By Sudam Patra Bhubaneswa, May 4: Hon’ble President of India on her visit to Mayurbhanj district on May 4 took some time off her busy schedule to inaugurate one Tribal Development Project, one livelihood project on Mushroom cultivation and a Community Centre supported by NABARD at Pahadpur village in the august presence of Hon’ble Governor […]Continue Reading
ମୟୂରଭଞ୍ଜ ,୪/୫ : ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦିନ ପ୍ରାୟ ୧୦ଟା ୨୦ରେ ସେ ବାୟୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ରାଇରଙ୍ଗପୁରର ବାଦାମପାହାଡ଼ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାରସକଣା ବିଧାୟକ ବୁଧାନ ମୁର୍ମୁ ଓ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ପ୍ରମୁଖ ସ୍ୱାଗତ କରିଥିଲେ।ରାଷ୍ଟ୍ରପତି Continue Reading
ମୟୂରଭଞ୍ଜ,୪/୫ ଆଜିଠୁ ୩ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସଜେଇ ହୋଇଛି ସମଗ୍ର ମୟୂରଭଞ୍ଚ। ଦେଶର ପ୍ରଥମ ନାଗରିକଙ୍କୁ ନିଜ ଜନ୍ମମାଟି ପାହାଡପୁରରେ ଦେଖିବାକୁ ନିଜ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।ରାଷ୍ଟ୍ରପତି ବାଦାମପାହାଡ ହେଲିପ୍ୟାଡରେ ସକାଳ ପ୍ରାୟ ୧୦ଟା ୧୫ରେ ପହଞ୍ଚିବା ପରେ ନିଜେ Continue Reading
ଭୁବନେଶ୍ୱର, ୨୬/୭: ରାଜ୍ୟରେ କରୋନା ମହାମାରୀ ତା’ର କାୟା ବିସ୍ତାରୀ ଧ୍ୱଂସଲୀଳା ଆରମ୍ଭ କରିଥିବାବେଳେ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ତୃଣମୂଳ ସ୍ତରରେ କିପରି ଏହାକୁ ମୁକାବିଲା କରାଯାଇ ଲୋକମାନଙ୍କୁ ବଂଚିବାର ରାହା ଦେଖାଇବା ଏବଂ ମହାମାରୀରୁ କିପରି ରକ୍ଷା ପାଇହେବ, ମୁକାବିଲା ପାଇଁ ସରକାରୀ ସ୍ଥିରୀକୃତ ନିୟମାବଳୀକୁ ଯେପରି କଠୋର ଭାବେ ପାଳନ କରାଯିବ, ଆଶୁ ଆରୋଗ୍ୟର ମାର୍ଗ ଦେଖାଯାଇପାରିବ; ସେ ନେଇ ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସିୱାଇଏସ୍ଡି Continue Reading




