଆପଡ଼ା ଗାଁରେ।ସୂଚନା ଅନୁଯାୟୀ, କାଦୁଆପଡ଼ା ଗାଁର ଶରତ କୁମାର ପଣ୍ଡା ଓ ଗୋବିନ୍ଦ ପ୍ରଧାନ ଦୁହେଁ ପଡ଼ୋଶୀ। ଉଭୟ ଲୁହା କବାଡ଼ିଆ ବେପାର କରନ୍ତି। ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ଭିତରେ ବ୍ୟାବସାୟିକ କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ଗୋବିନ୍ଦ ପ୍ରଧାନ Continue Reading
ନୟାଗଡ଼,୧୯/୨: କଳଙ୍କ ମୁଣ୍ଡାଇଲେ ଆଉ ଜଣେ ସାବତ ମାଆ। ଯିଏ ସମ୍ପତ୍ତି ଲୋଭରେ କୁଆଡେ ଜଣେ ୩୫ ବର୍ଷୀୟ ଦିବ୍ୟଙ୍ଗ ପୁଅକୁ ପିଟିପିଟି ମାରିଦେଇଛି! ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲାରୁ। ତେବେ ଗାଁ ଲୋକଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସାବତ ମାଆ।ପୂରା ଘଟଣା ଏମିତି। ଦଶପଲ୍ଲା ଥାନା ସିମିଳିସାହି ଗାଁର ଅଲେଖ ପ୍ରଧାନ। ସେ ପ୍ରଥମେ ସୁବର୍ଣ୍ଣ ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଉଭୟଙ୍କ ଔରଷରୁ ବିପିନ ଓ ବିଜୟ ଦୁଇ ପୁଅ […]Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୧୫/୨: ନୟାଗଡ ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଇଟାମାଟି ଶିକ୍ଷା ବୈଷୟିକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ହକାଥାନ ଓ ସହାୟକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ପ୍ରଦୀପପ୍ରଜ୍ବଳନ ଓ ବେଦମନ୍ତ୍ର ଧ୍ୟାନ ସହ ଜିଲ୍ଲା ଶିକ୍ଷା ଅଧିକାରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପର୍ଯ୍ୟବେକ୍ଷକ, ଉପସ୍ଥିତ ଥିବା ଜିଲ୍ଲା ର ୨୯ଗୋଟି ଉଚ୍ଚ ମାଧ୍ୟମିକ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୧/୨: ନୟାଗଡ଼ ଗଣିଆ ତହସିଲ ଅଫିସ ରେ ଦୀର୍ଘ ୧୦ବର୍ଷ ଧରି ଗୋଟିଏ ଅଫିସ ରେ ଗୌରହରି ମାଝୀ, ଅତିରିକ୍ତ ରାଜସ୍ବ ନିରୀକ୍ଷକ,ସୁଦୀପ ପଟ୍ଟନାୟକ,ଅମିନ, ଓ ଜୋଛନା୍ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି।।ସରକାରଙ୍କ ବଦଳି ନିୟମ ଅନୁଯାୟୀ, ତିନିବର୍ଷ ରେ ଥରେ ବଦଳି ହେବାର ନିୟମ ଅଛି।କିନ୍ତୁ ଏହି ସବୁ କର୍ମଚାରୀ ବଦଳି ନ ହୋଇ ଗୋଟିଏ ସ୍ଥାନରେ ରହିବାଦ୍ୱାରା ସରକାରଙ୍କ ବଦଳି ନିୟମ ଉଲଘଂନ ହୋଇଅଛି।ଜିଲାରେ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୦/୨ନୟାଗଡ଼ରେ ଭାରତୀୟ ଜନତା ପାର୍ଟିର ୩୦୦ରୁ ଉର୍ଦ୍ଧ କର୍ମୀଙ୍କୁ ନେଇ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ସଫେଇ କାର୍ୟ୍ୟ ସହିତ ଫଳ ବଣ୍ଟନ କରିଛନ୍ତି। ରୋଗୀଙ୍କ ସୁଖଦୁଃଖ ପଚାରି ବୁଝିବା ସହ ନୟାଗଡ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଉଊଗଙଙ୍କ ସହିତ ଆଲୋଚନା କରିଛନ୍ତି।