Home Posts tagged kendujhar district
Odisha News
କେନ୍ଦୁଝର, ୬/୧୧: ଦୀପାବଳି ଅବସରରେ ଓଡ଼ିଶାବାସୀଙ୍କ ସହ କେନ୍ଦୁଝରବାସୀଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ୧୧୦୩ କୋଟି ଟଙ୍କା ବ୍ୟୟରେ ୩୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି।ଧରଣୀଧର ମେଡିକାଲ କଲେଜରେ କର୍କଟ ରୋଗ ସ୍କ୍ରିନିଂ ୟୁନିଟ୍, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ମଡ୍ୟୁଲାର ଅପରେସନ ଥିଏଟର ସମେତ ବିଭିନ୍ନ ସୁବିଧାର ଉଦଘାଟନ କରିଛନ୍ତି। ଏଥିସହ ଡେଣ୍ଟାଲ ଓ ନର୍ସିଂ Continue Reading
Odisha News
କେନ୍ଦୁଝର, ୨୮/୧୦ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ରେ ଅଭାବନୀୟ ଘଟଣା। ଜେନେରେଟରରୁ ନିର୍ଗତ ଗ୍ୟାସ୍ରେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ନୟାକୋଟ ଥାନା ଅନ୍ତର୍ଗତ ସୁଡୁଙ୍ଗ ଗାଁରେ ଘଟିଛି।ଖବର ଅନୁଯାୟୀ, ଗାଁରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ୫ ଜଣ ଯୁବକ ରାତିରେ ଗୋଟିଏ ଘରେ ଜେନେରେଟର ଚଳାଇ ଶୋଇଥିଲେ। ରାତିରେ ଜେନେରେଟରରୁ ନିର୍ଗତ ଗ୍ୟାସ୍ରେ ସମସ୍ତେ ଶ୍ୱାସରୁଦ୍ଧ Continue Reading
Odisha News
ବଡ଼ବିଲ/ କେନ୍ଦୁଝର,୧୦/୧୦: ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବଡ଼ ଅଘଟଣ । ପାଣି ସୁଅରେ ଭାସିଯାଇ ଦୁଇ ଭାଇଙ୍କ ସଲୀଳ ସାମଧି । ଅନ୍ୟ ଜଣେ ୧୩ ବର୍ଷୀୟ ନାବାଳକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ସିଲିସୁଆଁ ନିକଟସ୍ଥ ଅରଡ଼େଇ ନଦୀରେ ଘଟିଯାଇଛି ଏହି ଦୁଃଖଦ ଘଟଣା ।ସୂଚନା ଅନୁଯାୟୀ, ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ଶଳା ମୁସଲିମ ବସ୍ତିର ମହମ୍ମଦ ମହିବୁର ରହମାନଙ୍କ ଦୁଇ ପୁଅ, ଅହମଦ ଅନସାରୀ […]Continue Reading
Odisha News
ଚମ୍ପୁଆ, ୬/୭ : କେଉଁଝର ଏବଂ ମୟୂରଭଞ୍ଜ ଅଞ୍ଚଳରେରେ ୩୦ ରୁ ଅଧିକ ଚୋରି ମାମଲାରେ ଜଡିତ କୁଖ୍ୟାତ ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ (ଝାଡ଼ଖଣ୍ଡ)କୁ ଏନକାଉଣ୍ଟର କରିଛି ଚମ୍ପୁଆ ପୁଲିସ।ଅଭିଯୁକ୍ତ ଆଜି ସକାଳ ପ୍ରାୟ ୫ଟା ସମୟରେ ପତଳା ଜଙ୍ଗଲ ନିକଟରେ ପୁଲିସ ଦଳ ଉପରେ ଗୁଳି ୨ରାଉଣ୍ଡ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ ବେଳେ ଏନକାଉଣ୍ଟର କରିଛି ଚମ୍ପୁଆ ପୁଲିସ। ବିଭିନ୍ନ ସ୍ଥାନରୁ ଚୋରି ପରେ ଚୋରି ସାମଗ୍ରୀ ଚମ୍ପୁଆ ନିକଟସ୍ଥ ପତଳା […]Continue Reading
Odisha News
କେଉଁଝର, ୨୯/୪ : କେଉଁଝର ଜିଲ୍ଲାର ଏକ ସାଧାରଣ ଘଟଣା ଏବେ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି। ପଟଣା ଅଞ୍ଚଳର ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରୁ ତାଙ୍କ ଅଧିକାରର ଟଙ୍କା ଠିକ ସମୟରେ ମିଳିନଥିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଘଟଣା ଜଣେ ସାଧାରଣ ଲୋକଙ୍କ ପାଇଁ କେତେ ବଡ଼ ସମସ୍ୟା ସୃଷ୍ଟି କରିପାରେ, ସେଥିର ଜ୍ୱଳନ୍ତ ଉଦାହରଣ।ଜିତୁ ମୁଣ୍ଡା ବ୍ୟାଙ୍କରୁ ନିଜ ଅଧିକାରର ଟଙ୍କା ପାଇବା ପାଇଁ […]Continue Reading
