Home Posts tagged kalahandi district
Business News Top Stories
By Swagatika Mohapatra Lanjigarh, July 10 : Vedanta Aluminium, India’s largest producer of aluminium, has strengthened digital learning infrastructure in Odisha’s Kalahandi district with the inauguration of a state-of-the-art Computer Lab at DAV International School, Lanjigarh. Equipped with 80 new desktop computers, the upgraded facility is said to benefit over 1,400 Continue Reading
Odisha News
କଳାହାଣ୍ଡି ୧୩/୬: ଦାମୀ କାରରେ କିଏ ବା ବସିବାକୁ ଭଲନପାଏ। ଅନେକଙ୍କ ସଉକ ବିଳାସପୂର୍ଣ୍ଣ କାର୍। ଏଥିରେ ଥାଏ ଅତ୍ୟାଧୁନିକ ସେଫ୍ଟି ଫିଚର୍ସ। କିନ୍ତୁ ଲକ୍ଜରୁରିୟସ୍ ଗାଡ଼ି ଆପଣ ଜୀବନ ରକ୍ଷା କରିଦେବ ବୋଲି ଭାବୁଛନ୍ତି, ବୋଧହୁଏ ଏହା ଆପଣଙ୍କ ଭୁଲ ଧାରଣା। ବିଏମଡବ୍ଲୁ ଭଳି ଦାମୀ ଗାଡି ବି ଜୀବନ ବଞ୍ଚାଇପାରିଲାନି। ଚାଲିଗଲା ଦୁଇ ଦୁଇଟା ଜୀବନ।କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା Continue Reading
Odisha News
କଳାହାଣ୍ଡି, ୨୧/୨ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବନାଞ୍ଚଳର ବନ ଅଧିକାରୀ ଭାଗବତ ଭୂଷଣ ବେହେରା ଗିରଫ ହୋଇଛନ୍ତି ।ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରି ବିପୁଳ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ଫରେଷ୍ଟରଙ୍କୁ ଗିରଫ କରିଛି ।ଭିଜିଲାନ୍ସ ଚଢ଼ଉ ବେଳେ ଫରେଷ୍ଟର୍ ଭାଗବତ ଭୂଷଣଙ୍କର ବିପୁଳ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା । ନୂତନ Continue Reading
Odisha News
କଳାହାଣ୍ଡି,୨୩/୭ : କଳାହାଣ୍ଡି ଜିଲା ମ. ରାମପୁର ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଜଣେ ଡାଟାଏଣ୍ଟ୍ରି ଅପରେଟର ଫେଭର ମାଗି ଗରିଫ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।ଗିରଫ ଅଭିଯୁକ୍ତ ଜଣକ ହେଲେ କର୍ଲାମୁଣ୍ଡା ବ୍ଲକ୍ ରିଷିଡ଼ା କଲେଜର ଡାଟାଏଣ୍ଟ୍ରି ଅପରେଟର ସୌମ୍ୟରଞ୍ଜନ ତ୍ରିପାଠୀ (ସିଲୁ)।ସୂଚନାନୁସାରେ ମଦନପୁର ରାମପୁର ଥାନା ରିଷିଡ଼ା ସ୍ଥିତି ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ସୌମ୍ୟରଞ୍ଜନ ଜନୈକା Continue Reading
Odisha News
ଧର୍ମଗଡ଼,୯/୬: କଳାହାଣ୍ଡି ଜିଲା ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକ୍‌ମାଙ୍କୁ ଭିଜିଲାନ୍ସ ଗିରଫ କରିଛି। କ୍ରଶର ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ଏନେଇ ଭିଜିଲାନ୍ସ ସେଲ୍ ଥାନା ପକ୍ଷରୁ ମାମଲା (ନଂ.୬/୨୦୨୫) ରୁଜୁ ହୋଇଥିଲା। ବଡ଼ କଥା ହେଲା, ଭିଜିଲାନ୍ସ ଟିମ୍ ଧର୍ମଗଡ଼ସ୍ଥିତ ଉପଜିଲାପାଳ ଧୀମାନଙ୍କ ସରକାରୀ ଆବାସରୁ ଆଉ ୪୭ ଲକ୍ଷ ଟଙ୍କା ଜବତ କରିଛି। ଭିଜିଲାନ୍ସ ଅଧିକାରୀମାନେ ଧୀମାନଙ୍କୁ Continue Reading