ଆନୁସଙ୍ଗିକ ସୁବିଧା ସୁଯୋଗ ରୋଗୀଙ୍କୁ ଯୋଗାଇଦେବେ ବୋଲି ଉଊଗଙ ମଧ୍ୟ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୮/୨: ନୟାଗଡ ଘଡୁଆଳ ଗ୍ରାମ ରେ ଘର ଭିତରୁ ଜଣେ ମହିଳାଙ୍କ ମ୍ରୁତଦେହ ସଂନ୍ଦେହ ଜନକ ଭାବେ ଉଦ୍ଦାର ହୋଇଛି। ମ୍ରୁତ ମହିଳା ଜଣଙ୍କ ଘଡୁଆଳ ଗ୍ରାମର ବିଜୟ କୁମାର ପଣ୍ଡାଙ୍କ ପତ୍ନୀ ସଂନ୍ଦ୍ୟାରାଣୀ ପଣ୍ଡା ବୟସ(୫୨)ବର୍ଷ ବୋଲି ଜଣାପଡିଛି।ମ୍ରୁତ ସଂନ୍ଦ୍ୟାରାଣୀ ଘଡୁଆଳ ୨ ନଂ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀ ହୋଇଥିବା ସୁଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟାରାଣୀ ପଣ୍ଡାଙ୍କୁ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୭/୨: ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଫେବୃଆରୀ ତା ୨୧ ରୁ ୨୪ ରିଖ ପର୍ଯ୍ୟନ୍ତ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି ।ଜିଲ୍ଲାପାଳ ଏକ ପ୍ରେସମିଟ ଜରିଆରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉପରେ ଏକ ବିବରଣୀ ପ୍ରଦାନ କରିଛନ୍ତି। ଏଥିରେ କୃଷକମାନେ କିପରି କୃଷି ଯନ୍ତ୍ରପାତି କିପରି ସୁଲଭ ଦରରେ କିଣି ପାରିବେ ତାହା ଉପରେ ଆଲୋକପାତ କରିଥିଲେ।ନୟାଗଡ଼ ଦକ୍ଷିଣକାଳୀ Continue Reading
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୫/୨: ନୟାଗଡ଼ ସଦରଥାନା ଅଧୀନ ମାଳିସାହି ଫାଣ୍ଡି ଅନ୍ତର୍ଗତ ମାଳିସାହି ଗ୍ରାମ ରେ ଡକାୟତ ମାନେ ଫିଲ୍ମି ଷ୍ଟାଇଲ ରେ ଚୋରି ହେଉଥିବା ନେଇ ନୟାଗଡ଼ ସଦରଥାନା ରେ ଅଭିଯୋଗ । ଅଭିଯୋଗ ଅନୁସାରେ ସଦରଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ମାଳିସାହି ଗ୍ରାମ ର ବିଜୟ କୁମାର ବିଶ୍ୱାଳ ଙ୍କ ଘର ପଛ ପାଖରେ ଥିବା ଏକ ପାଳ ଗଦା ରେ ପ୍ରଥମେ ଦୁର୍ବୁତ୍ତ ମାନେ ନିଆଁ ଲଗେଇ ଦେଇଥିଲେ ।ଅଗ୍ନିଶମ […]Continue Reading
ବିଶ୍ୱ ଭୂଷଣ ମହାପାତ୍ର /ମମତା ମାହାପାତ୍ରଙ୍କ ରିପୋର୍ଟନୟାଗଡ଼,୫/୨:ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନ୍ୟମିତା ଅଭିଯୋଗ, ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ପ୍ରସ୍ତୁତ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା ବେଳେ ଅନ୍ୟାନ୍ୟ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଥିବା ଅଭିଯୋଗ ହୋଇଛି ।ବିଶେଷ Continue Reading