ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩୦/୧୦ : ନୟାଗଡ଼ ଜେଲରେ ଦିନକୁ ଦିନ ବଢ଼ି ଚାଲିଥିବା ଗ୍ୟାଙ୍ଗୱାରକୁ ଦମନ କରିବା ପାଇଁ ଏବେ ଉଭୟ ଜେଲ୍ କର୍ତ୍ତୃପକ୍ଷ ଓ ସଦର ଥାନା ପୁଲିସ ଯୋଜନା କରିଛନ୍ତି।ଦୁଇ ଦିନ ତଳେ ଜେଲ୍ ଭିତରେ ଘଟିଥିବା ବିଶୃଙ୍ଖଳା ପାଇଁ ଦାୟୀ ରହିଥିବା ୩୫ ଜଣଙ୍କ ମଧ୍ୟରୁ ଆଜି ୭ ଜଣଙ୍କୁ ରଣପୁର ଓ ଦଶପଲ୍ଲା ସବ୍-ଜେଲକୁ ସ୍ଥାନାନ୍ତର କରାଯାଇଛି।କେବଳ ସେତିକି ନୁହେଁ ଜାମିନ ପାଇଁ ଜେଲରୁ ଘରକୁ ଯିବା ପାଇଁ […]Continue Reading




