Home Posts tagged KHURDHA DISTRICT
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୪/୪: ରଣପୁର ପ୍ରଜା ଆନ୍ଦୋଳନର ମହାନ୍ ସଂଗ୍ରାମୀ ଶହୀଦ ରଘୁ-ଦିବାକରଙ୍କ ପାଇଁ କେବଳ ରଣପୁର ନୁହେଁ, ଖୋରଧା ମାଟି ଗୌରବାନ୍ବିତ।ରଣପୁର ବ୍ଲକ୍ ବାଦଭୂଇଁ ଗ୍ରାମରେ ୧୯୧୦ ଜୁଲାଇ ୧୦ ରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ମହାନ୍ତି ଓ ଗଡ଼ବାଣୀକିଲ ଗ୍ରାମରେ ୧୯୧୧ ନଭେମ୍ବର ୩୦ରେ ଜନ୍ମ ଗ୍ରହଣ କରିଥିବା ଦିବାକର ପରିଡ଼ା ଏକଦା ଖୋରଧା ହାଇସ୍କୁଲର ଛାତ୍ରଥିଲେ।ଏହି ପରିପ୍ରେକ୍ଷୀରେ ଉଭୟଙ୍କ ଫାଶୀ ଦିବସ ଖୋରଧା ବିଜେବି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୩/୪ : ଖୋରଧା ସାଜିଛି ନିଶା ବ୍ୟବସାୟୀଙ୍କ ଚରାଭୂମି । ଆଜି ଛତିପୁର ଅଂଚଳରୁ ବ୍ରାଉନ ସୁଗର ଜବତ ସହ ତିନି ଯୁବକ ଗିରଫ ଘଟଣା ଏହାକୁ ପ୍ରମାଣିତ କରୁଛି।ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଚଢ଼ାଉ ସତ୍ୱେ ଏହି କାରବାରରେ ରୋକ ଲାଗି ପାରୁନି। ତେବେ ଛତିପୂର ଖେଳ ପଡିଆ ଠାରୁ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ଗିରଫ ଘଟଣା ଏହାକୁ ସ୍ପଷ୍ଟ କରିଛି।ପ୍ରକାଶ ଥାଉ କି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୩/୪: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ବିନ୍ଦୁଶ୍ରୀ ମିଶ୍ର ତାଙ୍କ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି ।ତାଙ୍କ ସ୍ଥାନରେ କଲେଜର ନୂତନ ଅଧ୍ୟକ୍ଷା ଭାବରେ ଡକ୍ଟର ଶ୍ରୀମତି ପୂର୍ଣ୍ଣିମା ନାୟକ କଲେଜର ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏହି ବିଦାୟ କାଳୀନ ସଭାରେ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ପ୍ରାକ୍ତନ ବିଧାୟକ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨/୪ : ଖୋରଧା ପୌରାଞ୍ଚଳରେ ଏଣିକି ଆଉ ରହିବନି ପାନୀୟ ଜଳ ସମସ୍ୟା। ଖୋରଧା ପୌରାଞ୍ଚଳ ଅନ୍ତର୍ଗତ ୨୨ ଟି ୱାର୍ଡ ଓ ଆଖପାଖ ଅଞ୍ଚଳର ୯୪୫୦ ଟି ଘରର ପାଖାପାଖି ୬୫ ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଛି ।ସରକାରଙ୍କ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଅନ୍ତର୍ଗତ ପାନୀୟ ଜଳ ଯୋଗାଣ। ପାଣି ସମସ୍ୟାକୁ ନେଇ ଅଞ୍ଚଳବାସୀ, ବିଧାୟକ ଓ ସାଂସଦ ଙ୍କ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨/୪: ଓଡ଼ିଶା ଦିବସ ଉପଲକ୍ଷେ ସମ୍ମିଳିତ କର୍ମଜୀବୀ ସାମ୍ୱାଦିକ ସଂଘ ଖୋରଧା ଜିଲ୍ଲା ଶାଖା ପକ୍ଷରୁ ସଂଘର ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ, ସାମ୍ୱାଦିକ ଭବନ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଅୟୋଜନ କରଯାଇଥିଲା ।ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧/୪ : ୧୯୩୬ମସିହା ଏପ୍ରିଲ ଏକ ତାରିଖ ଦିନ ଓଡ଼ିଶା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ପାଇଥିଲା। ଏହି ଅବସର ରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ରେ ୯୦ତମ ଓଡ଼ିଶା ଦିବସ ପାଳିତ ହୋଇଯାଇଛି।ସ୍କୁଲ ର ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ଉତ୍ସବ ରେ ଅନୁଷ୍ଠାନ ର ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଯୋଗ ଦେଇ ବରପୁତ୍ର ମାନଙ୍କ ଫଟୋଚିତ୍ର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୧/୩ : ଶ୍ରୀ ଶ୍ରୀ ମଦନ ମୋହନ ନାଟ୍ୟ କଳା ସଂସଦ ଆନୁକୂଲ୍ୟରେ ଜଟଣୀ ନିକଟ ପାତ୍ରପଡା ,ମାନପୁର ଠାରେ ଆସନ୍ତା ଏପ୍ରିଲ ୨୦ ତାରିଖ ଅକ୍ଷୟ ତୃତୀୟା ଠାରୁ ପୂର୍ବ ଓଡିଶା ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଆରମ୍ଭ ହେବାକୁ ଯାଉଛି।ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି କୃଷ୍ଣ ରାସଲୀଳା ସମେତ ଧନୁଯାତ୍ରା ଅନୁଷ୍ଠିତ ହେବ।ଆଜି ସ୍ଥାନୀୟ ରୋଟାରୀ କ୍ଲବ ଠାରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୧/୩ : ଏଟୋମିକ ଏନର୍ଜି (ପରମାଣୁ ଶକ୍ତି ),ବମ୍ବେ ଦ୍ବାରା ଏକ ସାଧାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଦ୍ୟାଳୟର ନବମ ଓ ଏକାଦଶ ଶ୍ରେଣୀର ୧୩୨ ଜଣ ବିଦ୍ୟାର୍ଥୀ ଯୋଗଦେଇଥିଲେ ।ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ସରୋଜ କୁମାର ସାହୁ, ଅଧ୍ୟାପିକା ଶ୍ରୀମତୀ ପ୍ରିୟତମା ସାମନ୍ତ ଓ ଶ୍ରୀମତୀ ପ୍ରଗତି ସାହୁଙ୍କ ସଂଯୋଜନାରେ ଆୟୋଜିତଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ନୃସିଂହ ଚରଣ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୦/୩ : ଖୋରଧା ପାଇକ ବିଦ୍ରୋହ ୧୮୧୭ ମସିହା ମାର୍ଚ୍ଚ ମାସ ୨୯ ତାରିଖ ଦିନ ବାଣପୁରରୁ ପ୍ରଥମେ ବକ୍ସି ଜଗବନ୍ଧୁ ଓ ଦେୱାନ କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ଆରମ୍ଭ ହୋଇ ସମଗ୍ର ଖୋର୍ଦ୍ଧା ତଥା କୁଜଙ୍ଗ ହରିଶପୁର ଆଦି ଅଂଚଳକୁ ବ୍ୟାପୀ ଯାଇଥିଲା।ପାଇକ ବିଦ୍ରୋହର ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖକୁ ମନେ ପକାଇବା ପାଇଁ ଖୋରଧା ଦଳବେହେରା ସଂଘ ପକ୍ଷରୁ ଆଜି ବିଜେବି ହାଇସ୍କୁଲ ଠାରେ ବକ୍ସି ଜଗବନ୍ଧୁଙ୍କ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୯/୩ : ଗତ ୧୦ ମାର୍ଚ୍ଚ ରେ ନାଇଜର ମୁଖ୍ୟ ପ୍ରବେଶଦ୍ୱାର ସମ୍ମୁଖରେ ଘଟିଥିବା ଏକ ଦୁଃଖଦ ସଡକ ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବହେଳାପୂର୍ଣ୍ଣ ଚାଳନା ଫଳରେ ତିନିଜଣ ମୂଲ୍ୟବାନ ଜୀବନର ହାନି ଘଟିଥିଲା।ଉକ୍ତ ଘଟଣାର ଗୁରୁତ୍ୱକୁ ଅନୁଭବ କରି ନାଇଜର ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନଙ୍କ ସମିଳିତ ପ୍ରୟାସରେ ଏକ ସଡକ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ କରାଯାଇଥିଲା।ଏଥିରେ ନାଇଜରର ରେଜିଷ୍ଟ୍ରାର ଡ଼ଃ Continue Reading