Odisha News
ଭୁବନେଶ୍ବର, ୨୮/୪ : ବହୁ ଚର୍ଚ୍ଚିତ କେନ୍ଦୁଝରଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମଲ୍ଲୀପସିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଘଟିଥିବା ଅଭାବନୀୟ ଘଟଣା ନେଇ ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆରସି) ଅବଗତ ହୋଇଛନ୍ତି।ଭଉଣୀର କଙ୍କାଳ କାନ୍ଧରେ ବୋହି ଜିତୁ ମଣ୍ଡଳ ବ୍ୟାଙ୍କରେ ପହଞ୍ଚିବା ଘଟଣାରେ ଏନ୍‌ଏଚ୍‌ଆରସିଙ୍କ ନିକଟରେ ମାମଲା ରୁଜୁ ହୋଇଛି। ତୁରନ୍ତ ଏହି ଘଟଣାର ତଦନ୍ତ ଆରମ୍ଭ ପାଇଁ ଏନ୍‌ଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି। ମାନସିକ ଚାପ ପାଇଥିବା Continue Reading
Odisha News
କେନ୍ଦୁଝର, ୨୮/୪ : ପୋଲିସ ଅନୁଯାୟୀ, ଜିତୁଙ୍କ ଭଉଣୀ ଦୁଇ ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ମଲ୍ଲିପସିର ଏକ ଗ୍ରାମୀଣ ବ୍ୟାଙ୍କରେ ତାଙ୍କର ଏକ ଆକାଉଣ୍ଟ ଥିଲା। ସେଥିରେ ପ୍ରାୟ ୧୯,୩୦୦ ଟଙ୍କା ଜମା ଅଛି। ଜିତୁଙ୍କ ମୃତ୍ୟୁପରେ, ସେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ।କିନ୍ତୁ ବ୍ୟାଙ୍କ ଅଧିକାରୀ ଟଙ୍କା ଦେବାକୁ ମନା କରିଦେଇଥିଲେ କାରଣ ଆକାଉଣ୍ଟଟି ତାଙ୍କ ଭଉଣୀଙ୍କ ନାମରେ ଅଛି। ବ୍ୟାଙ୍କ ଅଧିକାରୀ ତାଙ୍କୁ ମୃତ୍ୟୁର ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ Continue Reading
Odisha News
କ୍ଷେତ୍ରବାସୀ ମହାକୁଡଙ୍କ ରିପୋର୍ଟକେନ୍ଦୁଝର ,୧୧/୪ : ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ନୁହେଁ, ସେମାନେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଢ଼ନ୍ତି ଓ ସଠିକ୍ ଜୀବନମାର୍ଗ ଦେଖାନ୍ତି, ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଦାପଳାସାସ୍ଥିତ ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ଗଠନ ପରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଅନେକ Continue Reading
Odisha News
କେନ୍ଦୁଝର,୯/୩ : ସଦର ଥାନା ଅନ୍ତର୍ଗତ ତେନ୍ତୁଳି ଗ୍ରାମ ନିକଟ ଏନଏଚ ୪୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୟଙ୍କର ଦୁର୍ଘଟଣାରେ ବାପା-ପୁଅଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ବାପାଙ୍କ ନାମ ନୁର ସଲିମ୍ ( ୩୫) ଓ ପୁଅ ଏମଡି ନୁରୟା (୬) ବୋଲି ଜଣା ପଡିଛି ।ସେମାନେ ତିନି ଜଣ ଏକ […]Continue Reading
Odisha News
ଅରେନ୍ଦ୍ର କୁମାର ଗିରିଙ୍କ ରିପୋର୍ଟକେନ୍ଦୁଝର, ୨୧/୨ : ଦୀର୍ଘ ଦିନ ଧରି ଯୋଡ଼ା ଓ ବଡ଼ବିଲ ବସ ଷ୍ଟାଣ୍ଡ ନିକଟସ୍ଥ ଦକ୍ଷିଣ ପାର୍ଶରେ ଭିନ୍ନ ଭିନ୍ନ ପ୍ରକାର ଦୋକାନ ରହିଛି ଏବଂ ଦୋକାନ ପାଖରେ ଏକ ତାର ଜାଲି ଘେର ରହିଛି ଓ ସେ ତାର ଜାଲି ଭିତରେ ବହୁ ଦିନ ଧରି ଅଳିଆ ଆବର୍ଜନା ରହିଛି ।କିନ୍ତୁ କେନ୍ଦୁଝର ପୌରପାଳିକା ବସ ଷ୍ଟାଣ୍ଡ ନିକଟରେ ଅଳିଆ କୁ ସଫା କରୁଛି ।କିନ୍ତୁ ବସ ଷ୍ଟାଣ୍ଡ ଆଶ୍ରୟ […]Continue Reading