Odisha News
ଧର୍ମଗଡ଼, ୯/୬: ଦିନକୁ ଦିନ ବଢ଼ିବାରେ ଲାଗିଛି ସରକାରୀ ବାବୁଙ୍କ ଦୁର୍ନୀତି। ଭିଜିଲାନ୍ସ ଅନେକଥର ଲାଞ୍ଚଖୋର ଆଇଏଏସ୍ ବାବୁମାନଙ୍କୁ ଧରିଛି। ତେବେ ସେହିପରି ଭିଜିଲାନ୍ସ ପଞ୍ଝାରେ ଜଣେ ଆଇଏଏସ ଅଧିକାରୀ।ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ତାଙ୍କୁ ଧରିଥିଲା। ତେବେ ଉପଜିଲ୍ଲାପାଳଙ୍କ ଘରେ ଚଢ଼ାଉରେ ଭିଜିଲାନ୍ସର Continue Reading
Business News Top Stories
By Rupashree Mohanty Bhubaneswar, March 7: Tribal communities and residents of Kalahandi district have urged Odisha Chief Minister Mohan Charan Majhi to convene a long-overdue Gram Sabha for the Lanjigarh Bauxite Mine, emphasizing its potential to drive the region’s socio-economic progress.  A delegation from the Lanjigarh Anchalika Vikas Parishad met the CM and Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟଭବାନୀପାଟଣା, ୧୫/୨ : ଭବାନୀପାଟଣା ଜିଲ୍ଲାପାଳ ଙ୍କ ସମ୍ମୁଖରେ ଶ୍ରମ ବାହିନୀତରଫରୁ (ଏକ ମୁକ୍ତ ହୋଇଥିବା ବନ୍ଧକ ଶ୍ରମିକ ସଂଘ), ବନ୍ଧକ ଶ୍ରମିକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ବନ୍ଧକ ଶ୍ରମିକରୁ ବଞ୍ଚିଥିବା ଲୋକଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ଭବାନୀପାଟଣା,କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ରେ ସଭାପତି ଝସକେତନ ବାଗ ଏବଂ ତାହାଙ୍କ ସହ କର୍ମୀ ଦଳ ପହଞ୍ଚି ଏକ ଦାବିପତ୍ର ପ୍ରଦାନ Continue Reading
Odisha News
କଳାହାଣ୍ଡି, ୯/୧: ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶୀକାର ହୋଇଛି ଅବକାରୀ ବିଭାଗ ଟିମ୍ । ଅବକାରୀ ପୋଲିସକୁ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ।ଏଭଳି ଅଭିଯୋଗ ଆସିଛି କଳହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ । ଏହି ଆକ୍ରମଣରେ ଦୁଇ ଜଣ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ସଦର ଥାନା କନର୍ଲା ଗାଁରେ ବେଆଇନ ମଦ କାରବାର […]Continue Reading
Odisha News
ଭବାନୀପାଟଣା, ୨୮/୧୨ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାସ୍ତିକୁଡ଼ି ନିକଟରେ ଶନିବାର ଭୋର ୪ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମଧ୍ୟରେ ଧକ୍କା ଘଟି ଅଗ୍ନିକାଣ୍ଡ ହୋଇଛି। ଏଥିରେ ଜଣେ ଟ୍ରକ୍ ଡ୍ରାଇଭର ଏବଂ ହେଲ୍‌ପର ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆଉ ଜଣେ ଟ୍ରକ୍ ଡ୍ରାଇଭରଙ୍କ ପତ୍ତା ମିଳୁନି।ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କାର‌୍ୟ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ Continue Reading