ଯାଜପୁର,୧୫/୫ : ଯାଜପୁର ଜିଲ୍ଲା ବ୍ୟାସନଗର ବଜାରରେ ଥିବା ଏକ ଗହଣା ଶୋ’ ରୁମ୍ ‘ସେନ୍କୋ’ରେ ଡକାୟତି। କର୍ମଚାରୀଙ୍କୁ ମାଡ଼ ମାରି ଡକାୟତମାନେ ବିପୁଳ ପରିମାଣର ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି।୭ ଡକାୟତ ବନ୍ଧୁକ ମୁନରେ ପ୍ରଥମେ କର୍ମଚାରୀଙ୍କୁ ଡରାଇ ଧମକାଇ ଥିଲେ ଓ ପରେ ଗହଣା ଲୁଟି ନେଇଥିବା ସୂଚନା ମିଳିଛି। ଦିନ ସାଢ଼େ ୧ଟାରୁ ୨ଟା ଭିତରେ ଏହି ଡକାୟତି ହୋଇଛି।ଯୋଜନାବଦ୍ଧ ଭାବେ ଏହି ଡକାୟତମାନେ ଗ୍ରାହକ ବେଶରେ ବ୍ୟାଙ୍କରେ ପଶିଥିଲେ। […]Continue Reading
ଯାଜପୁର,୧୩/୫ : କାଳିଆ ଦର୍ଶନ ପାଇଁ ବାହାରିଥିଲେ ୩ ସାଙ୍ଗ । ହେଲେ ମଝି ବାଟରେ ଘଟିଲା ଅଘଟଣ। ରାତି ଅଧରେ ଏକ ଅଜଣା ଗାଡ଼ି ଚଢ଼ି ଯିବାରୁ ରାସ୍ତା ଉପରେ ହିଁ ଜୀବନ ହାରିଲେ ୩ ସାଙ୍ଗ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଘଟିଛି ।ମୃତକମାନେ ହେଲେ ଧର୍ମଶାଳା ଥାନା ମାନତିରା ଗ୍ରାମର ଅଭିଷେକ ସର (୨୨), ଧର୍ମଶାଳା ବ୍ଲକ ଚଡେଇଧରା ଅଞ୍ଚଳର […]Continue Reading
We are talking about Jajpur District Collector Magistrate Ranjan Kumar Das, Jajpur SP Charan Singh Meena, District Project Director Rural Development Agency Indramani Nayak, Additional District Magistrate (Revenue) Akshay Kumar Mallick, Additional District Magistrate (Kalinganagar) Santosh Kumar Mishra, Additional District Magistrate (General) Mihir Prasad Mohanty, Sub Continue Reading
ଯାଜପୁର,୧୩/୭ : ବିସ୍ଥାପିତଙ୍କ ଥଇଥାନ ସହ ପାରିପାର୍ଶ୍ୱିକ ବିକାଶ ଦ୍ୱାରା ହିଁ ଶିଳ୍ପାୟନ ସଫଳ ହୋଇଥାଏ । ସେଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ଲାଗି ଜମି ଅଧିଗ୍ରହଣ କରୁଥିବା ଇଡକୋ କର୍ତ୍ତୃପକ୍ଷ,ଶିଳ୍ପାଞ୍ଚଳର ସାମଗ୍ରିକ ବିକାଶ କରିବା ଉଚିତ। କିନ୍ତୁ ଶିଳ୍ପାୟନର ରାଜଧାନୀ, ଯାଜପୁର ଜିଲ୍ଲାର କଳିଙ୍ଗ ନଗରରେ ବିସ୍ଥାପିତଙ୍କ ଲାଗି ନା ନିର୍ମାଣ ହୋଇଛି ମାର୍କେଟ କଂପ୍ଲେକ୍ସ ନା ସ୍କୁଲ। ଜମିହରାଙ୍କୁ କ୍ଷତିପୂରଣ ଦେଇ ଦାୟିତ୍ୱରୁ ମୁକ୍ତ ହେଉଥିବା ଇଡକୋ Continue Reading
ଅନୁଗୁଳ,୧୧/୭: ଗଞ୍ଜାମ ଓ ଯାଜପୁର ଜିଲ୍ଲାବାସୀଙ୍କୁ ଅନୁଗୁଳ ଆସିବା ମନା । ଯଦି ଏହି ୨ ଜିଲ୍ଲାରୁ କୌଣସି ବ୍ୟକ୍ତି ଜରୁରୀ କାମରେ ଅନୁଗୁଳ ଆସନ୍ତି, ତା’ହେଲେ ୧୪ ଦିନ ସରକାରୀ କ୍ୱାରେଣ୍ଟିନ୍ରେ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ Continue Reading
ଭୁବନେଶ୍ବର,୮/୭: ରାଜ୍ୟରେ ବୁଧବାର ଦିନ ପୁଣି ୫୨୭ଜଣ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ମାନଙ୍କ ଭିତରୁ ୧୮୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୩୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।ବୁଧବାର ଗଞ୍ଜାମ ଜିଲ୍ଲାରୁ Continue Reading
Jajpur,JULY 7 : A 25 year old jilted youth was arrested on Tuesday on the charges of killing the girl’s mother and injuring her and her father at village Mirjapur under Dharmasala police station in Jajpur district on Sunday night. The accused Sunil Kumar Jena of Mirazapur village who was turned down by the girl […]Continue Reading
ଭୁବନେଶ୍ବର,୭/୭: ରାଜ୍ୟରେ ପୁଣି ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରୁ ୧୬୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୪୦୩ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୧ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ Continue Reading
ଭୁବନେଶ୍ୱର,୬/୭: ରାଜ୍ୟରେ ଦିନକୁଦିନ କରୋନାର ପ୍ରଭାବ କାୟା ବିସ୍ତାର କରିବାରେ ଲାଗିଛି । ସୋମବାର ଦିନ ପୁଣି ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରୁ ୧୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୦୯ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୪ଟି ଜିଲ୍ଲାରୁ ଏହିସବୁ Continue Reading
ଯାଜପୁର,୨ା୭ : ଜମିଜମା ବ୍ୟବସ୍ଥାକୁ ସରଳୀକରଣ ପାଇଁ ସରକାର ବହୁବିଧ ଉଦ୍ୟମ ଓ ଆଇନ ପ୍ରଣୟନ କରିଚ୍ଥନ୍ତି । ଦାୟିତ୍ୱରେ ଥିବା ରାଜସ୍ୱ ଅଧିକାରୀମାନେ ଏହାର ଉପଯୋଗ କରି ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କଲେ ଏହାର ସୁପଂଳ ହିତାଧିକାରୀ ପାଇପାରିବେ ବୋଲି ରାଜସ୍ୱ ପର୍ଷଦର ଲ୍ୟାଣ୍ଡ ରେକର୍ଡ ଓ ସେଟଲମେଣ୍ଟ କମିଶନରଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା କମିଶନର ମଧୁସୂଦନ ପାଢୀ ଆହ୍ୱାନ ଦେଇଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ Continue Reading




