Home Posts tagged Jajpur (Page 33)
Odisha News
ଯାଜପୁର,,୬/୧୨): ପରୀକ୍ଷା ଥିଲା। କିନ୍ତୁ ପ୍ରଶ୍ନପତ୍ର ଆସି ନଥିଲା। ଶ୍ରେଣୀ ଗୃହରେ କଳାପଟା ବି ନଥିଲା। ତେଣୁ ଶିକ୍ଷକ ବାଧ୍ୟ ହୋଇ କଳାପଟାରେ ଲେଖିଥିଲେ ପ୍ରଶ୍ନ। ଆଉ ସେହି ପ୍ରଶ୍ନ ଦେଖି ଖାତାରେ ଉତ୍ତର ଲେଖିଥିଲେ ଛାତ୍ରଛାତ୍ରୀ। ସ୍ମାର୍ଟ କ୍ଲାସ୍ ରୁମ୍ ଯୁଗରେ ଏଭଳି ଏକ ଅଭାବନୀୟ ଚିତ୍ର ଆସିଛି ରାଜ୍ୟର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠରୁ।ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ଷେ ତଳେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଥିବା Continue Reading
Top Stories
By AKSHYA ROUT  Jajpur, Nov 29:   Last month custom officials seized a rare stolen ten -armed   ‘Astadhatu; image of Ma Kotrakhi from the Indira Gandhi international airport , New Delhi which  was stolen last year from  the 200 year old  famous Ma Kotrakhi temple at village Darpanigada under Barachana police station in Jajpur Continue Reading
Odisha News
ଯାଜପୁର ୨୩/୧୧ : ତିନି ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ । ଭଦ୍ରକ , ଯାଜପୁର , କେନ୍ଦୁଝର ଜିଲ୍ଲା ପ୍ରଚଣ୍ଡ ଶବ୍ଦ ହୋଇଛି । ଯାହାଫଳରେ କି ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା । ଭୟରେ ବାହାରକୁ ଚାଲିଆସିଲେ ।ଖବର ଅନୁଯାୟୀ, ବୁଧବାର ଦିନ ୧୧ଟାରେ ଏହି ତିନୋଟି ଜିଲ୍ଲାରେ ହଠାତ୍ ଏକ ଭୟଙ୍କର ଶବ୍ଧ ଆସିଥିଲା । ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଥିଲା । କିନ୍ତୁ ଏହା ୧୦ ମିନିଟ୍ ଭିତରେ […]Continue Reading
Odisha News
ଯାଜପୁର, ୨୨/୧୧:୧୫ ଘଣ୍ଟାପରେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନ ଦେଇ ସ୍ୱାଭାବିକ ହୋଇଛି ରେଳ ଚଳାଚଳ। ଆଜି ସକାଳେ ୨ଟି ମାଲବାହୀ ଟ୍ରେନ୍ ଓ ଏକ ଯାତ୍ରୀବାହୀ ଟ୍ରେନ୍ କୋରେଇ ଷ୍ଟେସନ ଦେଇ ଗତି କରିଛନ୍ତି।ହେଲେ କୌଣସି ଟ୍ରେନ୍ କୋରେଇ ଷ୍ଟେସନରେ ୫ଦିନ ଅଟକିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣା ପରେ କାମ ଶେଷ ହୋଇନଥିବାରୁ କୋରେଇ ଷ୍ଟେସନରେ କୌଣସି ଟ୍ରେନ୍ ଅଟକିବ ନାହିଁ ବୋଲି କୁହାଯାଇଛି। ଏନେଇ ସ୍ଥାନୀୟ ଲୋକେ ଅସନ୍ତୋଷ […]Continue Reading
Top Stories
Jajpur, Nov 21: Three people were on Monday morning reportedly killed and many others injured after a goods train crashed into the waiting hall at Korei station in Bhadrak-Kapilas Road Railway section under Khurda Road Railway Division of East Coast Railway (ECoR) in Odisha’s Jajpur district. A speeding goods train derailed at Korai station in […]Continue Reading
Odisha News
ଯାଜପୁର, ୧୯/୧୧: ଯାଜପୁର ଜିଲ୍ଲା ବ୍ୟାସନଗର ପୌର ପରିଷଦରେ ଲାଗିରହିଛି ଅସ୍ଥିରତା । ବ୍ୟାସନଗର ପୌରପରିଷଦରେ ପୋର ପୌର ନିର୍ବାହୀ ଅଧିକାରୀଙ୍କୁ ଅଧକ୍ଷା ଙ୍କ ଫାଇଲ ଫୋପାଡିବା ଓ ଅଶାଳୀନ ବ୍ୟବହାର ର ଭିଡିଓ ଭାଇରାଲ ଘଟଣା ପୁଣି ନୂଆ ମୋଡ଼ ନେଇଛି ।ଶୁକ୍ରବାର ରାତିରେ ଯାଜପୁର ରୋଡ଼ ଥାନାରେ ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ ରାଉତ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ନାମରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି ।ସେ କହିଛନ୍ତି ମୋ ସହ ଯାହା […]Continue Reading
Odisha News
ଯାଜପୁର, ୧୯/୧୧: ଟ୍ରେନ ଛାଡ଼ିଦେବାରୁ ଖସିପଡିଲେ ୨ଜଣ ଯାତ୍ରୀ । ଟ୍ରେନ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଯାଜପୁର ଜିଲ୍ଲା ଦୁଲାଖାପାଟଣା ଷ୍ଟେସନରେ ଅଟକିଛି ଡିଏମୟୁ ଟ୍ରେନ । ତେବେ ଗାର୍ଡଙ୍କୁ ଅଟକ ରଖିଛନ୍ତି ଯାତ୍ରୀ ।ଦୁଇ ଜଣଙ୍କୁ ନିକଟସ୍ଥ କୋରାଇ ମେଡିକାଲକୁ ପଠାଯାଇଥିବା ସୂଚନା । ସେଥିମଧ୍ୟରୁ ଜଣେ ଯାତ୍ରୀ ହେଉଛନ୍ତି ସେହି ଅଞ୍ଚଳ ଦୁଲାଖା ପାଟଣାର ବଟକୃଷ୍ ସେଠୀ ବୟସ ୩୬ ବୋଲି ଜଣା ପଡିଛି ।Continue Reading
Seo wordpress plugin by www.seowizard.org.