Home Posts tagged Jharsuguda (Page 2)
Odisha News
ଝାରସୁଗୁଡ଼ା, ୧୧/୨ : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଜୁନିଏନ ଗ୍ରାମ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଏକ କୋଇଲା ବୋଝେଇ ଟ୍ରକ୍ ଏକ ପିକ୍ଅପ୍ ଭ୍ୟାନ୍କୁ ଧକ୍କା ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଲଖନପୁର ବେହେରାଗୁଡ଼ା ପଟରୁ ଆସୁଥିବା ଏକ ଯାତ୍ରୀବାହୀ […]Continue Reading
Odisha News
ଝାରସୁଗୁଡ଼ା,୨୩/୭ : ଝାରସୁଗୁଡ଼ାରେ ଠାବ ହୋଇଛି ସେକ୍ସ ରାକେଟ। ଝାରସୁଗୁଡ଼ାର ପଞ୍ଚପଡ଼ା ସ୍ଥିତ ଏକ ହୋଟେଲରେ ଶନିବାର ବିଳମ୍ବିତ ରାତିରେ ପୁଲିସ ଚଢ଼ାଉ କରି ଏହି ସେକ୍ସ ରାକେଟକୁ ଠାବ କରିଛି।ପୁଲିସ ଉକ୍ତ ହୋଟେଲରୁ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଝାରସୁଗୁଡ଼ା ଟାଉନ ଥାନା ପୁଲିସ ପକ୍ଷରୁ ଏକ ଟିମ୍ ଏହି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ହୋଟେଲରୁ ପୁଲିସ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ […]Continue Reading
Odisha News
ଝାରସୁଗୁଡା,୧୫/୬ : ଘରେ ପଶି ମା’,ଝିଅ ଓ ପୁଅକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବାର୍ହା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଘଟିଛି ଝାରସୁଗୁଡା ସହରର ସ୍ଥିତ କାପୁମାଲ ଗାଁରେ।ଆଜି ସକାଳ ବାର୍ହାଟି ଜଙ୍ଗଲରୁ ପଳାଇ ଆସି କାପୁମାଲ ଗାଁରେ ବୁଲୁଥିଲା। ଏହି ସମୟରେ କୁକୁର ପଲ ବାର୍ହାଟିକୁ ଦେଖି ଭୋକିବା ସହ ଗୋଡ଼ାଇ ଥିଲେ। ବାର୍ହାଟି ଦୌଡ଼ି ଆସି ଜଣଙ୍କ ଘରେ ପଶି ଯାଇଥିଲା। ପରେ ଘରେ […]Continue Reading
Odisha News
ଝାରସୁଗୁଡ଼ା,୨୬/୫: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ଏହା ୫୪୩ ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।ସେ ପୂର୍ବର ବ୍ୟକ୍ତିଗତ ଶତ୍ରୁତା କାରଣରୁ ନବ ଦାସଙ୍କୁ ହତ୍ୟା କରିଥିବା ଦର୍ଶାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ବିରୁଦ୍ଧରେ Continue Reading
Odisha News
ଝାରସୁଗୁଡ଼ା,୨୬/୫: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ବରରୁ ଝାରସୁଗୁଡ଼ା ଅଭିମୁଖେ ଆସୁଥିବାର ସୂଚନା ହସ୍ତଗତ ହୋଇଛି। ଏହି ଟିମ୍ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ଝାରସୁଗୁଡ଼ା ସ୍ଥିତ ଜେଏମଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ ବୋଲି କୁହାଯାଉଛି।ତେବେ ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।ମାମଲାର Continue Reading
National News
Bhubaneswar, May 13: The ruling Biju Janata Dal (BJD) retained the Jharsuguda Assembly constituency seat after its candidate Dipali Das trounced the Bharatiya Janata Party (BJP) candidate Tankadhar Tripathy by a huge margin of 48,619 votes. The results of the Jharsuguda bypoll were announced on Saturday. Dipali Das, daughter of former Odisha Health Minister Naba […]Continue Reading