Home Posts tagged london (Page 2)
Top Stories
ଲଣ୍ଡନ୍, ୨୭/୫: ଭାରତୀୟ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କର ହିନ୍ଦୀ ଉପନ୍ୟାସ ‘ଟୁମ୍ ଅଫ୍ ସ୍ୟାଣ୍ଡ୍’କୁ (ମୂଳ ହିନ୍ଦୀ ‘ରେତ୍ ସାମଧି’) ( ଓଡ଼ିଆରେ ‘ସୈକତ ସାମାଧି’) ଆନ୍ତର୍ଜାତିକ ‘ବୁକର୍ ପୁରସ୍କାର’ ମିଳିଛି। ଏହି ଉପନ୍ୟାସ ହେଉଛି ‘ବୁକର୍ ପୁରସ୍କାର’ ପାଇବାରେ ଯେକୌଣସି ଭାରତୀୟ ଭାଷାରେ ପ୍ରଥମ ପୁସ୍ତକ।ଗୁରୁବାର ଦିନ ଲଣ୍ଡନ୍ରେ ଆୟୋଜିତ ପୁରସ୍କାର ପ୍ରଦାନ ସମାରୋହରେ ପୁରସ୍କାର ଗ୍ରହଣ କରିବା ବେଳେ ନୂଆଦିଲ୍ଲୀର ଲେଖିକା ଗୀତାଞ୍ଜଳି ଶ୍ରୀ ଅଭିଭୂତ Continue Reading