ଶାଳଚୁଆ, ୧୭/୧୧: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।ଉକ୍ତ ଯୁବକଙ୍କ ନାମ ଜେମାଦାର ସିଂ ବୋଲି ଜଣାଯାଇଛି। ସେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା।ଗୁରୁତର ଯୁବକଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।Continue Reading
କରଞ୍ଜିଆ, ୨୪/୧୦: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ରେ ଥମିବାର ନାଁ ନେଉନି ହାତୀ ଉପଦ୍ରଵ । କେତେବେଳେ ବିଲରେ ପଶି ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଗାଁରେ ପଶି ଲୋକଙ୍କ ଘର ଭାଙ୍ଗୁଛନ୍ତି ହାତୀପଲ ।କିଛି ମାସ ହେବ ୨୪ ଟିକିଆ ଝାଡଖଣ୍ଡି ହାତୀପଲ ଯୋଗୁଁ ଶୁକୃଳି ,କରଞ୍ଜିଆ ,ରରୁଆଁ ଏବଂ ଯଶିପୁର ବ୍ଲକ ରେ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି । ଆଜି ହାତୀପଲ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଶିରମଣିପୁର ଗାଁ ନିକଟରେ […]Continue Reading
କରଞ୍ଜିଆ , ୨୩/୧୦: ହଷ୍ଟେଲରେ ଗ୍ୟାସ ସରି ଯାଇଥିବାରୁ ଗତକାଲିଠୁ ଭୋକ ଉପାସରେ ଅଛନ୍ତି ଶତାଧିକ ଛାତ୍ରୀ। କେହି ସେମାନଙ୍କ କଥା ନବୁଝିବାରୁ କାନ୍ଦି କାନ୍ଦି ବିଡିଓଙ୍କ ନିକଟରେ ଗୁହାରି ଜଣାଇବା ପାଇଁ ପହଞ୍ଚିଥିଲେ ବ୍ଲକ କାର୍ଯ୍ୟାଳୟରେ। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଠାକୁରମୁଣ୍ଡା ଏସଟିଏସି ଡେଭଲମେଣ୍ଟ(ଏସ୍ଏସ୍ଡି) ଛାତ୍ରୀ ନିବାସରେ।ଏହି ଏସଟିଏସି ଡେଭଲମେଣ୍ଟ ଛାତ୍ରୀ ନିବାସରେ ୯୪ଜଣ ଝିଅ ରହନ୍ତି। ହଷ୍ଟେଲରେ ଗ୍ୟାସ ସରି Continue Reading
Bhubaneswar, OCT. 22: Four persons, including three women, were on Saturday electrocuted in two separate incidents in Odisha’s Keonjhar and Mayurbhanj districts. According to sources, three women belonging to Juanga tribal community of Telkoi in Keonjhar district had led a herd of goats to the nearby jungle for grazing. When the goats came in contact […]Continue Reading
ଉଦଳା,୨୨/୧୦: ମାଛ ଧରିବା ପାଇଁ ବିଛାଇଥିଲେ ବିଦ୍ୟୁତ ତାର ଫାସ। ହେଲେ ସେହି ବିଦ୍ୟୁତ ଫାସରେ ପଡ଼ି ଚାଲିଗଲା ଯୁବକଙ୍କ ପ୍ରାଣ। ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୁନ୍ଦୁରସାହି ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ଏହି ଗ୍ରାମର ସନ୍ତୋଷ କୁମାର ଦତ୍ତ।ସୂଚନା ମୁତାବକ, ସନ୍ତୋଷ ଅନ୍ୟ ଗ୍ରାମବାସୀଙ୍କ ସହିତ ମିଶି କେନାଲରେ ମାଛ ଧରିବା ନିମନ୍ତେ ବିଦ୍ୟୁତ ତାର ଫାସ ପକାଇଥିଲେ। ବିଦ୍ୟତ୍ ଚାର୍ଜ ମଧ୍ୟ ହୋଇଥିଲା।ବିଦ୍ୟୁତ ଆଘାତ ପାଇ ମାଛ ପାଣିରୁ […]Continue Reading
