Home Posts tagged Jharsuguda
Top Stories
By Subrat Sarangi Bhubaneswar, Aug. 4: Vedanta Aluminium, India’s largest aluminium producer, is strengthening rural education across the Jharsuguda and Sundargarh districts of Odisha through Project Vidya, a flagship initiative of Vedanta Aluminium Coal Mines that is expanding access to learning opportunities and helping improve educational outcomes in government Continue Reading
Odisha News
ଝାରସୁଗୁଡ଼ା, ୨୭/୭: ଝାରସୁଗୁଡ଼ା ବ୍ରଜରାଜନଗରରେ ଫୁଟିଛି ପୋଲିସ ଗୁଳି । ବ୍ରଜରାଜନଗର ଓପିଏମ୍ ଇବ୍ ନଦୀ ଘାଟରେ ପୋଲିସ ଏନ୍‌କାଉଣ୍ଟର କରିଛି । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଙ୍କିତ ଘୋଷ ଗୁରୁତର ଆହତ ହୋଇଛି ।ବ୍ରାଜରାଜନଗର ଅଞ୍ଚଳରେ ଇବ୍ ନଦୀ ଓ ପିଏମ ଘାଟ ଅଞ୍ଚଳରେ ଅଙ୍କିତ ଓ ତାର କିଛି ସହଯୋଗୀ କୌଣସି ଅପରାଧିକ ଷଡ଼ଯନ୍ତ୍ର କରୁଥିବାବେଳେ ପୋଲିସ ଚଢ଼ଉ କରିଥିଲା । ପୋଲିସକୁ ଦେଖି ଅଙ୍କିତ ପ୍ରଥମେ ୫ ରାଉଣ୍ଡ ଗୁଳି ଚଳାଇଥିଲା । […]Continue Reading
Odisha News
ଝାରସୁଗୁଡ଼ା, ୨୨/୪: ଲାଞ୍ଚ ନେଇ ଭିଜିଲାନ୍ସ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ୍ ଅଫିସର । ଜଣେ ଜିଏନ୍ଏମ୍ ଶିକ୍ଷକଙ୍କ ଠାରୁ ଅଢ଼େଇ ହଜାର ଟଙ୍କା ଲାଞ୍ଚ ନେଉଥିବା ସେକ୍ସନ୍ ଅଫିସର ଅନିତ କୁମାର ଗୁରୁଙ୍କୁ ଭିଜିଲାନ୍ସ ଗିରଫ କରିଛି ।ଆଉ ଜିଏନ୍ଏମ୍ ଶିକ୍ଷକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଏନ୍ଏମ୍ ଛାତ୍ରଛାତ୍ରୀଙ୍କ ତାଲିମ ପାଇଁ ଆବଶ୍ୟକ ଅନୁମତି ପାଇଁ ଆବେଦନ କରିଥିଲେ ।ମାତ୍ର Continue Reading
Odisha News
ଝାରସୁଗୁଡ଼ା, ୨୭/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଅମଲାପାଲିରେ ଆୟୋଜିତ ‘ସେବା ପକ୍ଷ’ ସମାରୋହରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିକାଶ ପ୍ରକଳ୍ପ ଭେଟି ଦେଇଛନ୍ତି । ସାରା ଭାରତରେ ୯୭,୫୦୦ରୁ ଅଧିକ ଦୂରସଞ୍ଚାର ଟାୱାର କାର୍ଯ୍ୟକ୍ଷମ କରାଯିବ।ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷା, ଦୂରସଞ୍ଚାର ଏବଂ ପରିବହନ କ୍ଷେତ୍ରରେ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି । ମୋଟ ଓଡ଼ିଶା ପାଇଁ Continue Reading
Odisha News
ଝାରସୁଗୁଡା, ୨୮/୯ : ଓଡ଼ିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବିମାନବନ୍ଦର ବାହାରେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ମୋଦିଙ୍କୁ ସ୍ବାଗତ କରାଯାଇଛି।ବିମାନ ବନ୍ଦରରେ ପହଞ୍ଚିବା ପରେ ରୋଡ ଶୋରେ ଅମଲିପାଲି ସମାବେଶ ସ୍ଥଳକୁ ଯାଉଛନ୍ତି। କାର ଭିତରୁ ବାହାରି ହାତ ହଲାଇ ସଭାସ୍ଥଳ ଅଭିମୁଖେ ଯାଉଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବାକୁ ସଭାସ୍ଥଳ Continue Reading
