Home Posts tagged london (Page 2)
Odisha News
ଲଣ୍ଡନ୍,୧୯/୮: ୭ଜଣ ନବଜାତକଙ୍କୁ ହତ୍ୟା କରିଥିବା ଏବଂ ଆଉ ୬ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଇଂଲଣ୍ଡର୍ ‘ଚେଷ୍ଟର୍ ହସ୍ପିଟାଲ୍’ର ଜଣେ ନର୍ସ ଜଣେ ଭାରତୀୟ ବଂଶୋଦ୍ଭବ ଶିଶୁରୋଗ ବିଶେଷଜ୍ଞଙ୍କଦ୍ବାରା ଧରାପଡ଼ି ଶୁକ୍ରବାର ଦିନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।ସେ ହସ୍ପିଟାଲ୍ରେ କାର‌୍ୟ୍ୟରତ ଡାକ୍ତର ରବି ଜୟରାମ କହିଛନ୍ତି ଯେ, ତାଙ୍କର ପୂର୍ବତନ ସହକର୍ମୀ ନର୍ସ ଲୁସି ଲେଟ୍ବାଏଙ୍କ ଅପକର୍ମ ସଂକ୍ରାନ୍ତରେ ପୂର୍ବରୁ ପୁଲିସକୁ ସୂଚନା ଦିଆଯାଇ Continue Reading