Students from SLS Memorial Residential School at Pahadpur also connected with Hon’ble Prime Minister from the India Mobile Congress precincts and attendedlive demonstrative classes on Jio True5G network By Sudam Patra Pahadpur / Rairangpur / Bhubaneswar, Oct.1 : For over 100 students, teachers, and residents at SLS Memorial Residential School in remote Pahadpur village,it Continue Reading
କୁଆମରା, ୨୩/୮: ଗତକାଲି (ସୋମବାର) ପ୍ରାୟ ରାତି ୧୦ଟା ସମୟରେ ଗୋଟିଏ ଘରର କାନ୍ଥ ଭୁଶୁଡ଼ି ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି।ମୟୂରଭଞ୍ଜ ଜିଲ୍ଲାର ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତର ରାଇଡାହି ଗ୍ରାମର ଗଣେଶ ସିଂ ଭୁବନେଶ୍ବରରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ତେବେ ତାଙ୍କ ଘରେ ସ୍ତ୍ରୀ ତୁଳସୀ, ଦୁଇ ପୁଅ ଜ୍ୟୋତି ଶଙ୍କର (୬) ଓ ଭୋଳା ଶଙ୍କର (୫) ଏବଂ ଝିଅ ଯଶୋଦା (୧୦) ଘରେ ରହୁଥିଲେ।ଗତ ରାତିରେ ୪ଜଣ ଥିବା ଉକ୍ତ […]Continue Reading
ବାରିପଦା,୨୬/୬: ଗୋଟିଏ ଡାଳରେ ଝୁଲୁଛି ଯୁବକ ଏବଂ ଯୁବତୀଙ୍କ ମୃତଦେହ। ଆଜି ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ମାକୁନ୍ଦ ଜଙ୍ଗଲରେ ଏହି ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି।ଅପରାହ୍ନରେ ମାକୁନ୍ଦ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏହି ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।ପ୍ରାଥମିକ ସୂଚନା ମୁତାବକ, ମୃତ ଯୁବକଙ୍କ ଘର ବେତନଟୀ ଥାନା ଅନ୍ତର୍ଗତ ଛାତନା ଗ୍ରାମରେ ହୋଇଥିବା ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଦୁହେଁ Continue Reading
କରଞ୍ଜିଆ, ୧୨/୬: ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କକୁ ଭୁଲିଗଲେ। ବଡ଼ ଭାଇକୁ ଠେଙ୍ଗାରେ ନିସ୍ତୁକ ପିଟିବା ସହ ମୁଣ୍ଡ ଓ ହାତକୁ ପଥରରେ ଛେଚି ନଦୀକୁ ଠେଲି ଦେଲେ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ସାହାରପାଟ ଗାଁରେ।ଜମିଜମାକୁ କେନ୍ଦ୍ରକରି ଗତକାଲି ରାତିରେ ଗାଁର ତ୍ରିଲୋଚନ ଦେହୁରୀ ଓ ତାଙ୍କ ସାନ ଭାଇ ସର୍ବେଶ୍ୱର ଦେହୁରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ଝଗଡ଼ା ଚାଲିଥିବା ବେଳେ ସର୍ବେଶ୍ୱର ଉତ୍କ୍ଷିପ୍ତ ହୋଇ ବଡ଼ ଭାଇ Continue Reading
ଉଦଳା, ୧୯/୫: ସାତ ଜନମର ସାଥୀ ହେବା ପାଇଁ ହାତ ଧରିଥିଲେ। ହେଲେ ଗୋଟିଏ ଜନମରେ ଶେଷ ହୋଇଗଲା ଜୀବନ। ସାମାନ୍ୟ କଥାକୁ ନେଇ ହେଲା ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କଳହ।ଆଉ ତା’ପରେ ସାତ ଜନମର ସାଥୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ସିରିଆପାଳ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲାଦୁରା ସିଂ। ଘଟଣା ପରେ ସ୍ତ୍ରୀ ଗୁରୁବାରୀ ସିଂ ଫେରାର ହୋଇଯାଇଛି।ଗତକାଲି […]Continue Reading