Odisha News
ଝାରସୁଗୁଡ଼ା, ୧୨/୪ : ଦୁଇ ଜଣ ନାବାଳିକା ଅପରାଧି ଫେରାର ହୋଇ ଯାଉଥିବାବେଳେ ଝାରସୁଗୁଡ଼ା ପୋଲିସ ଏନକାଉଣ୍ଟର କରିଛି । ଦୁଇ ଅଭିଯୁକ୍ତ ହେଲେ ଶେଖ୍ ଆଶିଷ(୨୨) ଏବଂ ଅଭିଷେକ ବାରିକ(୩୦)। କୋର୍ଟରେ ହାଜର ପାଇଁ ପୋଲିସ ନେଇକି ଯାଉଥିବାବେଳେ ଏହି ଏନକାଉଣ୍ଟର ହୋଇଥିବା ନେଇ ଉତ୍ତରାଞ୍ଚଳ ଆଇଜି ଏବଂ ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି ।ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗତକାଲି ବେଲପାହାଡ଼ ପୋଲିସ ସେଖ୍ ଆଶିଷ ଓ ଅଭିଷେକ ବାରିକକୁ ଗିରଫ କରିଥିଲା । ଶନିବାର Continue Reading
Odisha News
ଝାରସୁଗୁଡ଼ା , ୨୦/୧ : ୨୦୨୩ର ସବୁଠାରୁ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।କେତେବେଳେ ତଦନ୍ତ ରିପୋର୍ଟରେ ନବଦାସଙ୍କୁ ମରା ଯାଇଥିବା ଗୁଳିର ହିସାବ ମିଳୁନି ତ ଆଉ କେତେବେଳେ ଜବତ ସାମଗ୍ରୀ ତାଲିକାରେ ତାଙ୍କର ସାର୍ଟ ଗାଏବ୍ । ଏବେ ପୁଣି ଏକ ନୂଆ ପ୍ରସଙ୍ଗ ସାମ୍ନାକୁ ଆସିଛି । ମାମଲାର ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳିଯାଇଥିବା ଦେଖିବାକୁ ମିଳିଛି ।ପୂର୍ବତନ ମନ୍ତ୍ରୀ ନବ […]Continue Reading
Odisha News
ଝାରସୁଗୁଡା,୧୦/୧: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ଓ ପୂର୍ବତନ ବିଜେଡି ବିଧାୟିକାଙ୍କ ଭାଇ ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ସରେଇପାଲି ଥାନା ପୋଲିସ। ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ।ସୂଚନା ଅନୁଯାଯୀ ଛତିଶଗଡ଼ର ଏକ ହୋଟେଲରେ ଭଙ୍ଗାରୁଜା କରିବା ଅଭିଯୋଗରେ ବିଏନ୍‌ଏସ୍ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ ହୋଇଛି। ତେବେ ଗତକାଲି ଠାରୁ ଅଟକ ଥିବା ପୂର୍ବତନ ମନ୍ତ୍ରୀ ସ୍ଵର୍ଗତ […]Continue Reading
Odisha News
ଝାରସୁଗୁଡ଼ା, ୧୦/୧ : ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି ଏକ ପଲଟିକାଲ ହାଇଡ୍ରାମା। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୁଲିସ ବିଶାଳଙ୍କୁ ଅଟକ ରଖିଛି ।ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି । ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାଯାଇଛି। ତେବେ ଏପରି ଗଣତନ୍ତ୍ର ଚଳିବ ନାହିଁ, […]Continue Reading
Business News Top Stories
6,400 students in 15 schools to benefit; more than 10,600 students reached out till date By Swagatika Mohanty Bhubaneswar, Nov. 22: Union ministry of AYUSH in association with Vedanta Aluminium, India’s largest aluminium producer, has expanded its ‘Swarna Prashan’ initiative to reach over 6,400 students across 15 government schools in Rayagada and Kalahandi districts of Continue Reading