ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୩ : ଜିଲ୍ଲା ପୁଲିସ ପକ୍ଷରୁ ୫ଦିନ ବ୍ୟାପୀ ଚାଲିଥିବା ସାଇବର ସଚେତନ୍ତା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ ଜିଲ୍ଲାର ସମସ୍ତ ପୁଲିସ ଅଧିକାରୀ ଯୋଗଦେଇ ସାଇବର ଅପରାଧ ସମ୍ପର୍କରେ ବିଶେଷଜ୍ଞଙ୍କ ଠାରୁ ବିଭିନ୍ନ ଦିଗ ବିଷୟରେ ଜାଣିବାକୁ ପାଇଥିଲେ।ଶିବିରରେ ସାଇବର ଅପରାଧ, ଏହାର ପରିଭାଷା, ଧାରା, ତଦନ୍ତ ପ୍ରକ୍ରିୟା ଏବଂ ତଥ୍ୟ ସଂଗ୍ରହ ଉପରେ Continue Reading




