
କନ୍ଧମାଳ, ୨୧/୯ : କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଘନ କୁହୁଡି। ଘନ କୁହୁଡି ର ଚାଦର ସାରା ଜିଲ୍ଲାକୁ ଘୋଡେ଼ଇ ରଖୁଛି। ବିଳମ୍ବିତ ରାତି ଠାରୁ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଘନ କୁହୁଡିକୁହୁଡି ବଢ଼ି ବଢ଼ି ସକାଳ ପ୍ରାୟ ୮ ଟା ଯାଏଁ ରହୁଛି। ଚଳିତ ବର୍ଷର ଘନ କୁହୁଡି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଫଳରେ ଟିକେ ଟିକେ ହାଲୁକା ଶୀତ ମଧ୍ୟ ଅନୁଭୂତ ହେଲାଣି। ଆଗକୁ ଜିଲ୍ଲାରେ ପହିଲି ଶୀତର ଆଗମନର […]Continue Reading